Posted inଖେଳ

ମହିଳାଙ୍କୁ ହାତଯୋଡିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୪: ସାରା ବିଶ୍ୱ ଏବେ କରୋନା ସହ ଲଢେଇ କରୁଛି। ଦୀର୍ଘ ଦେଢ ବର୍ଷ ହେବ ଏହି ଭାଇରସ୍‌ ସାଧାରଣ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଏବେ କରୋନା ଦ୍ୱିତୀୟ ଲହର ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଫଳରେ ଦେଶର ଅନେକ ସ୍ଥାନରେ ଏବେ କଡା କଟକଣା ଲଗାଯାଇଛି। ଡାକ୍ତରମାନେ ମଧ୍ୟ ଯୋଦ୍ଧା ଭାବରେ ରୋଗୀଙ୍କ ଚିକିତ୍ସା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଜଣେ ୭ ମାସର ଗର୍ଭବତୀ ମହିଳା ଡାକ୍ତରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ସେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କ ଫଟୋ ଶେୟାର କରି କହିଛନ୍ତି, ମହିଳାଙ୍କ ଡାକ୍ତରଙ୍କ ନିଃସ୍ବାର୍ଥ ସେବା ବିଷୟରେ କହିବାକୁ ଶବ୍ଦ ନାହିଁି। ସେ ମହିଳାଙ୍କୁ ହାତ ଯୋଡିବା ସହ ସମସ୍ତଙ୍କ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକପ୍ରଦ ବିଜୟ ହାସଲ କଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ୨ ଉଇକେଟରେ ଜିତିଥିଲା। ଏହି ବିଜୟ ସହିତ...

ଭିଡ ଭିତରେ ଫସିଗଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଅଛନ୍ତି। ମଝିରେ ମଝିରେ ତାଙ୍କ ଅବସରକୁ...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ ତ୍ରୁଟି

ଲଣ୍ଡନ/ମେଲବୋର୍ନ, ୧୬ା୭ (ପି.ଟି.)-ରବିବାର ଲଡର୍‌ସଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂରେ ଏକ ତ୍ରୁଟି ରହିଥିବା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ସିମନ ଟଫେଲ ଏବଂ କେ....

ନେତୃତ୍ୱ ଛାଡିବା ପଛର କାରଣ କହିଲେ

ଦୁବାଇ, ୯।୧୧: ଚଳିତ ଟି୨୦ କ୍ରିକେଟ ବିଶ୍ୱକପରେ ନାମ୍ବିଆ ବିପକ୍ଷରେ ବିଜୟ ସହ ଭାରତର ଅଭିଯାନ ଶେଷ ହୋଇଛି। ଏଥିସହ ଅଧିନାୟକ ଭାବେ ବିରାଟ କୋହଲି...

‘ବ୍ଲାକମେଲ କରିବା ସହ ହାତରେ ଟଙ୍କା ଦେଇଥିଲେ, କିନ୍ତୁ ମୁଁ ସ୍ପଟ୍‌ ଫିକ୍ସିଂ କରି ନାହିଁ’

ହରାରେ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସ୍ପଟ୍‌ ଫିକ୍ସିଂ କରିବା ପାଇଁ ଜଣେ ଭାରତୀୟ ବ୍ୟବସାୟୀ ୧୫ ହଜାର ଡଲାର (୧୧ ଲକ୍ଷରୁ ଊର୍ଦ୍ଧ୍ୱ) ଦେଇଥିଲେ। କିନ୍ତୁ ଏ...

ମର୍ସିଡିଜ୍‌ରେ ରହିଲେ ବୋଟାସ

ସିଲଭରଷ୍ଟାନ୍‌, ୭ା୮ (ଏପି)- ଭାଲଟେରୀ ବୋଟାସ ଆସନ୍ତା ସିଜନ ପାଇଁ ମର୍ସିଡିଜ୍‌ ଫର୍ମୁଲା ଓ୍ବାନ୍‌ ଟିମ୍‌ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଆସନ୍ତା ରବିବାର ସିଲଭରଷ୍ଟାନ୍‌ଠାରେ...

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର...

କ୍ଲାର୍କଙ୍କ ବିବାହ ବିଚ୍ଛେଦ

ମେଲବୋର୍ନ, ୧୩।୨ (ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୭...

Advertisement
Archives

Model This Week