Posted inଖେଳ

ଅବସର ନେବା ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ପେସର

ହରାରେ, ୭ା୫ : ଯେଉଁ ବୟସରେ ପ୍ରାୟ କ୍ରିକେଟର ଅବସର ଘୋଷଣା କରନ୍ତି, ସେହି ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି ପାକିସ୍ତାନ ପେସର ତାବିଶ ଖାଁ। ଏଠାରେ ଜିମ୍ବାଓ୍ବେ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ ସୁଯୋଗ ପାଇଛନ୍ତି ୩୬ ବର୍ଷୀୟ ତାବିଶ। ଆଧୁନିକ କ୍ରିକେଟରେ ପଦାର୍ପଣ କରିବାରେ ସେ ପାକିସ୍ତାନର ବୟୋଜ୍ୟେଷ୍ଠ ବୋଲର।

ତାଙ୍କୁ ଦଳର ମୁଖ୍ୟ କୋଚ୍‌ ମିଶବା ଉଲ ହକ୍‌ ଟେଷ୍ଟ କ୍ୟାପ ପ୍ରଦାନ କରିଥିଲେ। ପ୍ରଥମ ଶ୍ରେଣୀ କ୍ୟାରିୟରର ଆରମ୍ଭ କରିବାର ଦୀର୍ଘ ୧୮ ବର୍ଷ ପରେ ତାଙ୍କୁ ମିଳିଛି ଟେଷ୍ଟ ପଦାର୍ପଣ ସୁଯୋଗ। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୭ ମ୍ୟାଚ୍‌ ଖେଳିଥିବା ତାବିଶଙ୍କ ନାମରେ ରହିଛି ୫୯୮ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ : ଟପ୍‌ ୧୦ରେ କେନିନ

ପ୍ୟାରିସ, ୪ା୨(ଏଏଫ୍‌ପି)-ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ବିଜୟିନୀ ହେବା ପରେ ସୋଫିଆ କେନିନ ସଦ୍ୟ ପ୍ରକାଶିତ ଡବ୍ୟ୍ଲୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୭ମ...

ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର

ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ...

‘ଯେମିତି ହେଲେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବୁ’

ନୂଆଦିଲ୍ଲୀ, ୪।୫: ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିଙ୍କୁ ଯେମିତି ହେଲେ ଘରକୁ ପଠାଯିବ। କୋଭିଡ୍‌-୧୯ ମହାମାରୀ କାରଣରୁ ଚଳିତ ସିଜନକୁ ବାତିଲ ହେବା ପରେ...

ଦିନଥିଲା ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ

ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ...

ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ରାହୁଲ

ଜୋହାନ୍ସବର୍ଗ,୪।୧: ଭାରତୀୟ କ୍ରିକେଟରେ କେଏଲ ରାହୁଲ ଏବେ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ ଟେଷ୍ଟରେ ୧୨୩ ରନ ସ୍କୋର କରିବା ପରେ କେ.ଏଲ...

ଓ୍ବିମ୍ବେଲଡନ୍‌ ଟାଇଟଲ ଜିତିବା ଗଫ୍‌ଙ୍କ ଲକ୍ଷ୍ୟ

ଲଣ୍ଡନ, ୨ା୭ (ଏଏଫ୍‌ପି)- ମାତ୍ର ୧୫ ବର୍ଷ ବୟସରେ ସର୍ବ କନିଷ୍ଠ ଖେଳାଳି ହିସାବରେ ଓ୍ବିମ୍ବେଲଡନ ପାଇଁ ଯୋଗ୍ୟତା ହାସଲ କରିଥିବା ଆମେରିକାର କୋରି ଗଫ୍‌ଙ୍କ...

ମୁମ୍ବାଇକୁ ଭଲ ଫିନିଶିଂ ଦେଲେ ପୋଲାର୍ଡ

ପୁଣେ,୬।୪: କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ଆଗରେ ୧୬୨ ରନ୍‌ର ଟାର୍ଗେଟ ଛିଡ଼ା କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ...

ମଉଳୁଛି ଟିମ୍‌ ଇଣ୍ଡିଆର ଆଶା

ଦୁବାଇ,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସେମିଫାଇନାଲ ଆଶା ଧିରେ ଧିରେ ଶେଷ ହେବାକୁ ଯାଉଛି। ବୁଧବାର ଅପରାହ୍ନରେ ଦୁବାଇଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ...

Advertisement
Archives

Model This Week