ଉପରକୁ ଉଠିଲା ଟିମ୍ ଇଣ୍ଡିଆ
ଚେନ୍ନାଇ, ୧୬।୨ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୩୧୭ ରନରେ ଜିତିବା ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗ୍ ତାଲିକା। ର଼୍ୟାଙ୍କିଙ୍ଗ୍ର ଶୀର୍ଷରେ ରହିଛି…
ସୁଧୁରୁନାହାନ୍ତି ଏହି ଇଂଲଣ୍ଡ କ୍ରିକେଟର୍, ଭାରତ ଜିତିବା ପରେ କହିଲେ ଏମିତି କଥା
ଚେନ୍ନାଇରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡକୁ ପରାସ୍ତ କରିଛି। ଭାରତ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ ବ୍ୟବଧାନରେ ଜିତିଥିଲା। ଖେଳର ଚତୁର୍ଥ ଦିନରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୬୪…
ଇଂଲଣ୍ଡକୁ ଧୂଳି ଚଟାଇଲା ଭାରତ
ଚେନ୍ନାଇ,୧୬।୨: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରିଛି। ଫଳରେ ଚାଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିକୁ ଆସିଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ଶତକ…
ଭାରତ ବିଜୟଠାରୁ ମାତ୍ର ୩ ଉଇକେଟ୍ ଦୂରରେ
ଚେନ୍ନାଇ,୧୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ଦ୍ୱାରରେ ପହଞ୍ଚିଛି। ୪୮୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଖେଳର ଚତୁର୍ଥ ଦିନରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଇଂଲଣ୍ଡ ୭ ଉଇକେଟ…
ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍ ଦଳ
ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏହା ସହିତ ସେ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦ଟି ଟି -୨୦…
ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ
ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଉଛନ୍ତ। ଏହି…
ଭାରତୀୟ ଦଳ ପାଇଁ ଖରାପ ଖବର,ହସ୍ପିଟାଲ ଗଲେ ଏହି ଖେଳାଳି
ଚେନ୍ନାଇ,୧୬।୨: ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ବିଜୟ ଆଡକୁ ଗତି କରିଛି। ଏହି ଟେଷ୍ଟରେ ଯଦିଓ ଭାରତ ବିଜୟ ସୁନିଶ୍ଚିତ ରହିଛି, କିନ୍ତୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ରହିଛି। ଦଳର ଓପନର୍ ଶୁବମନ ଗିଲ୍ ଆହତ ହୋଇଛନ୍ତି।…
ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି କ୍ରିକେଟର
ମୁମ୍ବାଇ, ୧୬।୨ : ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ‘ଫ୍ରେଣ୍ଡଶିପ୍’ ନାମକ ତାମିଲ ଫିଲ୍ମ ଜରିଆରେ ଡେବ୍ୟୁ କରିବେ ଭେଟେରାନ ଅଫ୍ ସ୍ପିନର। ଏ ନେଇ ଟର୍ବୋନେଟର ଭାବେ ଜଣାଶୁଣା ଖେଳାଳି ସୋସିଆଲ…
ବଦଳିଲା ଆଇପିଏଲ ଫ୍ରାଞ୍ଚାଇଜର ନାମ
ନୂଆଦିଲ୍ଲୀ, ୧୬।୨ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଅନ୍ୟତମ ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଏହାର ନାମ ପରିବର୍ତ୍ତନ କରିଛି। ଏହି ଦଳକୁ ଆଇପିଏଲର ୧୪ତମ ସଂସ୍କରଣଠାରୁ ପଞ୍ଜାବ କିଙ୍ଗ୍ସ କୁହାଯିବ। ଏ ନେଇ କରାଯାଇଥିବା ଆବେଦନରେ ବିସିସିଆଇ…
କିଙ୍ଗ୍ସ ଇଲେଭେନ୍ ଏଣିକି ପଞ୍ଜାବ କିଙ୍ଗ୍ସ
ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଟିମ୍ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ୍ର ନାମ ପରିବର୍ତ୍ତନ କରାଯାଇଛି। ଆଗାମୀ ସିଜନରେ ଏହା ପଞ୍ଜାବ କିଙ୍ଗ୍ସ ଭାବେ ପରିଚିତ ହେବ। ନାମ ପରିବର୍ତ୍ତନ କରିବା ଦଳର ବହୁଦିନର ଯୋଜନା ଥିଲା। ଏହା…
ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ
ବାମ୍ବୋଲିମ୍ ୧୬ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ସୋମବାର ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫ୍ସି ୪-୨ ଗୋଲରେ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ କ୍ଲିଟନ ସିଲ୍ଭା ୧ମ ଓ ୨୨ତମ…
ଫାଉଲରଙ୍କ ଅଡୁଆ ବଢ଼ିଲା
ମାର୍ଗାଓ, ୧୬ା୨ (ପି.ଟି.): ଏସ୍ସି ଇଷ୍ଟବେଙ୍ଗଲର ହାଇପ୍ରୋଫାଇଲ ଇଂଲିଶ କୋଚ୍ ରୋବି ଫାଉଲରଙ୍କୁ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ତରଫରୁ ସୋମବାର କାରଣ ଦର୍ଶାଅ ନୋଟିସ୍ ହେବାରୁ ତାଙ୍କ ଅଡୁଆ ବଢିଯାଇଛି। ତାଙ୍କୁ ଶୃଙ୍ଖଳା କମିଟି ଆଗରେ ହାଜର ହେବାକୁ ପଡ଼ିବ।…
Archives


