ଖେଳ

ନୂଆ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା, ମାର୍ଟିନ- ଗେଲଙ୍କୁ ପଛରେ ପକାଇଲେ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ହିଟ୍‌ମ୍ୟାନ୍‌ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ୧୩୦ ବଲ୍‌ ଖେଳି ସେ ନିଜ କ୍ୟାରିୟରର ୭ମ ଶତକ ପୂରଣ କରିଛନ୍ତି। ୧୪ ଚଉକା ଏବଂ ୨ ଛକା ବଳରେ ସେ ଏହା କରିଛନ୍ତି।…

ଚେନ୍ନାଇ ଟେଷ୍ଟରେ ହିଟ୍‌ମ୍ୟାନ୍‌ ‘ହିଟ୍‌’

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମକିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଶନିବାର ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ରୋହିତ ନିଜ କ୍ୟାରିୟରର ୭ମ ଶତକ କରିଛନ୍ତି। ଏହା ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଶତକ। ତେବେ ୧୩୦ ବଲ୍‌ରେ ହିଟ୍‌ମ୍ୟାନ୍‌…

ଖାତା ଖୋଲିପାରିଲେନି କୋହଲି, ଜବରଦସ୍ତ ଫର୍ମରେ ରୋହିତ

ଚେନ୍ନାଇ,୧୩।୨: ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ହେଲେ ପ୍ରାରମ୍ଭରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦଳ ୩ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇଥିବା ବେଳେ ଲଞ୍ଚ ବ୍ରେକ୍‌ ବେଳକୁ ଦଳ ୨୬…

ନିଲମ୍ବନ ପରେ ଗିରଫ ହେବା ଯୋଗୁ ବରବାଦ ହୋଇଯାଇଥିଲା ଏହି ଉଇକେଟକିପରଙ୍କ କ୍ୟାରିୟର, ଦାରିଦ୍ରରେ…

ନୂଆଦିଲ୍ଲୀ,୧୩।୨: ୧୭୯ ବର୍ଷ ପୂର୍ବେ ଆଜିର ଦିନରେ ଜନ୍ମ ନେଇଥିଲେ ନିଜ ସମୟର ସର୍ବଶ୍ରେଷ୍ଠ ଉଇକେଟକିପର ତଥା ଇଂଲଣ୍ଡର ଟେଡ୍‌ ପୁଲି। ତାଙ୍କର କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ଅଜବ ଥିଲା। ଉଇକେଟ ପଛରେ ସେ ଭଲ ପ୍ରଦର୍ଶନ କରୁଥିଲେ। ହେଲେ…

ପତଳା ଯୋଗୁ ଜିମ୍‌ରେ ଉଠାଇପାରି ନ ଥିଲେ ଡମ୍ବଲ, ବାଧ୍ୟରେ କରିଥିଲେ ବୋଲିଂ; ଏବେ ପୂରଣ ହେଲା ଟେଷ୍ଟରେ ଡେବ୍ୟୁର ସ୍ବପ୍ନ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ବାମହାତୀ ସ୍ପିନ୍‌ ଅଲରାଉଣ୍ଡର ଅକ୍ଷର ପଟେଲ। ୨୭ ବର୍ଷୀୟ ଏହି କ୍ରିକେଟର ଏହାପୂର୍ବରୁ ୩୮ ଏକଦିବସୀୟ ଏବଂ ୧୧ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ରାଷ୍ଟ୍ରୀୟ ଟିମ୍‌ର ପ୍ରତିନିଧିତ୍ୱ କରିଛନ୍ତି। ଅକ୍ଷରଙ୍କୁ ପ୍ରଥମ…

ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୧୩।୨: ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାର ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ୩…

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା ବିରୋଧୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର…

୫୦ କୋଟି ଛୁଇଁଲା ଏହି ଖେଳାଳିଙ୍କ ଫଲୋଅର୍ସଙ୍କ ସଂଖ୍ୟା

ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ବିଶ୍ୱର ପ୍ରଥମ ଆଥ୍‌ଲେଟ୍‌ ଭାବେ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ କୋଟି ଛୁଇଁଛି। ଫୁଟବଲ ପଡ଼ିଆରେ ଅପ୍ରତିଦ୍ୱନ୍ଦ୍ୱୀ ରୋନାଲ୍ଡୋଙ୍କ ଇନ୍‌ଷ୍ଟାଗ୍ରାମରେ ସବୁଠୁ ଅଧିକ ୨୬୧…

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ହରିୟାଣାକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା ପୁଲ୍‌ ‘ଏ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪୭…

ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ : ଫାଇନାଲରେ ସୁନ୍ଦରଗଡ଼, କଟକ

ସୁନ୍ଦରଗଡ଼, ୧୩।୨ (ଡି.ଏନ୍‌.ଏ.) – ସୁନ୍ଦରଗଡ଼ଠାରେ ଚାଲିଥିବା ସାହାଣୀ କପ୍‌ ଫୁଟବଲ୍‌ର ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ବିଜୟୀ ହୋଇ ସୁନ୍ଦରଗଡ଼ ଓ କଟକ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ତସଲାଡିହି ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ…

ପେଜାଓଲି ବେଙ୍ଗାଲୁରୁ ଏଫ୍‌ସିର ନୂଆ ମୁଖ୍ୟ କୋଚ୍‌

ମାର୍ଗାଓ, ୧୩ା୨ (ପି.ଟି.)-ଇଟାଲିର ଅଭିଜ୍ଞ ମାର୍କୋ ପେଜାଓଲି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ବେଙ୍ଗାଲୁରୁ ଏଫ୍‌ସିର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ପାଇଛନ୍ତି। ତାଙ୍କ ସହିତ ଦଳ ୩ବର୍ଷିଆ ପ୍ରଦର୍ଶନ ଭିତ୍ତିକ ଚୁକ୍ତି କରିଛି। ଚଳିତ ଆଇଏସ୍‌ଏଲ୍‌ ଶେଷ…

ଆଲେଁସୋଙ୍କ ସଫଳ ଅସ୍ତ୍ରୋପଚାର

ଏନଷ୍ଟୋନ୍‌ (ୟୁକେ), ୧୩ା୨ (ଏପି)-ଫର୍ମୁଲା ଓ୍ବାନ ଡ୍ରାଇଭର ଫର୍ନାଣ୍ଡୋ ଆଲୋଁସୋଙ୍କ ମାଢ଼ିରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗୁରୁବାର ସୁଇଜରଲାଣ୍ଡରେ ଏକ ସାଇକେଲ ଦୁର୍ଘଟଣାରେ ସେ ଆଘାତପ୍ରାପ୍ତ ହେବାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ୪୮ଘଣ୍ଟା ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?