Posted inଖେଳ

ଆଇପିଏଲ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଦଳଗୁଡିକର ବଢିଲା ଚିନ୍ତା

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ଏପ୍ରିଲ ୯ରୁ ଆରମ୍ଭ ହେଉଛି। ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଜିତିବା ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନା କାରଣରୁ ଗତ ବର୍ଷ ୟୁଏଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା, ଏଥର ଏହା ଭାରତରେ ଅନୁଷ୍ଠିତ ହେଉଛି। ପ୍ରଥମ ମ୍ୟାଚ ଚେନ୍ନାଇର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ୧୪ତମ ସିଜିନ ଆରମ୍ଭ ପୂର୍ବରୁ ବିସିସିଆଇ ଟୁର୍ନାମେଣ୍ଟର ଏକ ବଡ ନିୟମ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ହେତୁ ଦଳଗୁଡିକ ଅସୁବିଧାରେ ପଡ଼ିପାରନ୍ତି। ବିସିସିଆଇ ଏକ ନିୟମ କରିଛି ଯେ ଏବେ ପ୍ରତ୍ୟେକ ଦଳକୁ ୯୦ ମିନିଟରେ ନିଜର ୨୦ ଓଭର ପୂରଣ କରିବାକୁ ପଡିବ। ପୂର୍ବରୁ ନିୟମ ଥିଲା ଯେ ୨୦ ଓଭର ୯୦ ମିନିଟରେ ଆରମ୍ଭ ହେଊଥିଲା, କିନ୍ତୁ ଏବେ ଦେଢ ଼ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ୨୦ ଓଭର ଶେଷ କରିବାକୁ ପଡିବ। ୯୦ ମିନିଟରେ, ଦଳଗୁଡିକ ଅଢେେଇ ମିନିଟରୁ ଦୁଇଥର ଟାଇମ ଆଉଟ ପାଇବେ। ଅର୍ଥ ଦଳଗୁଡିକ ୮୫ ମିନିଟରେ ମୋଟ ୨୦ ଓଭର ପକାଇବାକୁ ପଡିବ। ଏହି ଅନୁଯାୟୀ, ପ୍ରତ୍ୟେକ ଦଳକୁ ଏକ ଘଣ୍ଟାରେ ୧୪.୧୧ ଓଭର ପକାଇବାକୁ ପଡିବ। ବିସିସିଆଇ ଦ୍ୱାରା ୨୦ ଓଭର ଫିଙ୍ଗିବାର ନୂଆ ନିୟମ ପ୍ରତ୍ୟେକ ଦଳ ପାଇଁ ଏକ ସମସ୍ୟା ଅଟେ। ବାସ୍ତବରେ ଏକ ଘଣ୍ଟାରେ ୧୪.୧୧ ଓଭର ପକାଇବା ଏକ ଚ୍ୟାଲେଞ୍ଜ ହୋଇପାରେ। ଯଦି ଏହା ନହୁଏ, ତେବେ ଦଳର ମ୍ୟାଚ ଫି କଟାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ଦୋକାନୀଙ୍କ ପାଇଁ NPCIର ବଡ଼ ଉପହାର, UPI ଆପଣାଇଲେ ମିଳିବ ୭୫୦ ଟଙ୍କାର ଫାଇଦା! ଜାଣନ୍ତୁ ନୂଆ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଦେଶର ଛୋଟ ଦୋକାନୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ…

ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସିଡିଏମ୍ଓଙ୍କୁ ଚିଠିଲେଖିଲେ ୩ ଡାକ୍ତର

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତରମାନଙ୍କୁ ମାନସିକ ନିର୍ଯାତନା ଏବଂ ଅପମାନଜନକ ବ୍ୟବହାର କରାଯାଉଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ…

ୱାର୍ମ-ଅପ ମ୍ୟାଚରେ ନ ଖେଳିବା ସତ୍ତ୍ୱେ ପନ୍ତଙ୍କ ଉପରେ ଆସ୍ଥା ଅକ୍ଷୁର୍ଣ୍ଣ ରହିଛି; ଟେଷ୍ଟ ସିରିଜ ପୂର୍ବରୁ ଟିମ ମ୍ୟାନେଜମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧୧: ବିଶ୍ୱର ସବୁଠାରୁ ଅଧିକ ପବନ ବହୁଥିବା ସହରରେ ବଞ୍ଚିରହିବା ଏକ କଠିନ କାମ ଅଟେ। କେତେବେଳେ ପବନ ଏତେ ପ୍ରବଳ ହୋଇଯାଏ ଯେ ଲୋକମାନେ ମଧ୍ୟ…

ବିଳମ୍ବିତ ରାତିରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ହଠାତ୍‌ ବଢିଲା….

ନୂଆଦିଲ୍ଲୀ,୧୭।୧୧: ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି…

ଏକାସାଙ୍ଗେ ଶନି, ରାହୁ-କେତୁଙ୍କ ବକ୍ରୀ ଚଳନ: ଏହି ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଥିବା ବେଳେ ଆସନ୍ତା ଡିସେମ୍ବର ୧୧ ତାରିଖରେ…

ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଲେ ରିଙ୍କୁ ସିଂହ; ଏହି ସାଂସଦଙ୍କ ହାତ ଧରିବେ କ୍ରିକେଟର

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ବ୍ୟାଟର ରିଙ୍କୁ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ, ରିଙ୍କୁ ଉତ୍ତର ପ୍ରଦେଶର…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଭୟଭୀତ ହୋଇଗଲେ ରବୀନ୍ଦ୍ର ଜାଡେଜା: କହିଲେ, ମୋ ଘୋଡ଼ା ବି…

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ନେଟ୍ସରେ ଘଣ୍ଟା ଘଣ୍ଟା ଧରି…

ଗିଲ୍‌ କଲେ ବଡ଼ ଘୋଷଣା, ୪ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯିବ। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ନଭେମ୍ବର ୧୯ ତାରିଖରୁ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?