ଖେଳ

ଚେନ୍ନାଇରେ ଧୋନୀ; ଆରମ୍ଭ ହେବ ସିଏସ୍‌କେର ଟ୍ରେନିଂ କ୍ୟାମ୍ପ

ଚେନ୍ନାଇ,୪।୩ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ରାତିରେ ତାମିଲନାଡୁର ରାଜଧାନୀରେ ପହଞ୍ଚିଛନ୍ତି। ଆଗାମୀ ଆଇପିଏଲ ଲାଗି ଧୋନୀଙ୍କ ଦଳ ଆସନ୍ତା ୯ ତାରିଖରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିପାରେ। ସେ ଏଠାରେ ୫…

ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍‌ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…

ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍‌ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍‌ଙ୍କୁ ଆଉଟ୍‌ କରିବା ପରେ ସିରାଜ୍‌ ଜୋ ରୁଟ୍‌ଙ୍କ ଉଇକେଟ ନେଇଥିଲେ। ଏସବୁ ଭିତରେ ଖେଳାଳିଙ୍କ ମଧ୍ୟରେ କଥା କଟାକଟି…

ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍‌: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍‌ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ୍‌ର ମୁକାବିଲା। ସିଡନୀ ମଇଦାନରେ ଖେଳାଯାଇଥିଲା ଏହି ମ୍ୟାଚ୍‌। ଏକ ସମୟରେ…

ଭାରତୀୟ ବଂଶୋଦ୍ଭବ ଭାବିସ୍ତ୍ରୀଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ମାକ୍ସଓ୍ବେଲ୍‌, ଭାଇରାଲ ହେଉଛି…

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର ଅଭିଜ୍ଞ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ନିଜ ଭାବିସ୍ତ୍ରୀଙ୍କ ସହ ଫଟୋ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ପଡ଼ିଆ ବାହାରେ ମାକ୍ସଓ୍ବେଲ…

ଏହି ଉପଲବ୍ଧି ହାସଲ କରିବାରେ ଧୋନୀଙ୍କ ସମକକ୍ଷ ହେଲେ କୋହଲି, ପ୍ରତିକ୍ରିୟାରେ କହିଲେ…

ଅହମ୍ମଦାବାଦ,୪।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସବୁଠାରୁ ଅଧିକ ଥର ଟେଷ୍ଟ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେବା ମାମଲାରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମକକ୍ଷ…

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ପରେ ଉପଲବ୍ଧି ହାସଲ କଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୪।୩: ନୂଆ ରେକର୍ଡ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ କିରୋନ ପୋଲାର୍ଡ। ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଲଗାତାର ୬ ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ନାମରେ ଏହି ରେକର୍ଡ ଥିଲା। ୨୦୦୭ ବିଶ୍ୱ…

ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଯଶୋଦାଙ୍କ ଡବଲ୍‌ ଗୋଲ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୩-୨ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ପରାସ୍ତ କରିଛି।…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍:‌ ଦ୍ୱିତୀୟ ସ୍ଥାନରେ ରାହୁଲ ସ୍ଥିର, କୋହଲିଙ୍କ ଉନ୍ନତି

ଦୁବାଇ,୪।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ…

ଏଆଇବିଏ ଚାମ୍ପିୟନ୍ସ ଆଣ୍ଡ ଭେଟେରାନ୍ସ କମିଟି: ମେରିକମ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୪।୩(ପି.ଟି.): ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ଭାରତୀୟ ବକ୍ସର ଏମ୍‌ସି ମେରିକମ୍‌ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଚାମ୍ପିୟନ୍ସ ଓ ଭେଟେରାନ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ବକ୍ସିଂରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଗତବର୍ଷ ଡିସେମ୍ବରରେ ଏଆଇବିଏ…

ପେଲେ, କପିଳଦେବ ନେଲେ କରୋନା ଟିକା

ନୂଆଦିଲ୍ଲୀ,୪।୩(ପି.ଟି.): ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ପେଲେ ଓ ଭାରତୀୟ କ୍ରିକେଟ ଲିଜେଣ୍ଡ କପିଳଦେବ କୋଭିଡ୍‌-୧୯ ଟିକା ନେଇଛନ୍ତି। ଭାରତର ପ୍ରଥମ ବିଶ୍ୱକପ୍‌ ବିଜେତା ଅଧିନାୟକ ୬୨ ବର୍ଷୀୟ କପିଳଦେବ ବୁଧବାର ସ୍ଥାନୀୟ ଫର୍ଟିଜ ହସ୍ପିଟାଲରେ ଭ୍ୟାକ୍‌ସିନ ନେଇଛନ୍ତି। ପୂର୍ବରୁ ଟିମ୍‌ ଇଣ୍ଡିଆ…

ପ୍ରଥମ ଟେଷ୍ଟ: ଦୁଇ ଦିନରେ ଜିମ୍ବାଓ୍ବେ ଜିତିଲା

ଆବୁଧାବି,୪।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ମାତ୍ର ୨ ଦିନ ମଧ୍ୟରେ ୧୦ ଉଇକେଟରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୧୦୫ ରନର ଶତକୀୟ ପାଳି ଖେଳିଥିବା ଜିମ୍ବାଓ୍ବେ ବ୍ୟାଟ୍ସମାନ ସିନ୍‌ ଓ୍ବିଲିୟମ୍ସ…

ତୃତୀୟ ଟି୨୦: ଅଗରଙ୍କୁ ୬ ଉଇକେଟ, ଅଷ୍ଟ୍ରେଲିଆ ବିଜୟୀ

ଓ୍ବେଲିଂଟନ,୪।୩(ଏପି): ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଦମ୍‌ଦାର ବ୍ୟାଟିଂ ଓ ପରେ ଆଷ୍ଟନ ଅଗରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ବୃହତ୍‌ ୬୪ ରନରେ ପରାସ୍ତ କରିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ ଷ୍ଟାଡିୟମରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?