ଖେଳ

ରାଜେଶ ସିଏସ୍‌କେର ନେଟ୍‌ ବୋଲର

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଓଡ଼ିଶା ଖେଳାଳିମାନେ ନିକଟ ଅତୀତରେ ଖେଳିବାରେ ସକ୍ଷମ ହୋଇନାହାନ୍ତି। ନିଲାମ ପ୍ରକ୍ରିୟାରେ ମଧ୍ୟ ସେମାନେ ସାମିଲ ହୋଇପାରି ନାହାନ୍ତି। ମାତ୍ର ଆଗାମୀ ସଂସ୍କରଣ ପାଇଁ ଦ୍ରୁତ ବୋଲର ରାଜେଶ ମହାନ୍ତି ଚେନ୍ନାଇ…

ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ

ପଟିଆଲା, ୬ା୩ (ପି.ଟି.)- ତୃତୀୟ ଇଣ୍ଡିଆନ ଗ୍ରାଁ ପ୍ରିରେ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। କୋଭିଡ୍‌ ପାଇଁ ଏକ ବର୍ଷ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ ସେ ଚମତ୍କାର…

ମେରୀକମ୍‌ଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ, ୬ା୩ (ପି.ଟି.)-ସ୍ପେନ୍‌ର କାଷ୍ଟଲନଠାରେ ଚାଲିଥିବା ୩୫ତମ ବକ୍ସାମ ଇଣ୍ଟରନ୍ୟାଶନାଲ ବକ୍ସିଂ ପ୍ରତିଯୋଗିତାରେ ୬ଥର ବିଶ୍ୱ ଚାମ୍ପିୟନ ଭାରତର ଏମ୍‌.ସି. ମେରୀକମ୍‌ (୫୧କେଜି) ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ଆମେରିକାର ଭର୍ଜିନିଆ ଫଚସଙ୍କଠାରୁ…

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ: ପୁରୁଷ ବର୍ଗରେ ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଭଲିବଲ୍‌ ଫେଡେରେଶନ…

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ ସ୍ପୋଟର୍‌ସ ଇଣ୍ଡଷ୍ଟ୍ରି ମ୍ୟାନେଜମେଣ୍ଟ ଅଫ୍‌ ଜାଭିୟର ଏମିଲନ ବିଜ୍‌ନେସ ସ୍କୁଲ (ଏକ୍ସଇବିଏସ୍‌)ରେ ଦେଶର ପ୍ରଥମ…

କଳିଙ୍ଗରେ ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ: ଅଂଶଗ୍ରହଣ କଲେ କ୍ରୀଡ଼ାବିତ୍‌, କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ବିଜୁ ପଟ୍ଟନାୟକ ମିନି…

ଚତୁର୍ଥ ଟି୨୦: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଓ୍ବେଲିଂଟନ,୬।୩(ଏପି): ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୫୦ ରନରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୨-୨ ସମାନ ସ୍ତରରେ ପହଞ୍ଚିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌…

ଆଇଏସ୍‌ଏଲ୍‌: ଗୋଆ- ମୁମ୍ବାଇ ସେମି ଫାଷ୍ଟ ଲେଗ୍‌ ଡ୍ର

ମାର୍ଗାଓ,୬।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯାଇଥିବ ସେମିଫାଇନାଲ ଫାଷ୍ଟ ଲେଗ୍‌ ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ…

ବୁଢ଼ା ହୋଇଗଲେ ବି ସିଂହ

ରାୟପୁର,୫।୩ : ବୁଢ଼ା ହୋଇଗଲେ ବି ସିଂହ। ଏଠାରେ ଆମେ ଜଙ୍ଗଲର ରାଜା ସିଂହ ସମ୍ପର୍କରେ ନୁହେଁ କ୍ରିକେଟର ସିଂହ କଥା କହୁଛୁ ଅର୍ଥାତ ବୀରେନ୍ଦ୍ର ସେହ୍ବାଗ। ୮ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ି ସାରିଥିବା ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ…

ଏହି ଭାରତୀୟ ଖେଳାଳି ଭବିଷ୍ୟତରେ କିମ୍ବଦନ୍ତୀ ଭାବେ ପରିଗଣିତ ହେବେ କହିଲେ ଦାଦା

ଅହମ୍ମଦାବାଦ,୫।୩ : ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭବିଷ୍ୟତରେ ସମସ୍ତ ଫର୍ମାଟରେ ସର୍ବକାଳୀନ କିମ୍ବଦନ୍ତୀ ଆଖ୍ୟା ପାଇବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ…

ଗୁପଟିଲ, ରୋହିତଙ୍କ କ୍ଲବରେ ଅଷ୍ଟ୍ରେଲିଆର ଅଧିନାୟକ

ଓ୍ବେଲିଂଟନ,୫।୩ : ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଛକା ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି ଫିଞ୍ଚ। ଅଷ୍ଟ୍ରେଲିଆ ସୀମିତ ଓଭର ଦଳର…

ଚତୁର୍ଥ ଟେଷ୍ଟରେ ଭାରତକୁ ନିୟନ୍ତ୍ରଣ ଆଣି ଦେଲା ପନ୍ତ-ସୁନ୍ଦରଙ୍କ ଭାଗୀଦାରିତା

ଅହମ୍ମଦାବାଦ,୫।୩ : ରିଷଭ ପନ୍ତ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଭାଗୀଦାରିତା ଭାରତ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ଟିମ୍‌ ଇଣ୍ଡିଆର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?