ଖେଳ

ଏହି କ୍ରିକେଟର୍‌ଙ୍କୁ ‘ଆତଙ୍କବାଦୀ’ କହି ଚିଡାଉଥିଲେ ଲୋକେ, ବ୍ୟାଟ୍‌ରେ ଦେଇଥିଲେ ଜବାବ୍‌

ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ହାସିମ ଆମଲା ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ପଡ଼ିଆରେ ସର୍ବଦା ଶାନ୍ତ ରହୁଥିବା ଆମଲା ପ୍ରାୟ ୧୫ ବର୍ଷ ଧରି ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ ଖେଳିଥିଲେ। ଏହି ୧୫ ବର୍ଷରେ ସେ କ୍ରିକେଟର୍‌…

ଏହି କ୍ରିକେଟରଙ୍କ ସହ ନୃତ୍ୟ କଲେ ୟୁଜବେନ୍ଦ୍ରଙ୍କ ସ୍ତ୍ରୀ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ନିଜର ନୃତ୍ୟ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଭାଇରାଲ ହୋଇଥାଏ। ନିକଟରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି।…

୨୩ ବର୍ଷରେ ମିଳିଲା ଅଧିନାୟକ ଦାୟିତ୍ୱ: ନିଜର ସଫଳତାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପନ୍ତ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଏହି ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ଧରିଛନ୍ତି ୨୩ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଡିସିର ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆହତ ସମସ୍ୟା…

୭ ବର୍ଷ ପରେ ଆଇପିଏଲ୍‌ ଖେଳିବେ ଏହି କ୍ରିକେଟର୍‌: ଦର୍ଶକ କରିଛନ୍ତି ଅପେକ୍ଷା

ନୂଆଦିଲ୍ଲୀ,୩୧।୩: ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଦୀର୍ଘ ୭ ବର୍ଷ ପରେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ୧୪ତମ ସିଜିନରେ ପୂଜାରା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ନଜର ଆସିବେ। ଏଥର ଚେନ୍ନାଇ…

ଆଇପିଏଲ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଦଳଗୁଡିକର ବଢିଲା ଚିନ୍ତା

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ଏପ୍ରିଲ ୯ରୁ ଆରମ୍ଭ ହେଉଛି। ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଜିତିବା ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନା କାରଣରୁ ଗତ ବର୍ଷ ୟୁଏଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା, ଏଥର ଏହା…

ଏହି କ୍ରିକେଟର୍‌ଙ୍କ ଅଣ୍ଡରଓ୍ବେୟାର ପିନ୍ଧା ଫଟୋ ଭାଇରାଲ୍‌:ସ୍ତ୍ରୀ କହିଲେ…

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କ ଏକ ପୁରୁଣା ଫଟୋ ଭାଇରାଲ ହୋଇଛି। କ୍ରୀଡ଼ା ଉପସ୍ଥାପକ ଗୌତମ ଭୀମାନି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ ମୋର ପ୍ରିୟ କ୍ରିକେଟରଙ୍କ ହୋଲିକୁ ମନେ ରଖିଛି।…

ହରମନପ୍ରୀତ୍‌ଙ୍କୁ କରୋନା

ପଟିଆଲା, ୩୧ା୩ (ପି.ଟି.)-ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳ ଅଧିନାୟିକା ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ଲକ୍ଷ୍ନୌଠାରେ ମାର୍ଚ୍ଚ ୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଅନ୍ତର୍ଜାତୀୟ ଦିନିକିଆରେ ଆଘାତପ୍ରାପ୍ତ ହେବାରୁ ତାଙ୍କୁ ଏହି ଦେଶ ବିପକ୍ଷ ଟି୨୦ ସିରିଜରେ…

ଶୀର୍ଷ ସ୍ଥାନ ବଜାୟ ରଖିଲେ ଶେଫାଳି

ଦୁବାଇ, ୩୧ା୩ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚରେ ୩୦ ବଲରୁ ୬୦ ରନ ସଂଗ୍ରହ କରିବା ଦ୍ୱାରା ମଙ୍ଗଳବାର ପ୍ରକାଶ ପାଇଥିବା ଅନ୍ତର୍ଜାତୀୟ ମହିଳା ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ଭାରତ ଓପନର ଶେଫାଳି ବର୍ମା ତାଙ୍କ ପ୍ରଥମ…

ପଞ୍ଜାବ କିଙ୍ଗ୍ସ ଜର୍ସି ଉନ୍ମୋଚିତ: ଖେଳାଳି ପିନ୍ଧିବେ ସୁନେଲି ହେଲ୍‌ମେଟ

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୪ତମ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ନୂଆ ଜର୍ସି ଉନ୍ମୋଚନ କରିଛି। ନୂଆ କଳେବର ସହ ଉନ୍ମୋଚିତ ହୋଇଥିବା ଏହି ଜର୍ସିରେ ୩ଟି ପରିବର୍ତ୍ତନ କରାଯାଇଛି। ଏହି ଲାଲ ରଙ୍ଗର ଜର୍ସିରେ ସୁନା…

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଧିନାୟକ ମନପ୍ରୀତଙ୍କ ପ୍ରତ୍ୟାବର୍ତ୍ତନ ବୀରେନ୍ଦ୍ର, ଶିଳାନନ୍ଦ, ଅମିତ ସାମିଲ

ନୂଆଦିଲ୍ଲୀ, ୩୧।୩(ପି.ଟି.): ଆସନ୍ତା ମାସରେ ଖେଳାଯିବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ଅନ୍ତର୍ଜାତୀୟ ହକି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ଗୁଡିକ ପାଇଁ ଏକ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ବ୍ୟକ୍ତିଗତ…

ଆଇପିଏଲ୍‌: ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ

ନୂଆଦିଲ୍ଲୀ,୩୧।୩(ପି.ଟି.): ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱରେ ପରିବର୍ତ୍ତନ କରାଯାଇଛି। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିବା ପରେ ମଙ୍ଗଳବାର…

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ବାଂଲାଦେଶ ୨୮ ରନରେ ପରାସ୍ତ

ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?