ଖେଳ

ସବୁଠୁ ଦାମୀ ଘରେ ରହୁଛନ୍ତି ଏହି ଫୁଟବଲ ଖେଳାଳି, ଦାମ୍‌ ଜାଣିଲେ…

ଲଣ୍ଡନ: ପର୍ତ୍ତୁଗାଲର ସୁପରଷ୍ଟାର ତଥା ଫୁଟବଲ ଖେଳାଳି କ୍ରିଷ୍ଟିୟାନ ରୋନାଲ୍ଡୋ ପୁଣି ଥରେ ଇଂଲଣ୍ଡର ମଞ୍ଚେଷ୍ଟର ୟୁନାଇଟେଡ କ୍ଲବ୍‌କୁ ଫେରି ଆସିଛନ୍ତି। କୁହାଯାଉଛି, ସେ ଇଂଲଣ୍ଡରେ ସ୍ଥାୟୀ ଭାବରେ ରହିବେ। ଏହାସହିତ ରୋନାଲ୍ଡୋଙ୍କ ପର୍ତ୍ତୁଗାଲରେ ଥିବା ଏକ ଆପାର୍ଟମେଣ୍ଟ ଏବେ ପୁଣି…

୩୩୬ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍‌ ଏବେ ରାଜସ୍ଥାନ ପକ୍ଷରୁ ଖେଳିବେ ଆଇପିଏଲ୍‌

ନୂଆଦିଲ୍ଲୀ,୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ନିଜ ଦଳରରେ ୨ ନୂତନ ଖେଳାଳିଙ୍କୁ ସ୍ଥାନ ଦେଇଛି। ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଓଶାନେ ଥୋମାସ ଏବଂ ଓପନର୍‌ ଇଭିନ ଲିଓ୍ବିସ୍‌ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇଛନ୍ତି। ବ୍ୟକ୍ତିଗତ କାରଣରୁ…

ଦେଶ ଛାଡିବେ ଇଂଲଣ୍ଡ କ୍ରିକେଟର୍‌: ଏବେ ଭାରତୀୟ ଖେଳାଳିଙ୍କ ସହ ଆରମ୍ଭ କରିବେ କ୍ୟାରିୟର୍‌

ଲଣ୍ଡନ,୧।୯: ଇଂଲଣ୍ଡ ଅଲରାଉଣ୍ଡର ଲିଆମ ପ୍ଲଙ୍କେଟ ନିଜ ଦେଶ ଛାଡିଛନ୍ତି ଏବଂ ଏବେ ସେ ଭାରତୀୟ ଖେଳାଳିଙ୍କ ସହ ଏକ ନୂତନ ଦଳ ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିବେ। ଚଳିତ ସିଜିନ ଶେଷରେ, ପ୍ଲଙ୍କେଟ ସରେରୁ ବିଦାୟ ନେବେ। ଏହା…

୭ ବଲ୍‌ରେ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ବିପକ୍ଷ ଦଳ ଉଚିତ ଜବାବ ଦେଲେ ଏହି ଖେଳାଳି

ବାରବାଡୋସ,୧।୯: କିରନ ପୋଲାର୍ଡ ଚମତ୍କାର ବ୍ୟାଟିଂ କରି କାରିବିଆନ ପ୍ରିମିୟର ଲିଗ (ସିପିଏଲ ୨୦୨୧) ର ଏକ ମ୍ୟାଚରେ ତାଙ୍କ ଦଳକୁ ଚମତ୍କାର ବିଜୟ ପ୍ରଦାନ କରିଥିଲେ। ଖରାପ ଆରମ୍ଭ ପରେ ଟ୍ରିନିବାଗୋ ନାଇଟ ରାଇଡର୍ସ ୭ ଉଇକେଟ୍‌ ହରାଇ ୧୫୮…

ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ମିଳିଲା ଖୁସି ଖବର

ଲଣ୍ଡନ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଓଭାଲରେ ଖେଳାଯିବ। ଏହି ସିରିଜରେ ଉଭୟ ଦଳ ୧-୧ ରେ ରହିଛନ୍ତି ଏବଂ ଏବେ ଭାରତ-ଇଂଲଣ୍ଡ ଦଳ ଓଭାଲ ଟେଷ୍ଟରେ ଅଗ୍ରଣୀ ହେବାକୁ ଚାହୁଁଛନ୍ତି। ସିରିଜର ଚତୁର୍ଥ…

ସ୍ତ୍ରୀ ଗହଣା ବିକି ସ୍ବାମୀଙ୍କୁ କରିଥିଲେ ଶୁଟର୍‌: ଆଜି ଦେଶକୁ କଲେ ଗୌରବାନ୍ବିତ

ଟୋକିଓ,୧।୯:ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିହଂରାଜ ଆଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଏସ୍‌ଏଚ୍‌-୧ର ଫାଇନାଲରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ୨୧୬.୮ ପଏଣ୍ଟ ସହ ଏହି ପଦକ ଜିତିଛନ୍ତି। ଏହି ଐତିହାସିକ ସଫଳତା ପରେ…

ଓଭାଲରେ ଅସଲ ପରୀକ୍ଷା: ଡରାଉଛି ରେକର୍ଡ

ଓଭାଲ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ – ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ସେପ୍ଟେମ୍ବର ୨ରୁ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଲର୍ଡସ ଟେଷ୍ଟ ଜିତିଥିବା ଟିମ ଇଣ୍ଡିଆ ଲିଡ୍ସରେ ଗୋଟିଏ ଇନିଂସ ଏବଂ ୭୨ ରନ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ହରାଇ…

ସିରିଜ୍‌ ଜିତିବାକୁ ହେଲେ ଏହି ଖେଳାଳିଙ୍କୁ ଚୁପ୍‌ ରଖ

ଲଣ୍ଡନ,୩୧।୮: ଆମକୁ ଟେଷ୍ଟ ସିରିଜ୍‌ ଜିତିବାକୁ ହେଲେ ଆଗାମୀ ଦୁଇ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୁପ୍‌ ରଖିବାକୁ ପଡ଼ିବ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ମଙ୍ଗଳବାର ଏଭଳି କହିଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର…

କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର

ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା ଷ୍ଟେଇନଙ୍କୁ ଇତିହାସର ଅତ୍ୟତମ ଦୁର୍ଦ୍ଧର୍ଷ ବୋଲର ଭାବେ ଗଣନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ସେ…

ଏହି କାରଣରୁ ଇଂଲଣ୍ଡ ବୋଲରଙ୍କୁ ଖେଳିପାରୁନାହାନ୍ତି କୋହଲି; ଇରଫାନ୍‌ ରଖିଲେ ଭିନ୍ନ ମତ

ନୂଆଦିଲ୍ଲୀ,୩୧।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଯାବତ ଶେଷ…

ପୁରୁଣା କ୍ଲବକୁ ଫେରୁଛନ୍ତି ରୋନାଲ୍ଡୋ

ମାଞ୍ଚେଷ୍ଟର,୩୧।୮: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଇଟାଲିର ଜୁଭେଣ୍ଟସ ସହ ଚୁକ୍ତି ପ୍ରକ୍ରିୟା ଶେଷ କରିଛି ଇଂଲିଶ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌। ୩୬ ବର୍ଷୀୟ ରୋନାଲ୍ଡୋ ଆଗାମୀ ଦୁଇ ବର୍ଷ ପାଇଁ ପ୍ରିମିୟର ଲିଗ୍‌ରେ ଖେଳିବେ। ଏଥି ଲାଗି ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ…

ସିଂହରାଜ କଲେ କମାଲ୍‌: ଜିତିଲେ ବ୍ରୋଞ୍ଜ

ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ ନରୱାଲ ନିରାଶ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବାହାରିଯାଇଥିଲେ। ଏହାପୂର୍ବରୁ ମହିଳା ୧୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?