Posted inଖେଳ

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ କମାଲ: କେକେଆର ଆଗରେ ଛିଡ଼ା କଲେ ୨୦୫ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୮।୪: ଚେନ୍ନାଇ ପିଚ୍‌ରେ ଅନ୍ୟ ଦଳଗୁଡ଼ିକୁ ୧୫୦ ରନ୍‌ କରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ସମାନ ପିଚ୍‌ରେ ଆରସିବି ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଆଗରେ ଛିଡ଼ା କରିଛି ୨୦୫ ରନ୍‌ର ବିଶାଳ ଟାର୍ଗେଟ୍‌।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପୂରା ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ୍‌ କରିଛି। ଗ୍ଲେନ ମ୍ୟାକ୍ସଓ୍ବେଲ (୭୮) ଓ ଏବି ଡି’ ଭିଲର୍ସ (୭୬)ଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ଦୁହିଁଙ୍କ ଇନିଂସରେ ସାମିଲ ଥିଲା ୯ ଲେଖାଏ ଚୌକା ଓ ୩ଟି ଲେଖାଏ ଛକା। ଦୁହେଁ କେକେଆର ବୋଲରଙ୍କୁ ଗ୍ରାଉଣ୍ଡର ଚାରି ଆଡ଼େ ଚୌକା ଓ ଛକା ଲଗାଇଥିଲେ। ଫଳରେ ପ୍ରଥମ ଦୁଇ ଓଭରରେ ଦୁଇ ଉଇକେଟ ନେଇଥିବା କେକେଆର ବୋଲରମାନେ ପରବର୍ତ୍ତୀ ସମୟରେ ମ୍ୟାଚ୍‌କୁ ଫେରି ପାରି ନ ଥିଲା। ବରୁଣ ଚକ୍ରବର୍ତ୍ତୀ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ...

୨୦୨୧ରେ ହୋଇପାରେ ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୦।୨- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୁରୁଷ ଇଭେଣ୍ଟ ବହୁ ଲୋକପ୍ରିୟତା ଓ ସଫଳତା ହାସଲ କରିଛି। ଏବେ ଆଇସିସି...

ଫର୍ମୁଲା-୨କୁ ଫେରିବେ ଅର୍ଜୁନ ମାଇନି

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ଆସନ୍ତା ଅଷ୍ଟ୍ରିଆ ଓ ସିଲଭରଷ୍ଟୋନ୍‌ ରାଉଣ୍ଡ ପାଇଁ ଏଫ୍‌ଆଇଏ ଫର୍ମୁଲା-୨ ଗ୍ରୀଡ୍‌କୁ ସାମୟିକ ଫେରିବେ ଯୁବ ଭାରତୀୟ ରେସର ଅର୍ଜୁନ ମାଇନି। ମଙ୍ଗଳବାର...

ଜୁନିୟର ହକି ବିଶ୍ୱକପ୍‌ ଭେନ୍ୟୁ ଦୌଡ଼ରେ ଭୁବନେଶ୍ୱର

ନୂଆଦିଲ୍ଲୀ,୧୪।୯: ଚଳିତ ବର୍ଷ ନଭେମ୍ବର ୨୫ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜନ ହେବାକୁ ଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ୍‌। କିନ୍ତୁ ଏହି...

ଫିଦରଓ୍ବେଟ୍‌ ବେଲ୍ଟ ବଜାୟ ରଖିଲେ ଆମଣ୍ଡା ନନ୍ସ

ଲାସ ଭେଗାସ, ୮।୬: ବ୍ରାଜିଲର ମହିଳା ମିକ୍ସଡ ମାର୍ଶାଲ ଆଟର୍‌ସ ଫାଇଟର ଆମଣ୍ଡା ନନ୍ସ ପ୍ରଥମ ୟୁଏଫସି(ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌) ଫାଇଟର ଭାବେ ଫିଦରଓ୍ବେଟ୍‌ ଚାମ୍ପିୟନଶିପ୍‌...

ବଟଲରଙ୍କୁ ଗଫ୍‌ଙ୍କ ସତର୍କବାଣୀ

ସାଉଥାମ୍ପଟନ, ୧୪ା୭ (ପି.ଟି.)-ବର୍ତ୍ତମାନ ଫର୍ମରେ ନ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟ୍‌ଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଆସନ୍ତା ଦୁଇଟି ଟେଷ୍ଟ ମ୍ୟାଚରେ ଯଦି ଭଲ ପ୍ରଦର୍ଶନ...

ମୋଦି ହିଁ ପ୍ରଥମେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଆସେସ୍‌ ମ୍ୟାଚ୍‌ ବିଜୟର ଦେଇଥିଲେ ସୂଚନା

ଲିଡ୍ସ, ୨୭ା୮: ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ...

୨୯ବର୍ଷରେ ଅବସର ନେଲେ ଆଲିଷ୍ଟର

ମେଲବୋର୍ନ, ୧ା୮ (ପି.ଟି.)- ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବାରୁ କୁଇନ୍ସଲାଣ୍ଡ ଫାଷ୍ଟ ବୋଲର ଆଲିଷ୍ଟର ମ୍ୟାକ୍‌ଡରମଟ ମାତ୍ର ୨୯ବର୍ଷ ବୟସରେ କ୍ରିକେଟରୁ ଅବସର ଘୋଷାଣା କରିଛନ୍ତି।...

Advertisement
Archives

Model This Week