Posted inଖେଳ

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ପାଇଁ ୪.୮ କୋଟି ଟଙ୍କାର ଖେଳାଳିଙ୍କୁ ବିଦା କଲେ କୋହଲି

ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ ହୋଇଛନ୍ତି, ଯିଏକି ଶେଷ ଏକାଦଶରେ ୩ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଥିଲେ। ଚେନ୍ନାଇର ମନ୍ଥର ପିଚ ଦେଖି ବିରାଟ କୋହଲି ଅଲରାଉଣ୍ଡର ଡେନ୍‌ ଖ୍ରୀଷ୍ଟିଆନଙ୍କୁ ଦଳରୁ ହଟାଇ ତାଙ୍କ ସ୍ଥାନରେ ଡାହାଣହାତୀ ବ୍ୟାଟ୍ସମ୍ୟାନ ରଜତ ପାଟିଦାରଙ୍କୁ ସ୍ଥାନ ନେଇଥିଲେ। ସୂଚନାଯୋଗ୍ୟ, ଏହି ସିଜିନ ପାଇଁ ଆରସିବି ୪.୮ କୋଟି ଟଙ୍କାରେ ଆରସିବି କିଣିଛି ଏବଂ ପାଟିଦାର ମାତ୍ର ୨୦ ଲକ୍ଷ ଟଙ୍କାରେ ଦଳରେ ସ୍ଥାନ ପାଇଛନ୍ତି।
ବିରାଟ କୋହଲି ରାଜତ ପାଟିଦାରଙ୍କୁ ସୁଯୋଗ ଦେବାର କାରଣ ମଧ୍ୟ କହିଛନ୍ତି। ବାଦ ଦେଇଥିଲେ। ବିରାଟ କୋହଲିଙ୍କ ଅନୁଯାୟୀ ଚେନ୍ନାଇକୁ ଧୀର ପିଚରେ ଭଲ ବ୍ୟାଟିଂ ଆବଶ୍ୟକ ଏବଂ ରଜତ ପାଟିଦାର ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି, ସେଥିପାଇଁ ଖ୍ରୀଷ୍ଟିଆନଙ୍କ ସ୍ଥାନରେ ସେ ତାଙ୍କୁ ସୁଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ବି ଟି୨୦ ଫାଇନାଲରେ ଏହି ଶେଷ ଓଭରକୁ ଭୁଲି ପାରୁନାହାନ୍ତି ବ୍ରେଟ୍‌ ଲି’: ୬ ବଲ୍‌ରେ…

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆର ପୂର୍ବ ପେସର ବ୍ରେଟ ଲି କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘଦିନ ଧରି ସେ କ୍ରିକେଟର ସମସ୍ତ ଫର୍ମାଟରେ...

ଭ୍ୟାକ୍ସିନ ବିନା ଅଲିମ୍ପିକ୍ସ ଅବାସ୍ତବ

ଟୋକିଓ, ୨୯ା୪ (ଏପି): ଫଳପ୍ରଦ କରୋନା ଭାଇରସ ଭ୍ୟାକ୍ସିନ ନ ବାହାରିବା ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଚିନ୍ତା କରିବା ଅବାସ୍ତବ। ଜାପାନ ମେଡିକାଲ ଆସୋସିଏଶନ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା: ମ୍ୟାଚ୍‌ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି

ଆଡିଲେଡ୍‌,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍‌...

ଡେଥ୍‌ ଓଭରରେ ପାରିଲେନି ବୋଲର, ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୯୭ ରନ୍‌ ଟାଗେର୍ଟ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଡେଥ୍‌ ଓଭରରେ ଭାରତୀୟ ବୋଲର ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର,...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ସିରିଜରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ବାଦ ଦିଆଯାଇଛି। ପୁଣେରେ...

ବର୍ଣ୍ଣବୈଷମ୍ୟ ଆକ୍ଷେପ ଘଟଣା: ନେମାରଙ୍କୁ ପିଏସ୍‌ଜିର ସମର୍ଥନ

ପ୍ୟାରିସ୍‌,୧୬।୯ (ଏପି): ବ୍ରାଜିଲ ଫୁଟବଲ ସୁପରଷ୍ଟାର ତଥା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟ୍ରାଇକର ନେମାର ମାର୍ସେଇଲ୍‌ ବିପକ୍ଷ ହାଇଭୋଲ୍ଡେଜ ମ୍ୟାଚ୍‌ ଅବସରରେ ବର୍ଣ୍ଣବୈଷମ୍ୟ ଆକ୍ଷେପ...

ଉଦୀୟମାନ ତାରକା ଲକ୍ଷ୍ୟ

ଜୁନିୟର ସ୍ତରରେ ବେଶ୍‌ ସଫଳତା ହାସଲ କରିଥିବା ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ସିନିୟର ସର୍କିଟରେ ମଧ୍ୟ ଭଲ ଆରମ୍ଭ କରିଛନ୍ତି। କେତୋଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ...

ଏଟିପି ଫାଇନାଲ୍ସ: ଥିମ୍‌- ମେଡ୍‌ଭେଡେଭ ଫାଇନାଲ ମୁକାବିଲା

ଲଣ୍ଡନ,୨୩।୧୧(ଏପି): ବର୍ଷ ଶେଷରେ ଏଠାରେ ଚାଲିଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟ...

Advertisement
Archives

Model This Week