Posted inଖେଳ

ସନ୍‌ରାଇଜର୍ସ ଆଗରେ ୧୫୧ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୭ା୪: ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ନବମ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ ନିଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୫୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଟସ୍‌ ନିଷ୍ପତ୍ତିକୁ ସିଠିକ୍‌ ପ୍ରମାଣ କରିଥିଲେ ଅଧିନାୟକ ରୋହିତ। ଅଧିନାୟକ ରୋହିତ ଏବଂ ଡି. କକ୍‌ ଓପନିଂ କରି ୬ ଓଭର ୩ବଲରେ ୫୫ ରନ୍‌ କରିଥିଲେ। ହେଲେ ଅଧିନାୟକ ରୋହିତ ୩୨ ରନ୍‌ କରି ଆଉଟ ହୋଇଯାଇଥିଲେ। ଅଧିନାୟକ ରୋହିତଙ୍କ ଆଉଟ ପରେ କୌଣସି ଖେଳାଳି ସ୍ଥିତି ସମ୍ଭାଲି ପାରି ନ ଥିଲେ। ଡି. କକ୍‌ ୪୦, ସୂର୍ଯ୍ୟକୁମାର ଯାଦବ ୧୦, ଇଶାନ କିଷନ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୭, କିରନ ପୋଲାଡ ୩୫ ରନ୍‌ କରିଥିଲେ। ସନ୍‌ରାଇଜର୍ସ ଆଗରେ ଛିଡ଼ା ହୋଇଛି ୧୫୧ ରନ୍‌ର ବିଜୟ ଲକ୍ଷ୍ୟ। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ତରଫରୁ ମୁଜେବେ ୟୁଆର୍‌ ରେହମାନ୍‌ ୨ଟି ଏବଂ ବିଜୟ ଶଙ୍କର ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ମ୍ୟାକ୍‌ଏନ୍‌ରୋ କରୋନା ପଜିଟିଭ୍‌

ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍‌ ଅଧିନାୟକ ପାଟ୍ରିକ୍‌ ମେକ୍‌ଏନ୍‌ରୋ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି...

ଭାରତୀୟ ପ୍ରଶଂସକଙ୍କ ମଜା ଉଡାଇଲା କ୍ରିକେଟ ପାକିସ୍ତାନ, ଟୁଇଟ୍‌ କରି ପଚାରିଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୮।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିବା ମାତ୍ରେ ଭାରତ ସେମିଫାଇନାଲ ଖେଳିବା ଆଶା ଭାଙ୍ଗିଯାଇଛି।...

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା...

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ...

୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ନବି ମୁମ୍ବାଇରେ ହେବ ଫାଇନାଲ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)- ନଭେମ୍ବର ୨୧ରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ୱ କପ୍‌ର ଫାଇନାଲ ନବି ମୁମ୍ବାଇରେ ଖେଳାଯିବ। ଟୁର୍ନାମେଣ୍ଟର ଆୟୋଜକ...

ବିବାହ ପରେ ଖେଳ ଶେଷ ବୋଲି କହୁଥିଲେ ଲୋକେ, ଟେଣ୍ଟ ବ୍ରିଜ୍‌ରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କ୍ରିକେଟର

ନଟିଂହାମ,୮।୮: ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିଥିଲେ। ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ସେ ଜୀବନସାଥୀ କରିଥିଲେ। ବିବାହ...

୩୨ ତମ ମ୍ୟାଚରେ ଆରସିବି-ଆରଆର ଲଢ଼େଇ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ(ଆରଆର)କୁ ଭେଟିବ। ରବିବାର ଅପରାହ୍ନ ସାଢ଼େ ୩ଟାରେ ବେଙ୍ଗାଲୁରୁର ଏମ...

ତ୍ରିଶତକ ହାସଲ କଲେ ଶୋଏବ ମଲିକଙ୍କ ଭଣଜା

କରାଚୀ,୨୦।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଭଣଜା ମହମ୍ମଦ ହୁରାଇରା ସୋମବାର ଇତିହାସ ରଚିଛନ୍ତି। ସେ ଦେଶର ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ କୁଏଦ-ଏର-ଆଜାମ...

Advertisement
Archives

Model This Week