ଖେଳ

ଟୋକିଓ ଅଲିମ୍ପିକ୍ସ: ଆୟୋଜକ କମିଟି ସଭାପତି ମୋରିିଙ୍କ ଇସ୍ତଫା

ଟୋକିଓ,୧୩ା୨(ଏପି)-ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ଲିଙ୍ଗବାଦୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର ଆୟୋଜକ କମିଟିର କାର୍ଯ୍ୟନିର୍ବାହୀ…

ଆଇଏସ୍‌ଏଲ୍‌: ଇଷ୍ଟବେଙ୍ଗଲ- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ଭାସ୍କୋ,୧୩।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଏସ୍‌ସି ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ୫୯ତମ ମିନିଟରେ ବ୍ରାଇଟ୍‌ ଏନୋବାଖ୍‌ରେ ଗୋଲ…

ଅଷ୍ଟ୍ରେଲିଆନ ଓପନ୍‌ : ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ଜେଭେରେଭ, ଥିମ୍‌

ମେଲବୋର୍ନ,୧୩।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଶୁକ୍ରବାର ପଞ୍ଚମ ଦିବସରେ ପ୍ରବେଶ କରିଛି। ଉଭୟ ପୁରୁଷ ଓ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌, ୧୪ତମ ସିଡ୍‌…

ଚେନ୍ନାଇ ପିଚ୍‌ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ

ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଚେପକ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ…

ଆଇପିଏଲ୍‌ ଖେଳିବା ଆଶା ମଉଳିଲା: ପ୍ରତିକ୍ରିୟାରେ ଏଭଳି କହିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ଖୁବ୍‌ଶୀଘ୍ର ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ଜଣ ଖେଳାଳି ନାମାଙ୍କନ କରିଥିଲେ। ଏବେ ବିସିସିଆଇ ପକ୍ଷରୁ ନିର୍ଣ୍ଣାୟକ ଖେଳାଳି ତାଲିକା ଜାରି କରାଯାଇଛି। ସେଥିରୁ ଏସ୍‌. ଶ୍ରସନ୍ଥଙ୍କୁ ବାଦ୍‌ ଦିଆଯାଇଥିବା ଦେଖିବାକୁ…

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ-ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଶନିବାର ଖେଳାଯିବ। ଏହା ପୂର୍ବରୁ ଶୁକ୍ରବାର ଇଂଲଣ୍ଡ ଟିମ୍‌ ପକ୍ଷରୁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଟେଷ୍ଟରେ ଖେଳିଥିବା ୪ ଖେଳାଳିଙ୍କୁ ବାହାର…

ଲଗାତାର ୪ ମ୍ୟାଚ୍‌ରେ ହାରିବା ପରେ ବିରାଟଙ୍କୁ କରାଯାଉଛି କଟାକ୍ଷ, ସମର୍ଥନରେ ବାହାରିଲେ ରୁଟ୍‌

ଚେନ୍ନାଇ,୧୨।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ପରେ କୋହଲି ଛୁଟିରେ ରହିଥିଲେ। ଏବେ ପୁଣି ଥରେ ସେ ଦଳରେ ଯୋଗ ଦେଇଥିବା ବେଳେ…

ଏହି ଖେଳାଳିଙ୍କ ଆଇପିଏଲ୍‌ ଖେଳିବା ସ୍ବପ୍ନ ଚୁର୍‌ମାର୍‌

ନୂଆଦିଲ୍ଲୀ,୧୨।୨: ସ୍ପଟ ଫିକ୍ସିଂ ଅଭିଯୋଗରୁ ମୁକ୍ତ ହେବା ପରେ କ୍ରିକେଟକୁ ଫେରିଥିବା ଏସ୍‌.ଶ୍ରୀସନ୍ତଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲର ୧୪ତମ ସିଜନ ପାଇଁ କୌଣସି ଫ୍ରାଞ୍ଚଇଜ ତାଙ୍କୁ ନିଲାମରେ ତାଲିକାଭୁକ୍ତ କରିନାହାଁନ୍ତି। ଫେବୃଆରୀ ୧୮ରେ ଚେନ୍ନାଇରେ ଖେଳାଳି ନିଲାମ ହେବାକୁ…

ଇଂଲଣ୍ଡକୁ ବଡ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଚେନ୍ନାଇ,୧୨।୨: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳି ପାରିବେ ନାହିଁ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏକ ବିବୃତ୍ତିରେ କହିଛି ଯେ ଶନିବାରଠାରୁ ଚେନ୍ନାଇରେ ଡାହାଣ କହୁଣୀ ଯନ୍ତ୍ରଣା…

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେଲେ ୬ ଭାରତୀୟ ଖେଳାଳି, ବଢିଲା ଚିନ୍ତା

ବେଙ୍ଗାଲୁରୁ,୧୨।୨: ଭାରତୀୟ କ୍ରିକେଟରଙ୍କ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ ହୋଇଛନ୍ତି। ଚଳିତ ସପ୍ତାହରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ୬ ଜଣ ଭାରତୀୟ କ୍ରିକେଟର ଚାଲୁଥିବା ଦୁଇ କିଲୋମିଟର ଫିଟନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିରେ ଉଇକେଟ କିପର ବ୍ୟାଟ୍ସମ୍ୟାନ…

ସିନିୟର ମହିଳା ଫୁଟ୍‌ବଲ: ଭାରତୀୟ ଦଳରେ ପ୍ୟାରୀ

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ମାସ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ପାଇଁ ଏହା ପ୍ରସ୍ତୁତି ସଦୃଶ ହେବ। ଏଥିପାଇଁ ଭାରତୀୟ ଦଳରେ ଓଡ଼ିଶାର…

ଦୀପକ ବେହେରାଙ୍କ ଅବସର

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଅଲରାଉଣ୍ଡର ଦୀପକ ରଞ୍ଜନ ବେହେରା ପ୍ରଥମ ଶ୍ରେଣୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଗତ ୧୩ ବର୍ଷ ଧରି ସେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ଆସିଥିଲେ। ୨୦୧୧ ନଭେମ୍ବର ୩ରୁ ୬ ପର୍ଯ୍ୟନ୍ତ କଟକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?