Posted inଖେଳ

ପୁଣି ମ୍ୟାଚ୍‌ ହାତଛଡ଼ା କଲା ହାଇଦ୍ରାବାଦ

ଚେନ୍ନାଇ,୧୭।୪: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମୁକାବିଲାରେ ହାଇଦ୍ରାବାଦ ବିଜୟ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ମିଡିଲ ଅର୍ଡର ଓ ଟେଲଏଣ୍ଡରଙ୍କ ବିଫଳତା ଯୋଗୁ ପୁଣି ଥରେ ମ୍ୟାଚ୍‌ ହାତଛଡ଼ା କରିଛି। ଏଥିସହ ହାଇଦ୍ରାବାଦ ତା’ର ପ୍ରଥମ ୩ଟି ମ୍ୟାଚ୍‌ ହାରି ହ୍ୟାଟ୍ରିକ ପରାଜୟ ବରଣ କରିଛି। ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୫୦ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ ୧୯.୪ ଓଭରରେ ୧୩୭ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେନି ଏସବୁ ଖେଳାଳି…

ନୂଆଦିଲ୍ଲୀ,୨୩।୮: ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଉଥିଲା, କିନ୍ତୁ କରୋନା ମହାମାରୀ ସଂକ୍ରମଣ...

ଆଇସିୟୁରୁ ବାହାରି ପଡିଆରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ଆବୁଧାବି,୧୨।୧୧:ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ପାକିସ୍ତାନର ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଥିଲେ। ଟୁର୍ନାମେଣ୍ଟରେ...

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ

ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା କ୍ୟୁସ୍ପୋଟର୍‌ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ...

ଗୋଟେ ଓଭରରେ ୬ ଛକା ଲଗାଇ ସଦ୍ୱନ୍ତ୍ର କ୍ଲବରେ କାର୍ଟର

ଅକ୍‌ଲାଣ୍ଡ,୫।୧- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଲିଓ କାର୍ଟର ରବିବାର ଗୋଟେ ଓଭରରେ ୬ ଛକା ମାରି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଘରୋଇ ଟି୨୦ ଟୁର୍ନାମେଣ୍ଟ...

ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କଲେ ହକି ଖେଳାଳି

ନୂଆଦିଲ୍ଲୀ,୨୩।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳର କୋର ଗ୍ରୁପ୍‌ କେତୋଟି ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କରିଛନ୍ତି। ତେବେ କେତେ ସପ୍ତାହ ପରେ ଦଳ...

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି...

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ...

ରାଇନା କହିଲେ- ଏହି ଖେଳାଳି ଭାରତୀୟ ଟିମ୍‌ର ଆଗାମୀ ଏମ୍‌ଏସ୍‌ ଧୋନୀ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଏକ ଉପଲବ୍ଧିଠାରୁ କମ୍‌ ନୁହଁନ୍ତି। ଟିମ୍‌ ପ୍ରତି ତାଙ୍କ ଯୋଗଦାନକୁ କାହା ସହ ତୁଳନା କରାଯାଇପାରିବ...

Advertisement
Archives

Model This Week