ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଟସ୍ ଜିତିଲା ଶ୍ରୀଲଙ୍କା
କଲମ୍ବୋ,୨୦।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହିତ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି।…
ଖେଳ ମନ୍ତ୍ରୀଙ୍କୁ ମିଳିଲା ବଙ୍ଗଳା କ୍ରିକେଟ୍ ଟିମ୍ରେ ସ୍ଥାନ: ପୂର୍ବରୁ ମାରିଥିଲେ ତ୍ରିଶତକ
କୋଲକାତା,୨୦।୭: ଚଳିତ ବର୍ଷ ବିଧାନସଭା ନିର୍ବାଚନ ମାଧ୍ୟମରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିବା ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀଙ୍କୁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ୩୯ ଜଣିଆ ସମ୍ଭାବ୍ୟ ତାଲିକାରେ ସ୍ଥାନ ଦିଆଯାଇଛି। ମାର୍ଚ୍ଚ ୨୦୨୦ରେ ବଙ୍ଗଳାର ପୂର୍ବତନ…
୧୩ ବଲ୍ରେ ୬୩ ରନ୍ର ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍
ଚେନ୍ନାଇ,୨୦।୭: ତାମିଲନାଡୁ ପ୍ରିମିୟର ଲିଗ (ଟିଏନପିଲ୍)ର ପ୍ରଥମ ମ୍ୟାଚରେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ୪୩ ବଲରେ ୮୭ ରନ୍ର ପାଳି ଖେଳିଥିଲେ। ସେ ୧୩ ବଲରେ ୬୨ ରନ କେବଳ ଚୌକା ଓ…
ଟୋକିଓରେ ଭାରତୀୟ ଆଥଲେଟ୍ଙ୍କ ଟ୍ରେନିଂ ଆରମ୍ଭ
ଟୋକିଓ, ୨୦।୭(ପି.ଟି.): ଟୋକିଓରେ ପହଞ୍ଚତ୍ବାର ଗୋଟିଏ ଦିନପରେ ଭାରତୀୟ ଆଥଲେଟ୍ମାନେ ଅଲିମ୍ପିକ୍ସ ପାଇଁ ସୋମବାର ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ମହାମାରୀ ପାଇଁ ଗୋଟିଏ ବର୍ଷ ଘୁଞ୍ଚତ୍ଥିବା କ୍ରୀଡ଼ା ମହାକୁମ୍ଭରେ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିଛନ୍ତି ଭାରତୀୟ ଆଥଲେଟ୍। ଭାରତୀୟ ଆଥଲେଟ୍ଙ୍କ…
ରାଜ୍ୟ ମହିଳା ଚେସ୍: ସାଇନା ଚାମ୍ପିୟନ
ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)-ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଅନ୍ଲାଇନ୍ ମହିଳା ଚେସ୍ରେ ମହିଳା ଫିଡେମାଷ୍ଟର ସାଇନା ସାଲୋନିକା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସାଇନା ୫.୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ୟଶିତା…
ମୋରିକାଓ୍ବାଙ୍କ ବିରଳ ସଫଳତା
ସ୍ୟାଣ୍ଡଓ୍ବିଚ୍, (ଇଂଲଣ୍ଡ) ୨୦ା୭: ଆମେରିକାର ୨୪ବର୍ଷୀୟ କଲିନ୍ ମୋରିକାଓ୍ବା ରବିବାର ବ୍ରିଟିଶ ଓପନ୍ଗଲ୍ଫ ଟୁର୍ନାମେଣ୍ଟଟାଇଟଲ ହାସଲ କରିଛନ୍ତି। ଏହାଦ୍ୱାରା ପ୍ରଥମ ପ୍ରଚେଷ୍ଟାରେ ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟ ଜିତିବାରେ ପ୍ରଥମ ଗଲ୍ଫ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସେ…
ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଏହି ବୋଲର୍
ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦରରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ…
କ୍ରିକେଟ ଇତିହାସର ସବୁଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍
ଲଣ୍ଡନ,୧୯।୭: ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡ ପାକିସ୍ତାନକୁ ୪୫ ରନ୍ରେ ପରାସ୍ତ କରିଛି। ଫଳରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଇଂଲଣ୍ଡ ୧-୧ ସ୍ତରକୁ ଆଣିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୯.୫ ଓଭରରେ ୨୦୦ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ…
ଚହଲଙ୍କ ସହ ଯୋଡ଼ିକୁ ନେଇ କୁଲଦୀପ କହିଲେ ଏମିତି କଥା, ଶୁଣିଲେ କହିବେ ବାଃ
କଲମ୍ବୋ,୧୯।୭: ଦୀର୍ଘ ୨ ବର୍ଷ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ଏକାଠି ଖେଳିଛନ୍ତି। ଉଭୟ ଶ୍ରୀଲଙ୍କା ବିପକ୍ଷରେ ଉଲ୍ଲେଖନୀୟ ବୋଲିଂ କରି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହାପୂର୍ବରୁ…
ଶାସ୍ତ୍ରୀ-ଦ୍ରାଭିଡଙ୍କ କୋଚିଂରେ କ’ଣ ରହିଛି ପାର୍ଥକ୍ୟ: ଧାଓ୍ବନଙ୍କ କହିଲେ ଏମିତି
କଲମ୍ବୋ,୧୯।୭: ଭାରତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଭିନ୍ନ ଫର୍ମାଟ୍ ପାଇଁ ବିଭିନ୍ନ ଦେଶରେ ଦୁଇଟି ଦଳ ଉପସ୍ଥିତ ଅଛନ୍ତି। ଆଜିକାଲି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି…
ପ୍ରଥମ ବିଜୟକୁ ନେଇ ଧାଓ୍ବନ ଖୁସିରେ ବିଭୋର: କହିଲେ ‘ସେମାନେ ୧୫ ଓଭରରେ ମ୍ୟାଚ୍ ଶେଷ କରିଦେଇଥିଲେ’
କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ୍ରେ ବିଜୟର ଶ୍ରେୟ ଦଳର ଅଲରାଉଣ୍ଡ ପ୍ରଦର୍ଶନକୁ ଦେଇଛନ୍ତି ଅଧିନାୟକ ଶିଖର ଧାଓ୍ବନ। ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଧାଓ୍ବନ ନିଜେ ୯୫ ବଲ୍ରୁ…
ଜନ୍ମଦିନ, ଡେବ୍ୟୁ ମ୍ୟାଚ୍, ପ୍ରଥମ ବଲ୍ରେ ଛକା… ବିସ୍ଫୋରକ ବ୍ୟାଟିଂ କରି ଏକାଧିକ ରେକର୍ଡ କଲେ ଏହି କ୍ରିକେଟର
କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ଖେଲିବା ପୂର୍ବରୁ ଉଇକେଟକିପର ସଞ୍ଜୁ ସାମସନ୍ ଆହତ ହୋଇଥିଲେ। ଅଭ୍ୟାସ ସମୟରେ ଆହତ ହୋଇଥିବା ସାମସନ୍ ମ୍ୟାଚ୍ ଖେଳିବାରେ ସକ୍ଷମ ନ ଥିଲେ। ଏଣୁ ୨୩ ବର୍ଷୀୟ ଇଶାନଙ୍କୁ ବିକଳ୍ପ ଭାବେ ମଇଦାନକୁ…

