ଖେଳ

ଅଲିମ୍ପିକ୍ସ: ଏନ୍‌ବିସି କମେଣ୍ଟେଟର, ଖବରଦାତା ହେବେ ଫେଲପ୍ସ

ଷ୍ଟାମଫୋର୍ଡ,୨୧।୭: ଅଲିମ୍ପିକ୍ସ ଇତିହାସର ସଫଳତମ ଆଥ୍‌ଲେଟ ତଥା ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ଏବେ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଟୋକିଓ ଅଲିମ୍ପିକ୍ସରେ ସେ ଆମେରିକାର ବ୍ରଡ୍‌କାଷ୍ଟ ଟେଲିଭିଜନ ନେଟ୍‌ଓ୍ବର୍କ ଏନ୍‌ବିସି ପାଇଁ କମେଣ୍ଟେଟର ଓ ଖବରଦାତା ଭାବେ କାର୍ଯ୍ୟ…

ଅଲିମ୍ପିକ କମ୍ପୋଜର ଓୟାମାଡାଙ୍କ ଇସ୍ତଫା

ଟୋକିଓ,୨୧।୭: ଟୋକିଓ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ ପାଇଁ ସଙ୍ଗୀତକାର ଭାବେ କାର୍ଯ୍ୟ କରୁଥିବା କେଇଗୋ ଓୟାମାଡାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି। ପିଲାଦିନର ଏକ ଅଭାବନୀୟ ଘଟଣା ପାଇଁ ସେ ଗତ କିଛିଦିନ ହେବ ସମାଲୋଚିତ ହୋଇ ଆସୁଥିଲେ ଓ ତାଙ୍କୁ…

ଯନ୍ତ୍ରଣା ବଖାଣିଲେ ସୂର୍ଯ୍ୟକୁମାର: କହିଲେ, ଦିନିକିଆ ଡେବ୍ୟୁ ମ୍ୟାଚ୍‌ ଖେଳିବା ସତ୍ତ୍ୱେ ମୁଁ ଅଛି ନିରାଶ

କଲମ୍ବୋ,୨୧।୭: ଦ୍ରୁତ ବ୍ୟାଟିଂ ପାଇଁ ପ୍ରସିଦ୍ଧ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍‌ ଖେଳି ଟିମ ଇଣ୍ଡିଆର ବିଜୟରେ ସହଯୋଗ କରିଥିଲେ। ୧୫୫ର ଷ୍ଟ୍ରାଇକ ହାରରେ ସୂର୍ଯ୍ୟକୁମାର ରନ…

ଅଲିମ୍ପିକ୍ସରେ ଖେଳାଳିଙ୍କୁ ଦିଆଯିବ ‘ଆଣ୍ଟି ସେକ୍ସ ବେଡ୍‌’: ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ

ଆଉ ମାତ୍ର କିଛି ଦିନର ଅପେକ୍ଷା। ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯିବ ଅଲମ୍ପିକ୍ସ ଗେମ୍ସ। ଏହି କ୍ରୀଡା ମହାକୁମ୍ଭ ପୂର୍ବରୁ ଏକ ବିଶେଷ ପ୍ରକାରର ଶଯ୍ୟା ବିଷୟରେ ଆଲୋଚନା ହେଉଛି। ଯାହାକୁ ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି ସେକ୍ସ…

ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଚହର

କଲମ୍ବୋ,୨୦ା୭: ସାମ୍ନାରେ ଥିଲା ୨୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। କିନ୍ତୁ ୧୯୩ ରନ୍‌ରେ ୭ ଉଇକେଟ ହରାଇ ସାରିଥିଲା ଭାରତ। ବିଜୟର ଆଶା ପ୍ରାୟ ମଉଳି ଯାଇଥିଲା। କିନ୍ତୁ ମ୍ୟାଚ୍‌ର ଫଳାଫଳ ବଦଳି ଦେଇଥିଲେ ଦୀପକ ଚହର। ତାଙ୍କ ସହ ଭୁବନେଶ୍ୱର…

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ କୋହଲି, ରାହାନେ

ଡର୍ହାମ,୨୦।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜ୍‌ଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ାଇଛି ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଆହତ ସମସ୍ୟା। ଦୁହେଁ ଭିନ୍ନ…

ଆଇସିସି ନିୟମରେ ପରିବର୍ତ୍ତନ ଚାହାନ୍ତି କିମ୍ବଦନ୍ତୀ ଖେଳାଳି

କରାଚି,୨୦।୭: ସ୍ପିନରଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିୟମରେ ପରିବର୍ତ୍ତନ ଚାହାନ୍ତି ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ସାକଲିନ ମୁସ୍ତାକ। ଧାର୍ଯ୍ୟ ୧୫ ଡିଗ୍ରୀ ମଧ୍ୟରେ ହାତ ବୁଲାଇ ବୋଲିଂ କରିବା ନିୟମ ଉପରେ ଆଇସିସି ପୁନଃ ବିଚାର କରିବା…

ଅଭ୍ୟାସ ମ୍ୟାଚ୍‌ରେ ବି ଫେଲ୍‌ ମାରିଲେ ରୋହିତ, ପୂଜାରା

ଡର୍ହାମ,୨୦।୭: ଚେଷ୍ଟର ଲେ-ଷ୍ଟ୍ରିଟ୍‌ସ୍ଥିତ ରିଭରସାଇଡ୍‌ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ କାଉଣ୍ଟି ସିଲେକ୍ଟ ଏକାଦଶ ଓ ଭାରତୀୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ୩ ଦିନିଆ ଅଭ୍ୟାସ ମ୍ୟାଚ୍‌। ଏହି ଅଭ୍ୟାସ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା…

୬ ବର୍ଷ ପରେ ନୋ ବଲ

କଲମ୍ବୋ,୨୦।୭: ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩ ଉଇକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। କିନ୍ତୁ ମ୍ୟାଚ୍‌ରେ ସେ ପକାଇଥିବା ଏକମାତ୍ର ନୋ ବଲ ପାଇଁ ବେଶ୍‌ ଚର୍ଚ୍ଚା ଚାଲିଛି ସୋସିଆଲ…

ଭାରତ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ

କଲମ୍ବୋ,୨୦।୭: ଆରମ୍ଭରୁ ଭାରତୀୟ ବୋଲରଙ୍କୁ ସଫଳତା ମିଳି ନ ଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାରଙ୍କ ବଳରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଶେଷ ଆଡ଼କୁ ଚାମିକା କରୁଣାରତ୍ନେଙ୍କ ଉପଯୋଗୀ ୪୪ ରନ୍‌ର ଇନିଂସ…

ଟପ୍‌ ୩ ବ୍ୟାଟ୍ସଓମେନଙ୍କ ମଧ୍ୟରେ ଭାରତର ୨

ଦୁବାଇ,୨୦।୭: ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ରେ ସ୍ଥାନ ପାଇଛନ୍ତି ଦୁଇ ଭାରତୀୟ। ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ପୁଣି ଥରେ ଶୀର୍ଷକୁ ଫେରିଥିବାବେଳେ ୩ୟ ମାନ୍ୟତା ହାସଲ କରିଛନ୍ତି ବାମହାତୀ ଓପନର ସ୍ମ୍ରିତି ମନ୍ଧାନା। ୧୬ ବର୍ଷର କ୍ୟାରିୟରରେ…

ରାଜ୍‌ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଛି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?