ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଦିଲ୍ଲୀକୁ ହରାଇ କ୍ୱାର୍ଟରରେ ଓଡ଼ିଶା
ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀକୁ ୧୦ ଉଇକେଟରେ ହରାଇ ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି…
ଆଇପିଏଲ୍ ଅକ୍ଶନର ସମ୍ମୁଖୀନ ହେବେ ୨୯୨ ଖେଳାଳି
ଚେନ୍ନାଇ, ୧୧।୨: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଆଇପିଏଲ୍ ଅକ୍ଶନ(ନିଲାମ ପ୍ରକ୍ରିୟା) ଲାଗି ମୋଟ ୨୯୨ ଖେଳାଳିଙ୍କ ନାମ ବଛାଯାଇଛି। ଏ ନେଇ ଗୁରୁବାର ସୂଚନା ଦେଇଛି ବିସିସିଆଇ। ଚଳିତ ଥର ଅକ୍ଶନ ଲାଗି ୧୧୧୪ ଖେଳାଳି ନାମ ପଞ୍ଜିକୃତ…
କେରଳ ବ୍ଲାଷ୍ଟର୍ସ ସହ ଡ୍ର ରଖିଲା ଓଡ଼ିଶା ଏଫ୍ସି
ମାର୍ଗାଓ, ୧୨। ୨ : ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ଗୁରୁବାର ଓଡ଼ିଶା ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ଏଫ୍ସି ତରଫରୁ ଡିଏଗୋ ମୌରିସିଓ (୪୫ତମ…
ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଇଂଲଣ୍ଡ ଦଳ
ଲଣ୍ଡନ, ୧୨ା୨ (ପି.ଟି.)-ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ସିନିୟର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍ ବଟଲର ଓ ଜନିି ବେୟାରଷ୍ଟୋ ସ୍ଥାନ ପାଇଛନ୍ତି।…
ଇଂଲଣ୍ଡ ଦଳକୁ ଶକ୍ତ ଝଟ୍କା
ଚେନ୍ନାଇ, ୧୧।୨- ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦ୍ୱିତୀୟ ଟେଷ୍ଟରୁ ଭ୍ରମଣକାରୀ ଦଳର ଅନ୍ୟତମ ପେସର ଜୋଫ୍ରା ଆର୍ଚ୍ଚର ବାଦ୍ ପଡ଼ିଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ପକ୍ଷରୁ…
ଚହଲଙ୍କ ସ୍ତ୍ରୀ ସହ ଶ୍ରେୟାସଙ୍କ ଭିଡିଓ ଭାଇରାଲ
ମୁମ୍ବାଇ, ୧୧।୨- ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ଶ୍ରେୟାସ ଆୟାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭାଇରାଲ ହେଉଥିବା ଭିଡିଓରେ ଦୁହେଁ ନାଚୁଛନ୍ତି। ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିବା…
ଜାଫରଙ୍କ ସମର୍ଥନରେ ବାହାରିଲେ ଏହି କିମ୍ବଦନ୍ତୀ ଖେଳାଳି
ନୂଆଦିଲ୍ଲୀ, ୧୧।୨- ଉତ୍ତରାଖଣ୍ଡ ଦଳର କୋଚ୍ ତଥା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ଉପରେ ଧର୍ମକୁ ଭିତ୍ତି କରି ଖେଳାଳିଙ୍କୁ ଚୟନ କରୁଥିବା ଅଭିଯୋଗ ଆଣିଥିଲା ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏଶନ (ସିଏୟୁ)। ଏଭଳି ବିବାଦୀୟ ଅଭିଯୋଗ ପରେ କୋଚ୍ ପଦ…
ଏହି ଖେଳାଳିଙ୍କ ପାଇଁ ଅନୁରୋଧ କଲା ଟିମ୍ ଇଣ୍ଡିଆ
ଚେନ୍ନାଇ, ୧୧ା୨- ଦେଶର ନୂଆ ପେସ ସେନସେଶନ ଟି. ନଟରାଜନଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ତାମିଲନାଡୁ ଦଳରୁ ରିଲିଜ କରିଦିଆଯାଇଛି। ଏହି ବାମ ହାତୀ ପେସରଙ୍କୁ ବିଶ୍ରାମ ଦେବାକୁ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍ସିଏ) ନିକଟରେ ଅନୁରୋଧ କରିଥିଲେ…
ଇଂଲଣ୍ଡଙ୍କୁ ଚେତାଇଲେ ନାସିର ହୁସେନ: କହିଲେ ଭାରତ…
ଚେନ୍ନାଇ,୧୧।୨: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୨୭ରନ୍ରେ ବିଜୟ ଲାଭ କରିଥିଲା ଇଂଲଣ୍ଡ ଦଳ। ବୋଲିଂ, ଫିଲ୍ଡିଂ ଏବଂ ବ୍ୟାଟିଂକୁ ନେଇ ଖେଳାଳିମାନଙ୍କ ପ୍ରଶଂସା କରାଯାଉଛି। ଘରୋଇ ମଇଦାନରେ ଭାରତକୁ ପରାସ୍ତ କରିବା ପ୍ରଶଂସାର କଥା ବୋଲି କୁହାଯାଉଛି। ଏଭଳି ସ୍ଥିତିରେ…
ଏହି ଅଭିଜ୍ଞ ଖେଳାଳିଙ୍କୁ କିଣିପାରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀଙ୍କୁ ମିଳିବ…
ନୂଆଦିଲ୍ଲୀ,୧୧।୨: କିଛିଦିନରେ ଆରମ୍ଭ ହେବ ଆଇପିଏଲ୍୨୦୨୧ ପାଇଁ ନିଲାମୀ ପ୍ରକ୍ରିୟା। ଫେବୃୟାରୀ ୧୮ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୪ତମ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜନ କରାଯିବ। ଟିମ୍ରୁ ବାହାର ହୋଇଥିବା ଖେଳାଳିମାନେ ଏଥିରେ ଉପଲବ୍ସ ରହିବେ। ସେମାନଙ୍କ ମଧ୍ୟରୁ…
୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ
ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆରେ ସିରିଜ୍ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍ଏସ୍ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ ଆରମ୍ଭ କରି ଉଇକେଟ ପଛରେ ଭୂମିକାକୁ ସେ ବେଶ ଭଲ ଭାବେ ତୁଲାଉଛନ୍ତି। ଖୁବ୍…
ଭାରତକୁ ବଡ ଝଟ୍କା, ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ବାଦ୍ ପଡିଲେ ଏହି କ୍ରିକେଟର୍
ମୁମ୍ବାଇ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ବଡ ଝଟ୍କା ଲାଗିଛି। ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବାକି ତିନିଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିବା ଜଣାପଡିଛି। ଅଷ୍ଟ୍ରେଲିଆ ବିପକ୍ଷ…

