ଗୋଟିଏ ମ୍ୟାଚ୍ରେ ୬ ବଡ ରେକର୍ଡ କଲେ ଶିଖର ଧାଓ୍ବନ
କଲମ୍ବୋ,୧୯।୭: ଶିଖର ଧାୱନ ବିଜୟ ସହ ଅଧିନାୟକ ଭାବରେ ଡେବ୍ୟୁ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଧାୱନ ମଧ୍ୟ ଏହି ମ୍ୟାଚରେ ୮୬ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା…
ପୃଥ୍ବୀ ‘ଥ୍ରୀ ଇନ୍ ଓ୍ବାନ୍’: ସେହ୍ବାଗ
କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିସ୍ଫୋରକ ଇନିଂସ ଖେଳିଥିଲେ। ଦୀର୍ଘ ୧୭ ମାସ ପରେ ସେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ…
କ୍ରିକେଟର ଏମିତି ଏକ ଲଜ୍ଜାଜନକ ରେକର୍ଡ: ଭାରତ କେବେ ମନେ ରଖିବାକୁ ଚାହିଁବ ନାହିଁ
କ୍ରିକେଟରେ ପ୍ରତି ମ୍ୟାଚ୍ରେ ଅନେକ ରେକର୍ଡ ତିଆରି ହୁଏ, ଅନେକ ରେକର୍ଡ ଭାଙ୍ଗେ ମଧ୍ୟ। କିନ୍ତୁ ଭାରତୀୟ ଦଳ ଆଜିର ଦିନ ଅର୍ଥାତ୍ ଜୁଲାଇ ୧୯, ୧୯୫୨ରେ ଏପରି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଥିଲା, ଯାହାକୁ ସେ ମନେ ରଖିବାକୁ ଆଦୌ…
କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍ସ୍ପନ୍ଦନ
ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ ପକ୍ଷରୁ ପ୍ରଥମ ଥର ଅଲିମ୍ପିକ୍ସରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ। ମାନସିକ ଚାପରେ ଥିବା…
ଶରଣାର୍ଥୀ ଦଳ ମୁଖ୍ୟ କରୋନା ପଜିଟିଭ
ଟୋକିଓ,୧୯।୭: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଶରଣାର୍ଥୀ ଦଳ ମୁଖ୍ୟ ପୂର୍ବତନ ଡିଷ୍ଟାନ୍ସ ରନର ଟେଗ୍ଲା ଲୋରୋପ କରୋନା ପଜିଟିଭ ବୋଲି ଜଣାପଡିଛି। କୋଭିଡ୍-୧୯ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା। କାତାରର ଦୋହାସ୍ଥିତ ଟ୍ରେନିଂ ସେଣ୍ଟରରୁ ଟୋକିଓ ପ୍ରସ୍ଥାନ…
ଦୁର୍ବ୍ୟବହାର ପାଇଁ କ୍ଷମା ମାଗିଲେ ଟୋକିଓ ଅଲିମ୍ପିକ୍ସ ସଙ୍ଗୀତକାର
ଟୋକିଓ,୧୯।୭(ଏପି): ପିଲାଦିନର ଏକ ଅଭାବନୀୟ ଘଟଣା ପାଇଁ କ୍ଷମା ମାଗିଛନ୍ତି ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ସଙ୍ଗୀତକାର ଜାପାନର କେଇଗୋ ଓୟାମାଡା। ପିଲାଦିନେ ସେ ଜଣେ ସହପାଠୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସହପାଠୀ ଜଣକ ଦିବ୍ୟାଙ୍ଗ ଥିଲେ। ଏହି ଘଟଣା ଇଣ୍ଟରନେଟ୍ରେ…
ବ୍ରିଟିଶ ଗ୍ରାଁପ୍ରି ଜିତିଲେ ହାମିଲଟନ
ସିଲ୍ଭରଷ୍ଟୋନ୍, ୧୯ା୭(ଏପି)-ମର୍ସିଡିଜ୍ର ଲୁଇସ୍ ହାମିଲଟନ ନାଟକୀୟ ଭାବେ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରଁାପ୍ରି ମୋଟର ରେସ୍ ଜିତିଛନ୍ତି। ୧୦ସେକେଣ୍ଡ ପେନାଲ୍ଟି ସତ୍ତ୍ୱେ ସେ ଫେରାରିର ଚାଲର୍ଡ ଲେକ୍ରେକଙ୍କୁ ପଛରେ ପକାଇ ଏଠାରେ ଟାଇଟଲ ବିଜୟୀ ହୋଇଛନ୍ତି। ତାଙ୍କ ଟିମ୍ମେଟ୍ ଭାଲଟେରୀ ବୋଟାସ…
ପୋଗାକାରଙ୍କୁ କ୍ରମାଗତ ଦ୍ୱିତୀୟ ଟୁର୍ ଡି’ ଫ୍ରାନ୍ସ ଟାଇଟଲ
ପ୍ୟାରିସ, ୧୯ା୭: ଓଭର ଅଲ୍ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ବଜାୟ ରଖି ରହି ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଏମିରେଟ୍ସ) ଚଳିତ ବର୍ଷ ଟୁର୍ ଡି’ ଫ୍ରାନ୍ସ ସାଇକେଲ ରେସ୍ର ବିଜେତା ହୋଇଛନ୍ତି। ଫଳରେ ୨୨ବର୍ଷୀୟ ପୋଗାକାର ସର୍ବକନିଷ୍ଠ ରାଇଡର ଭାବେ…
୯୯ ରନ୍ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି
୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୬.୧ ଓଭରରେ ମାତ୍ର ୧୭୦ ରନ ସଂଗ୍ରହ…
ଟି୨୦ ଭଳି ଦିନିକିଆ ପଦାର୍ପଣରେ କିଷନଙ୍କ ଅର୍ଦ୍ଧଶତକ
କଲମ୍ବୋ,୧୮।୭: ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ଟି୨୦ ଭଳି ଦିନିକିଆ ପଦାର୍ପଣ ମ୍ୟାଚ୍ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ସହ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା କିଷନ ୪୨ ବଲରେ ଖେଳିଥିଲେ ୫୯ ରନ୍ର ବିସ୍ଫୋରକ…
ଦାଦାଙ୍କ ରେକର୍ଡ ଭାଙ୍ଗିଲେ ଗବର
କଲମ୍ବୋ,୧୮।୭: ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ଶିଖର ଧାଓ୍ବନ (ଗବର)। ଏଠାରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ରେ ଗବର ୮୬* ରନ୍ର ଦର୍ଶନୀୟ ଇନିଂସ ଖେଳିବା ସହ ଦିନିକିଆ କ୍ୟାରିୟରରେ ୬…
ବୋଲରଙ୍କ ଲାଇନ, ଲେନ୍ଥ ବିଗାଡ଼ି ଦେଲେ
କଲମ୍ବୋ,୧୮।୭: ଶ୍ରୀଲଙ୍କା ବୋଲରଙ୍କ ଲାଇନ, ଲେନ୍ଥ ହଜାଇ ଦେଲା ପୃଥ୍ବ ଶ’ ଓ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୨୬୩ ରନ୍ର ବିଜୟ ଲକ୍ଷ୍ୟ ଟିମ୍ ଇଣ୍ଡିଆ ପାଇଁ କଦାପି ଚ୍ୟାଲେଞ୍ଜିଂ ସ୍କୋର ହୋଇପାରି ନ…

