Posted inଖେଳ

ଏହି କ୍ରିକେଟରଙ୍କ ସହ ନୃତ୍ୟ କଲେ ୟୁଜବେନ୍ଦ୍ରଙ୍କ ସ୍ତ୍ରୀ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ନିଜର ନୃତ୍ୟ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଭାଇରାଲ ହୋଇଥାଏ। ନିକଟରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି। ଏବେ ଭାଇରାଲ ହୋଇଥିବା ଭିଡିଓରେ ଧନଶ୍ରୀ କ୍ରିକେଟର ଶିଖର ଧାଓ୍ବନଙ୍କ ସହ ଭାଙ୍ଗ୍‌ଡା ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଧନଶ୍ରୀ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି,ଗବ୍ବର ଷ୍ଟାଇଲରେ ଭାଙ୍ଗଡ଼ା…।
ଏହାକୁ ପ୍ରଶଂସକମାନେ ଲାଇକ୍‌ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଡାଲଙ୍କ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୯।୯(ଏପି): ସ୍ପାନିଶ ଟେନିସ କିମ୍ବଦନ୍ତୀ ରାଫାଲ ନାଡାଲ ରବିବାର କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ ଫାଇନାଲରେ ଡାନିଏଲ...

ବାତିଲ ହେବ ନାହିଁ ସୁଶିଲଙ୍କ ବର୍ଗର ଟ୍ରାଏଲ

ନୂଆଦିଲ୍ଲୀ,୨।୧(ପି.ଟି.)- ପୁରୁଷ ଫ୍ରିଷ୍ଟାଇଲ ୭୪ କେଜି ବର୍ଗର ଟ୍ରାଏଲ ଅନୁଷ୍ଠିତ ହେବ। ଏହାକୁ ବାତିଲ କରିବା ପାଇଁ ଆହତପ୍ରାପ୍ତ ସୁଶିଲ କୁମାର ଅନୁରୋଧ କରିଥିଲେ। କିନ୍ତୁ...

ବେୟର୍ନ ମ୍ୟୁନିକ୍‌ର ଟ୍ରେନିଂ ଆରମ୍ଭ

ବର୍ଲିନ, ୭ା୪ (ଏଏଫ୍‌ପି)- ବୁଣ୍ଡେସ୍‌ଲିଗାର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ ଟିମ୍‌ ବେୟର୍ନ ମ୍ୟୁନିକ୍‌ ସୋମବାରଠାରୁ ଏହାର ଟ୍ରେନିଂ କାର୍ଯ୍ୟ ଆରମ୍ଭ କରିଛି। କରୋନା ଭାଇରସ୍‌ ପାଇଁ...

ଭାରତୀୟ ମହିଳା ଫୁଟ୍‌ବଲ କୋଚ୍‌ ପଦ ଛାଡ଼ିଲେ ମେମୋଲ

ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା...

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୧।୪ (ପି.ଟି.): କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଏବେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ବୁଧବାର ଖେଳାଯିବାକୁ ଥିବା...

ନିର୍ବାଚନ ଅଧିକାରୀ ନିଯୁକ୍ତି ନେଇ ସିଓଏର ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ,୨୬ା୭(ପି.ଟି.)-ବିସିସିଆଇ ସହ ଅନୁବନ୍ଧିତ ରାଜ୍ୟ ସଂଘଗୁଡ଼ିକର ଆଗାମୀ ନିର୍ବାଚନରେ ନିଯୁକ୍ତ ହେବାକୁ ଥିବା ନିର୍ବାଚନ ଅଧିକାରୀଙ୍କୁ ନେଇ ପ୍ରଶାସକ କମିଟି(ସିଓଏ) ପକ୍ଷରୁ ଗୁରୁବାର ନୂତନ ନିର୍ଦ୍ଦେଶନାମା...

ଜିତିବାକୁ ଥିଲା ମାତ୍ର ୩୪ ରନ୍‌, ହାତରେ ୭ ଉଇକେଟ; ତଥାପି ହାରିଥିଲା ଦଳ

ଟେଷ୍ଟ କ୍ରିକେଟ ଖେଳାଳିଙ୍କ ପାଇଁ ପ୍ରକୃତ ପରୀକ୍ଷା ବୋଲି କୁହାଯାଏ। ଗୋଟିଏ ଅଧିବେଶନରେ ମ୍ୟାଚ୍‌ରେ ସ୍ଥିତି ବଦଳିଯାଏ। ଏହିପରି ଗୋଟିଏ ମ୍ୟାଚ ୧୮୮୨ମସିହାରେ ଅଷ୍ଟ୍ରେଲିଆ ଏବଂ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ...

Advertisement
Archives

Model This Week