Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲରେ ଯୋଗଦେବେ ଦର୍ଶକ

ସାଉଥାମ୍ପଟନ, ୨୦।୫ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କୁ ଅନୁମତି ମିଳିବ। ୪ ହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ବହୁ ପ୍ରତିକ୍ଷିତ ୫ ଦିନିଆ ମ୍ୟାଚ୍‌ ଖେଳାଯିବ। ଏ ନେଇ ହାମ୍ପାଶାୟାର କାଉଣ୍ଟି କ୍ଲବ ମୁଖ୍ୟ ରଡ୍‌ ବ୍ରାନ୍ସଗ୍ରୋଭ କହିଛନ୍ତି।

ୟୁକେରେ କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିଛି। ଏହି କାରଣରୁ ୨୦୧୯ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ଷ୍ଟାଡିୟମରେ ଦର୍ଶକ କ୍ରିକେଟ ମ୍ୟାଚ୍‌ର ମଜା ନେଇପାରିବେ। ଗୁରୁବାରଠାରୁ ଲେସିଷ୍ଟରସାୟାର ଓ ହାମ୍ପଶାୟାର ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା କାଉଣ୍ଟି ମ୍ୟାଚ୍‌ରେ ୧,୫୦୦ ଦର୍ଶକ ଯୋଗଦେବେ।

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ଏବଂ ଆଇସିସି ୪ ହଜାର ଦର୍ଶକଙ୍କୁ ଅନୁମତି ଦେଇଛନ୍ତି। ଏହାର ୫୦ ପ୍ରତିଶତ ଆଇସିସିର ସ୍ପନଶର ଓ ଅନ୍ୟ ଅଂଶୀଦାର ପାଇଁ ରିଜର୍ଭ ରହିବ। ବଳକା ୨ ହଜାର ଟିକେଟ୍‌ ବିକ୍ରି ହେବ। ଏଥି ଲାଗି ଦୁଇ ଗୁଣା ଦର୍ଶକ ଆବେଦନ କରିସାରିଛନ୍ତି ବୋଲି ବ୍ରାନ୍ସଗ୍ରୋଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବର୍ନଙ୍କ ନାମରେ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର

ମେଲବୋର୍ନ, ୨୭ା୧୨: କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବର୍ନଙ୍କୁ ସମ୍ମାନିତ କରିବାକୁ ଯାଇ ଏଣିକି ତାଙ୍କ ନାମରେ ଅଷ୍ଟ୍ରେଲିଆର ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର...

ଗୋଟିଏ କାନରେ ଶୁଣିପାରୁ ନ ଥିଲେ ଏହି କ୍ରିକେଟର୍‌, ଦେଶ ପାଇଁ କଲେ ଡେବ୍ୟୁ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।...

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ କଳି

ଭୁବନେଶ୍ୱର, ୨୬।୯(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଦୁଇ ତାରକା ଆଥଲେଟ୍‌ ତଥା ଦୁଇ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ବତୀ ଚାନ୍ଦଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଳି...

ଫିଫା ମହିଳା ବିଶ୍ୱକପ୍‌: ପ୍ରଥମ ଥର ସ୍ପେନ୍‌ ଚାମ୍ପିୟନ୍‌

ସିଡ୍‌ନୀ,୨୧ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପ ଶେଷ ହୋଇଛି। ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍‌ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଦୋହା,୨୧।୩: ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ...

ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୯: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବାଜିମାତ କରିଛି ଟିମ୍‌ ଇଣ୍ଡିଆ। ଦଳ ଏହି କର ବା ମର ମ୍ୟାଚ୍‌କୁ ୬ ଉଇକେଟରେ ଜିତିନେଇ...

ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ଭାରତୀୟ ଖେଳାଳି

ଲଣ୍ଡନ,୧୧ା୭(ପିଟି)- ଭାରତୀୟ ଦଳର ବିଶ୍ୱକପ୍‌ ଜିତିବା ଆଶା ଶେଷ ହୋଇସାରିଛି। ପରବର୍ତ୍ତୀ ସିରିଜ ପୂର୍ବରୁ ଦଳୀୟ ଖେଳାଳିଙ୍କ ହାତରେ ଆଉ ୨ ସପ୍ତାହ ରହିଛି। ଦୀର୍ଘ...

କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟାଇଟଲ ଫେଭରାଇଟ ଜର୍ମାନୀ।...

Advertisement
Archives

Model This Week