ଓଡ଼ିଶା ଓମେନ୍ସ ଲିଗ୍: ଓଜିପିକୁ ହରାଇଲା ରେଲଓ୍ବେ
ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍ (ଓଡବ୍ଲ୍ୟୁଏଲ)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଷ୍ଟକୋଷ୍ଟ ରେଲଓ୍ବେ ୩-୧ ଗୋଲରେ ଓଜିପି କ୍ଲବକୁ ପରାସ୍ତ କରିଛି।…
ବିଜୟ ସହ ଡବ୍ଲ୍ୟୁଟିଏ ସର୍କିଟକୁ ଫେରିଲେ ସାନିଆ
ଦୋହା, ୩ା୩ (ପି.ଟି.)- ବିଜୟ ସହ ଡବ୍ଲ୍ୟୁଟିଏ ସର୍କିଟକୁ ଫେରିଛନ୍ତି ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା। ସେ ଓ ତାଙ୍କ ସେଲାଭେନିଆନ ପାର୍ଟନର ଆଣ୍ଡ୍ରେଜା କ୍ଲେପାକ୍ ୟୁକ୍ରେନର ନାଡିଆ କିଚେନୋକ୍ ଓ ଲ୍ୟୁଦମିଲା କିଚେନୋକ୍ ଯୋଡ଼ିଙ୍କୁ ହରାଇ ଏଠାରେ…
ଆଇସିସି ‘ପ୍ଲେୟର ଅଫ୍ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଅଶ୍ୱିନ, ରୁଟ୍, ମେୟର୍ସ
ଦୁବାଇ, ୩ା୩ (ପି.ଟି.)-ଫେବୃୟାରୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରୁଷ ବିଭାଗରେ ‘ଆଇସିସି ପ୍ଲେୟର ଅଫ୍୍ ଦି ଇୟର’ ଦୌଡ଼ରେ ଭାରତର ପୁରୁଖା ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ ଓ୍ବେଷ୍ଟଇଣ୍ଡିଜର ନୂଆ ବ୍ୟାଟିଂ ସେନ୍ସେସନ କାଇଲ ମେୟର୍ସ ପ୍ରମୁଖ…
ଇନ୍ଷ୍ଟାଗ୍ରାମ୍ରେ କୋହଲିଙ୍କ ଅନୁସରଣକାରୀ ସର୍ବାଧିକ
ନୂଆଦିଲ୍ଲୀ, ୩ା୩ (ପି.ଟି.)-ଭାରତୀୟ ଅଧିନାୟକ ବିରାଟ କୋହଲି ହେଉଛନ୍ତି ପ୍ରଥମ କ୍ରିକେଟର, ଯାହାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ରେ ଅନୁସରଣକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ନିୟୁତ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ଟୁଇଟ୍ରେ ଏ ବିଷୟ କୁହାଯାଇଛି। ଏସିଆ-ପ୍ୟାସିଫିକ୍…
ମାମୁ ଝିଅ ଭଉଣୀଙ୍କୁ ବିବାହ କରି ବିବାଦକୁ ଆସିଥିଲେ ଏହି କ୍ରିକେଟର, ବାପା ହେବା ପରେ…
ମାର୍ଚ୍ଚ ୧ରେ ନିଜର ଜନ୍ମଦିନ ପାଳନ କରିଥିବା ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦୀ ଚଳିତ ବର୍ଷ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇ ବିବାଦକୁ ଆସିଛନ୍ତି। ଆଫ୍ରିଦୀ ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ଟୁଇଟ୍ କରିଥିଲେ। ଏଥିରେ…
ଇଂଲଣ୍ଡକୁ ଡରାଇଲେ ରାହାନେ
ଅହମ୍ମଦାବାଦ,୨।୩ : ଚଳିତ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ଅନ୍ତିମ ଦୁଇ ମ୍ୟାଚ୍ରେ ଇଂଲଣ୍ଡ ଦଳର ଅବସ୍ଥା ନ କହିଲେ ଭଲ। ଦୁଇଟି ଟେଷ୍ଟର ୪ଟି ଇନିଂସରେ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ଆଗରେ ଛିଡ଼ାହୋଇ ପାରି ନ ଥିଲେ।…
ଅନ୍ତିମ ଟେଷ୍ଟରୁ କାହିଁକି ବାଦ୍ ପଡ଼ିଲେ ବୁମରା
ଅହମ୍ମଦାବାଦ,୨।୩ : ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାଙ୍କୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରୁ ବାଦ୍ ଦିଆଯାଇଛି। ଏହି ନିଷ୍ପତ୍ତି ପଛର କାରଣ ମଙ୍ଗଳବାର ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। କୌଣସି ଆହତ ସମସ୍ୟା କାରଣରୁ ବୁମରାଙ୍କୁ…
ଇଂଲଣ୍ଡର ପ୍ରାକ୍ତନ କ୍ରିକେଟର କହିଲେ ‘ଅନ୍ତିମ ମ୍ୟାଚ୍ରେ ଭାରତକୁ ରୋକିବା କଷ୍ଟକର’
ନୂଆଦିଲ୍ଲୀ,୨।୩ : କ୍ରମାଗତ ଦୁଇଟି ବିଜୟ ଯୋଗୁ ଭାରତୀୟ ଦଳର ଆତ୍ମବିଶ୍ୱାସ ଢ଼େର ବଢ଼ିଛି। ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍କୁ ଜିତିବା ଲକ୍ଷ୍ୟରେ ରହିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ।…
ମ୍ୟାନ୍ ଅଫ୍ ଦ ମ୍ୟାଚ୍ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…
ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦ ଟଙ୍କା ହୋଇସାରିଛି। ଏହା ସାଧାରଣଜନତା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦରବୃଦ୍ଧିକୁ ନେଇ କେନ୍ଦ୍ର…
ସ୍ବତନ୍ତ୍ର କୀର୍ତ୍ତିମାନ ଅଧିକାରୀ ହେଲେ କୋହଲି
ନୂଆଦିଲ୍ଲୀ,୨।୩ : ଭାରତୀୟ ଅଧିନାୟକ ବିରାଟ କୋହଲି ହାସଲ କରିଛନ୍ତି ସ୍ବତନ୍ତ୍ର ଶତକ। ତେବେ ଏଥର କ୍ରିକେଟ ମଇଦାନରେ ନୁହେଁ, ବରଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ। ଏହି ସୋସିଆଲ ମିଡିଆରେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ନିୟୁତ ପାର କରିଛି।…
ବାପା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର, ଏଭଳି ହେଉଛି ଚର୍ଚ୍ଚା
ଗତ ଫେବୃୟାରୀ ୨୮ରେ ବଲିଉଡ୍ ଅଭିନେତ୍ରୀ ହେଜେଲ କିଚ ୩୪ ବର୍ଷର ହୋଇଥିଲେ। ଏହି ଜନ୍ମଦିନକୁ ପାଳନ କରିବା ପାଇଁ ହେଜେଲଙ୍କ ସ୍ବାମୀ ତଥା କ୍ରିକେଟର ଯୁବରାଜ ସିଂ ଏକ ପାର୍ଟି ରଖିଥିଲେ। ଉକ୍ତ ପାର୍ଟିରେ କେବଳ ପରିବାର ସଦସ୍ୟ ଉପସ୍ଥିତ…
ଆଇପିଏଲ୍ ଭେନ୍ୟୁକୁ ନେଇ ଅସନ୍ତୁଷ୍ଟ ପଞ୍ଜାବ କିଙ୍ଗ୍ସ: ବିସିସିଆଇକୁ ଫ୍ରାଞ୍ଚାଇଜ୍ ସିଇଓ ପଚାରିଲେ…
ନୂଆଦିଲ୍ଲୀ,୨।୩: ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଆଗାମୀ ଆଇପିଏଲ୍ ପାଇଁ ନିଜର ରଣନୀତି ଉପରେ ପୁନଃବିଚାର କରାଯାଉଛି। କିଛି ରିପୋର୍ଟରେ ଆଇପିଏଲ୍ର ଆୟୋଜନ ଦେଶର ୬ ସହର, ଚେନ୍ନାଇ, ଅହମ୍ମଦାବାଦ,…
Archives


