ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୦ା୪- ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ । ପିଚ୍‌କୁ ନଜରରେ ରଖି ଦଳ ପକ୍ଷରୁ ଏହି…

ଆଇପିଏଲ୍‌ ଇତିହାସରେ ପ୍ରଥମ: ମୁମ୍ବାଇ ବିପକ୍ଷରେ ଏଭଳି ରେକର୍ଡ କରି ଚମକାଇଲେ ଆର୍‌ସିବିର ଏହି ବୋଲର୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ଟୁର୍ନାମେଣ୍ଟ ଆଇପିଏଲ୍‌-୨୦୨୧। ଶୁକ୍ରବାର ଚେନ୍ନାଇ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ଲଢ଼େଇ ରୋମାଞ୍ଚର ରହିଥିଲା। ଏଥିରେ ବାଜି ମାରିଥିଲା ଅଧିନାୟକ ବିରାଟ କୋହଲିଙ୍କ ଟିମ୍‌। ଟସ୍‌…

କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ରହିଛନ୍ତି, ଯେଉଁମାନେ କ୍ୟାଟ୍‌ଙ୍କ କଠିନ ପରିଶ୍ରମରେ ପ୍ରଭାବିତ ହୋଇ…

ଚାମ୍ପିୟନଶିପ୍‌ ଜିତିବା ମହତ୍ୱପୂର୍ଣ୍ଣ, ପ୍ରଥମ ମ୍ୟାଚ୍‌ ଜିତିବା ନୁହେଁ: ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୪: ନବମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଥମ ମ୍ୟାଚ୍‌ ଜିତିପାରିନାହିଁ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)। ଶୁକ୍ରବାର ଖେଳାଯାଇଥିବା ଆର୍‌ସିବି ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳ ୨ ଉଇକେଟରେ ପରାଜିତ ହୋଇଛି। ହେଲେ ଏଥିଯୋଗୁ ନିରାଶ ହୋଇ ନ ଥିବା…

ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିିମିୟମ ଲିଗ୍‌(ଆଇପିଏଲ୍‌)-୨୦୨୧। ଶନିବାର ଏହାର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯିବ। ତେବେ ଆସନ୍ତୁ ଜାଣିବା ଆପଣ କେବେ, କେଉଁଠି ଏବଂ କେଉଁ ଚ୍ୟାନେଲରେ ଏହାକୁ ଦେଖିପାରିବେ। କେବେ ଖେଳାଯିବ:…

ରାଗରେ କାରର କାଚ ଭାଙ୍ଗିଲେ ଦ୍ରାବିଡ୍‌: କୋହଲି କହିଲେ ଏମିତି…

ନୂଆଦିଲ୍ଲୀ, ୧୦।୪: ଭାରତୀୟ କ୍ରିକେଟର ‘ ଦି ୱାଲ’ ଭାବେ ଜଣାଶୁଣା ରାହୁଲ ଦ୍ରାବିଡ୍‌ ସ୍ବଭାବରେ ବହୁତ ଶାନ୍ତ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲଙ୍କୁ ଖୁବ୍‌ ରାଗୁଥିବାର ଦେଖିବାକୁ ମିଳିଛି।…

ପାଞ୍ଚଥରର ଚାମ୍ପିୟନକୁ ହରାଇ ଆତ୍ମବିଭୋର ଆର୍‌ସିବି ଅଧିନାୟକ: ହର୍ଷଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌-୨୦୨୧ର ପ୍ରଥମ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। କୋହଲିଙ୍କ ଟିମ୍‌ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ୨ ଉଇକେଟରେ ହରାଇଛି। ଉଭୟ ଟିମ୍‌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବେଶ…

ସବୁଠାରୁ ବୟସ୍କ-ଯୁବ ଅଧିନାୟକ ଭିତରେ ଆଜି ଲଢ଼େଇ; ଏସବୁ ଖେଳାଳିଙ୍କ…

ନୂଆଦିଲ୍ଲୀ,୧୦।୪: ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ। ସବୁଠାରୁ ଯୁବ ଅଧିନାୟକ ରିଷଭ ପନ୍ତଙ୍କ ସହ ସବୁଠାରୁ ବୟସ୍କ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ…

ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ

ମୁମ୍ବାଇ, ୧୦।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି ଥିଲେ ହେଁ ପନ୍ତଙ୍କ ଉପରେ ଫ୍ରାଞ୍ଚାଇଜ୍‌ ଆସ୍ଥାପ୍ରକଟ କରିଛି। ତେବେ ଆବଶ୍ୟକ ସମୟରେ ସେ…

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି। କୋଡିଡ୍‌-୧୯ ଅବନତି ହେଲେ ଲଣ୍ଡନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମ୍ୟାଚ୍‌ ଆୟୋଜନ କରିବାକୁ…

ଚେନ୍ନାଇ ଦଳ: ହାଜେଲଉଡ୍‌ଙ୍କ ବଦଳରେ ବେହରେନଡର୍ଫ ସାମିଲ

ମୁମ୍ବାଇ,୧୦।୪(ପି.ଟି.): ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଅଦଳବଦଳ ହୋଇଛି। ହାଜେଲଉଡ୍‌ଙ୍କ ବଦଳରେ ଅନ୍ୟତମ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜାସନ ବେହରେନଡର୍ଫଙ୍କୁ ଚେନ୍ନାଇ ଦଳରେ ସାମିଲ କରାଯାଇଛି।…

ଟୋକିଓ ଅଲିମ୍ପିକ୍ସ: ନୂଆ କରୋନା ନିୟମ ଲାଗୁ କଲା ଜାପାନ

ଟୋକିଓ,୧୦।୪(ପି.ଟି.): ଆଗକୁ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଆୟୋଜକ ଜାପାନ କୋଭିଡ୍‌-୧୯ର ବର୍ଦ୍ଧିତ ପ୍ରଭାବକୁ ଦୃଷ୍ଟିରେ ରଖି ନୂଆ ନିୟମ ଜାରି ରଖିଛି। ରାଜଧାନୀ ଟୋକିଓରେ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ବିଭିନ୍ନ କଟକଣା ଜାରି କରିଛନ୍ତି ସରକାର। ଟୋକିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?