ଖେଳ

ଆଇପିଏଲ୍‌କୁ ନେଇ ଇଂଲଣ୍ଡ କୋଚ୍‌ ଦେଲେ ଏଭଳି ବୟାନ: କହିଲେ…

ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ କ୍ରିକେଟ ଟିମ୍‌ର ଅନେକ ଖେଳାଳି ଟେଷ୍ଟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ହେଁ ଆଇପିଏଲ୍‌ଠାରୁ ଦୂରରେ ରୁହନ୍ତି। ସେମାନଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ଏବଂ ଜୋ ରୁଟ୍‌ଙ୍କ ଭଳି ଦିଗ୍ଗଜ ଖେଳାଳି ଅଛନ୍ତି। ଅପରପକ୍ଷେ ଆଇପିଏଲ୍‌ରେ ରୋଜଗାର ଅଧିକ…

ନିଲାମର କିଛି ଘଣ୍ଟା ପୂର୍ବରୁ ନାଁ ଫେରାଇ ନେଲେ ଏହି କ୍ରିକେଟର୍‌

ଚେନ୍ନାଇ,୧୮।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ପାଇଁ ଆଜି ଚେନ୍ନାଇରେ ନିଲାମ ପ୍ରକ୍ରିୟା ହେବ। ଏହାର କିଛି ଘଣ୍ଟା ପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଚେନ୍ନାଇରେ ନିଲାମ ପୂର୍ବରୁ ସମସ୍ତ…

କୋହଲିଙ୍କ ଉପରେ ରାଗିଗଲେ ଏହି କ୍ରିକେଟର୍‌, କହିଲେ ଏମିତି କଥା

ଚେନ୍ନାଇ,୧୮।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଯୁକ୍ତିତର୍କ କରିବା ପରେ ଇଂଲଣ୍ଡର ପୂର୍ବତନ ଖେଳାଳି କ୍ରମାଗତ ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରୁଛନ୍ତି। ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଡେଭିଡ…

କୋଳାଗ୍ରତ ହେଲେ, ଆଖି ମିଶାଇଲେ ନାହିଁ: ପ୍ରଶଂସକ ଉଠାଇଲେ ପ୍ରଶ୍ନ

ଚେନ୍ନାଇ,୧୮।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୩୧୭ ରନରେ ପରାସ୍ତ କରି ଏକ ଐତିହାସିକ ବିଜୟ ଲାଭ କରିଛି। ଏହି ମ୍ୟାଚର ପ୍ରଥମ ଇନିଂସରେ ରୋହିତ ଶର୍ମା ୧୬୧…

୬୧ ଖେଳାଳି ୧୯୬ କୋଟି ଟଙ୍କାରେ ହେବେ ବିକ୍ରି: ଜାଣନ୍ତୁ କେଉଁ ଦଳ ପାଖରେ ଅଛି କେତେ ଟଙ୍କା

ଚେନ୍ନାଇ,୧୮।୧: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଆଜି ଦିନ ୩ଟାରୁ ଚେନ୍ନାଇର ଗୋଟିଏ ହୋଟେଲରେ ଖେଳାଳି ନିଲାମ ପ୍ରକ୍ରିୟା ହେବ। ନିଲାମର ଚୂଡାନ୍ତ ତାଲିକାରେ ସମେତ ମୋଟ ୨୯୨ ଜଣ ଖେଳାଳି ସାମିଲ ହେବେ। ଏମାନଙ୍କ ମଧ୍ୟରୁ ୮ଟି ଯାକ ଦଳ…

ଏହି କ୍ରିକେଟର୍‌ ସ୍ତ୍ରୀଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ

ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ନାମରେ ଏକ ନକଲି ‘ଫେସବୁକ ପେଜ’ ଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛିି। ବୁଧବାର ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…

ଆଲୋକ ମଙ୍ଗରାଜଙ୍କ ଅବସର

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି): ଦ୍ରୁତ ବୋଲର ଆଲୋକ ମଙ୍ଗରାଜ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ବୁଧବାର ଏହା ସ୍ପଷ୍ଟ କରାଯାଇଛି। ରାଜ୍ୟ ପକ୍ଷରୁ ସମସ୍ତ ଫର୍ମାଟରେ ଖେଳିଥିବା ଆଲୋକ ୨୦୧୧ ନଭେମ୍ବରରେ…

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଡୁ’ପ୍ଲେସି

ଜୋହାନ୍ସବର୍ଗ,୧୮ା୨(ପି.ଟି.)-ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ବୁଧବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଣିକି ସେ ଖେଳର ଶର୍ଟ ଫର୍ମାଟ ଉପରେ ଧ୍ୟାନ ଦେବେ। ସେ ଅନ୍ତର୍ଜାତୀୟ ଦିନିକିଆ ଖେଳିବା ଜାରି ରଖିବେ। କିନ୍ତୁ ଟି୨୦କୁ ସେ ଅଗ୍ରାଧିକାର…

ନାଡାଲଙ୍କୁ ହରାଇଲେ ସିତ୍‌ସିପାସ୍‌

ମେଲବୋର୍ନ, ୧୮ା୨(ଏପି)-ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲର ଏକ ସେମିଫାଇନାଲ ମ୍ୟାଚ ଗ୍ରୀସ୍‌ର ଷ୍ଟିଫାନସ ସିତ୍‌ସିପାସ୍‌ ଓ ରୁଷିଆର ଡାନିଲ ମେଡଭେଡେଭଙ୍କ ମଧ୍ୟରେ ହେବ। ସିତ୍‌ସିପାସ୍‌ ବୁଧବାର ଖେଳାଯାଇଥିବା ଏକ କ୍ୱାର୍ଟରଫାଇନାଲରେ ୨୦ ଗ୍ରାଣ୍ଡସ୍ଲାମ ବିଜେତା ରାଫାଲ ନାଡାଲଙ୍କୁ ୩-୬,…

ଓଡ଼ିଶା ଏଫ୍‌ସିକୁ ହରାଇଲା ଗୋଆ

ମାର୍ଗାଓ, ୧୮ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଫ୍‌ସି ଗୋଆ ୩-୧ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆଲବର୍ଟୋ ନୋଗ୍ବେରା (୧୮ତମ ମିନିଟ), ଜର୍ଜ ଓରିଜ୍‌…

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ ଟେଷ୍ଟରେ ସୁଯୋଗ ପାଇ ନ ଥିବା ସୁଇଂ ବୋଲର ଶାର୍ଦ୍ଦୁଳ ଠାକୁର ଦଳରୁ ବାଦ୍‌…

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି ମିନି ଅକ୍‌ଶନ ଲାଗି ୨୯୨ ଖେଳାଳିଙ୍କ ମଧ୍ୟରୁ କେବଳ ୬୧ ଜଣଙ୍କୁ ହିଁ ମିଳିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri