ଖେଳ

ବିଶ୍ୱର ପ୍ରଥମ ଓପନର୍‌ ଭାବେ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଚତୁର୍ଥ ଟେଷ୍ଟରେ…

ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ସେ ୧୪୪ବଲ୍‌ରେ ୪୯ରନ୍‌ କରି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୧୦୦୦ ରନ୍‌ ପୂରଣ କରିଛନ୍ତି। ଏଯାବତ ମୋଟ ୫ଜଣ କ୍ରିକେଟର ଏହା କରିଥିବା…

ଆଜି ପୁଣି ପଡ଼ିଆକୁ ଓହ୍ଲାଇବେ ସଚିନ-ସେହଓ୍ବାଗ୍‌-ଯୁବରାଜ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ଏହି ବିଶ୍ୱସ୍ତରୀୟ ସିରିଜ୍‌ର ମ୍ୟାଚ୍‌

ନୂଆଦିଲ୍ଲୀ,୫।୩: ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଭାରତର ପୂର୍ବ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂହ, ଜାହିର ଖାନ୍‌ ପ୍ରମୁଖ। ରୋଡ୍‌ ସେଫ୍ଟି ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନେକ ପୂର୍ବ ଭାରତୀୟ ଖେଳାଳି…

ପୁଣି ଫେଲ୍‌ ମାରିଲେ କୋହଲି: ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ଅହମଦାବାଦ,୫।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଗତ ୧୫ ମାସ ଧରି ଗୋଟିଏ ଅନ୍ତର୍ଜାତୀୟ ଶତକ ପାଇଁ ଅପେକ୍ଷା କରିଥିବା କୋହଲି ପୁଣି ଥରେ ବିଫଳ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟର ପ୍ରଥମ…

ପିତାଙ୍କ ମୃତ୍ୟୁ ପରେ ଦାରିଦ୍ରରେ କଟିଥିଲା ଏହି ଖେଳାଳିଙ୍କ ପିଲାଦିନ: ଏବେ କୋଟିରେ ଦରମା

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ଖୁବ୍‌ଶୀଘ୍ର ବିବାହ କହିବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ପୂର୍ବରୁ ଟି-୨୦ ସିରିଜ୍‌କୁ ବିଶ୍ରାମ ଦିଆଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏକ…

୪୬୭ ଦିନ ହେବ ଏହି ରେକର୍ଡର ପିଛା କରୁଛନ୍ତି କୋହଲି, ଆଜି ବଦଳିପାରେ ଭାଗ୍ୟ

ଅହମ୍ମଦାବାଦ,୫।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଯଦି…

ସ୍ବାମୀଙ୍କ ଅପେକ୍ଷା ଏହି ଜିନିଷକୁ ବେଶି ଭଲପାଆନ୍ତି ସାକ୍ଷୀ ଧୋନୀ

ଯେବେଠାରୁ ସୋସିଆଲ ମିଡିଆର କ୍ରେଜ୍‌ ବଢ଼ିଛି ସେବେଠାରୁ ସେଲିବ୍ରିଟିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ବିଷୟରେ ଜଣାପଡ଼ିଯାଉଛି। ପୂର୍ବରୁ କେବଳ ଟିଭି, ଖବରକାଗଜ ଏବଂ ମାଗାଜିନ ମାଧ୍ୟମରେ କଳାକାରଙ୍କ ବିଷୟରେ ଅନେକ କଥା ଜଣାପଡ଼ୁଥିଲା। ମାତ୍ର ଏବେ ସୋସିଆଲ ମିଡିଆରୁ…

ଓଡ଼ିଶା ଓମେନ୍ସ ଲିଗ୍‌: ସାଇ-ଏସ୍‌ଟିସି ବିଜୟୀ

ଭୁବନେଶ୍ୱର, ୫।୩(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ସାଇ-ଏସ୍‌ଟିସି ୨-୧ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। ସ୍ଥାନୀୟ କ୍ୟାପିଟାଲ…

ଚେନ୍ନାଇରେ ଧୋନୀ: ଆଇପିଏଲ୍‌ ପାଇଁ ସିଏସ୍‌କେ ଟ୍ରେନିଂ କ୍ୟାମ୍ପ ୯ରୁ

ଚେନ୍ନାଇ, ୫ା୩ (ପି.ଟି.)-ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ ପାଇଁ ଚେନ୍ନାଇନ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂ କ୍ୟାମ୍ପ ମାର୍ଚ୍ଚ ୯ରୁ ଆରମ୍ଭ ସମ୍ଭାବନା ରହିଛି। ଏଥିରେ ଯୋଗ ଦେବାଲାଗି ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ଚେନ୍ନାଇରେ…

ନାଗାଲଙ୍କ ବଡ଼ ବିଜୟ

ବୁଏନ୍ସଏୟାର୍ସ, ୫ା୩ (ପି.ଟି.)- ଭାରତର ସୁମିତ ନାଗାଲ ତାଙ୍କ ଏଟିପି କ୍ୟାରିୟରରେ ସବୁଠାରୁ ବଡ଼ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ତଥା ଚିଲିର କ୍ରିଷ୍ଟିଆନ ଗାରିନଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ସେ ଏଠାରେ ଚାଲିଥିବା ଆର୍ଜେଣ୍ଟିନା ଓପନ୍‌…

ଆମେରିକାରେ ଟ୍ରେନିଂ ନେବେ ରାଓ୍ବତ

ନୂଆଦିଲ୍ଲୀ, ୫ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାରେ ୩ ମାସ ଟ୍ରେନିଂ ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସନ୍ତରଣକାରୀ କୁଶାଗ୍ରା ରାଓ୍ବତ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ଏହା ଅନୁମୋଦନ ଲାଭ କରିଛି। ରାଓ୍ବତ ହେଉଛନ୍ତି ଟାର୍ଗେଟ…

ପୁଣି ଥରେ ସ୍ଥଗିତ ହେଲା ପିଏସ୍‌ଏଲ

କରାଚୀ,୪।୩ : ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)କୁ ଗୁରୁବାର ବାତିଲ କରିଦିଆଯାଇଛି। ୩ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଟି୨୦ ଇଭେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ଲିଗ୍‌କୁ…

ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍‌ ହେଲା ଇଂଲଣ୍ଡ

ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟଲଙ୍କ ଯୋଡ଼ିର ଯାଦୁ ଦେଖିବାକୁ ମିଳିଛି। ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?