ଜାମସେଦପୁରକୁ ହରାଇଲା ଇଷ୍ଟବେଙ୍ଗଲ
ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍ରେ ଜାମସେଦପୁର ଏଫ୍ସିକୁ ହରାଇ ଦେଇଛି। ପାଖାପାଖି ଏକ ମାସ ବ୍ୟବଧାନରେ ଦଳର ଏହା ପ୍ରଥମ ବିଜୟ। କୋଲକାତାଭିତ୍ତିକ ଏହି ଦଳ…
୯ ବର୍ଷ ପରେ ଖୋଲିବାକୁ ଯାଉଛି ଚେପକ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ
ଚେନ୍ନାଇ, ୭ା୨- ଦୀର୍ଘ ୯ ବର୍ଷ ପରେ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି ଏମ୍ଏ ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ ଆଇ, ଜେ ଓ କେ। ଆସନ୍ତା ୧୩ ତାରିଖଠାରୁ ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ବେଳେ…
୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ
ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍ ମାୟର୍ସ ଅପରାଜିତ ୨୧୦ ରନ୍ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ ହୋଇଥିବା ମାୟର୍ସଙ୍କ ଇନିଂସରେ ସାମିଲ ଥିଲା ୨୦ ଚୌକା ଓ ୭ ଛକା। ବିଶ୍ୱ…
ଇତିହାସ ରଚିଲା ଓ୍ବେଷ୍ଟଇଣ୍ଡିଜ୍
ଢାକା,୭।୨: ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୩୯୫ ରନ୍ର ଲକ୍ଷ୍ୟ ହାସଲ କରି ସେ ଐତିହାସିକ ବିଜୟ ରେକର୍ଡ କରିଛନ୍ତି। ଟେଷ୍ଟ ଇତିହାସରେ ଏହା ପଞ୍ଚମ ଥର ହୋଇଛି,…
୫୭୮ରେ ଇଂଲଣ୍ଡ ଅଲଆଉଟ୍ ; ଟିମ୍ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହେଲେ ବେସ୍
ଚେନ୍ନାଇ, ୭ା୨- ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍ ସମ୍ପୂର୍ଣ୍ଣ ରୂପେ ଇଂଲଣ୍ଡ ନିୟନ୍ତ୍ରଣରେ ରହିଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୫୭୮ ରନ୍ରେ ଅଲଆଉଟ୍ ହେବା ପରେ ଅନଭିଜ୍ଞ ସ୍ପିନର ଡୋମିନିକ୍ ବେସ୍ ଭାରତୀୟ ଦଳ ପାଇଁ ଘାତକ…
ମୁଣ୍ଡ ପିଟିଦେଲେ ଅଶ୍ୱିନ୍
ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ପାଳିରେ ଇଂଲଣ୍ଡ ୫୭୮ ରନ୍ କରିଛି। ଭାରତୀୟ ଖେଳାଳିଙ୍କ ଖରାପ ଫିଲ୍ଡିଂର ଭରପୂର ଫାଇଦା ଉଠାଇ ଇଂଲଣ୍ଡ ବିଶାଳ ସ୍କୋର କରିଛି। ମ୍ୟାଚ୍ର ତୃତୀୟ ଦିନରେ ଆର୍…
ଶତକ ଟେଷ୍ଟରେ ଦ୍ୱିଶତକ: ରୁଟ୍ ପ୍ରଥମ
ଚେନ୍ନାଇ,୭ା୨(ପି.ଟି.)-ନିଜ ଶହେତମ ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ବିଶ୍ୱର ପ୍ରଥମ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ରୁଟ୍ ଏହି ସଫଳତା ହାସଲ କରିଛନ୍ତି। ଏହି…
ନିୟମ କୋହଳ କଲା ଫିଫା
ଜୁରିଚ୍, ୭ା୨(ଏପି)-ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ଏହାର ନିୟମରେ କୋହଳ କରିଛି। କରୋନା ମହାମାରୀ ସମୟରେ ଜାତୀୟ ଦଳ ତରଫରୁ ଖେଳିବା ଲାଗି କ୍ଲବଗୁଡ଼ିକ ଖେଳାଳିଙ୍କୁ ରିଲିଜ କରିପାରିବେ। କାରଣ ମାର୍ଚ୍ଚ ମାସରେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ।…
ସ୍ମିଥ୍ଙ୍କୁ ତୃତୀୟ ଆଲାନ ବର୍ଡର ପଦକ
ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍ ମୁନି ପ୍ରଥମ ଥର ପାଇଁ ବେଲିଣ୍ଡା କ୍ଲାର୍କ ପୁରସ୍କାର ହାସଲ କରିଛନ୍ତି। ସମସ୍ତ ତିନୋଟି ଫର୍ମାଟର ପ୍ରଦର୍ଶନକୁ ଭିତ୍ତି କରି…
୨୦ରୁ ବିଜୟ ହଜାରେ ଟ୍ରଫି: ଗ୍ରୁପ୍ ସି’ରେ ଓଡ଼ିଶା
ନୂଆଦିଲ୍ଲୀ,୭।୨(ପି.ଟି.): ଦେଶର ସର୍ବବୃହତ୍ ଦିନିକିଆ ଘରୋଇ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ରେ ଶେଷ ହେବ। ଦେଶର ୬ଟି ସହରର ଭେନ୍ୟୁରେ ମ୍ୟାଚ୍ ଆୟୋଜନ ହେବ। ଦଳଗୁଡିକ ୧୩ରୁ ବାୟୋ ବବଲରେ ପ୍ରବେଶ…
ଇଣ୍ଡିଆନ ସୁପର ଲିଗ୍ : ଓଡ଼ିଶା ପୁଣି ହାରିଲା
ବାମ୍ବୋଲିମ୍,୭।୨: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ପୁଣି ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି କର ବା ମର ମ୍ୟାଚ୍ରେ ଓଡ଼ିଶା ଏଟିକେ ମୋହନ ବାଗାନଠାରୁ ୪-୧ ଗୋଲରେ ଲଜ୍ଜାଜନକ…
ସାହାଣୀ କପ୍ ଫୁଟବଲ ଆରମ୍ଭ: ୪-୦ ଗୋଲରେ କେନ୍ଦ୍ରାପଡ଼ାକୁ ହରାଇଲା ଦେବଗଡ଼
ସୁନ୍ଦରଗଡ଼,୬।୨: ସୁନ୍ଦରଗଡ଼ରେ ୬୧ତମ ଆନ୍ତଃଜିଲା ସାହାଣୀକପ୍ ଫୁଟବଲ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇଛି। ଫୁଟବଲ ଆସୋସିଏଶନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀପୁର ସ୍ପୋଟର୍ସ କମ୍ପ୍ଲେକ୍ସ ଷ୍ଟାଡିୟମଠାରେ ଏହି ଆନ୍ତଃଜିଲା ଫୁଟବଲ ପ୍ରତିଯୋଗିତାର…

