ଖେଳ

କ୍ରିକେଟକୁ ବାଏ ବାଏ କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୮: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନି ସୋମବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ୩୭ ବର୍ଷୀୟ ବିନି ଦୀର୍ଘ ସମୟ ଧରି ଦଳରୁ ବାଦ୍‌ ପଡୁଥିଲେ। ସେ ୨୦୧୬ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି। ଯଦିଓ ସେ…

ଇତିହାସ ରଚିଲେ ଅବନୀ

ଟୋକିଓ,୩୦।୮: ଭାରତର ଅବନୀ ଲେଖରା ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ମହିଳା ୧୦ ମିଟର ଏୟାର ଇଭେଣ୍ଟ ଏସ୍‌ଏଚ୍‌-୧ ରେ ସେ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ପାରାଲିମ୍ପିକ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ। ପୁରୁଷ…

ଭାରତକୁ ୩ ପଦକ

ଟୋକିଓ,୩୦।୮: ଜାତୀୟ କ୍ରୀଡ଼ା ଦିବସରେ ଟୋକିଓ ପାରାଲିମ୍ପିକ୍ସରେ ଭାରତର ୩ଜଣ ଖେଳାଳି ପଦକ ଜିତି ଦେଶକୁ ଉପହାର ପ୍ରଦାନ କରିଛନ୍ତି। ଦୁଇ ଜଣ ଆଥ୍‌ଲେଟ ରୌପ୍ୟ ଓ ଜଣେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ରବିବାର…

୧୬ ବଲ୍‌ରେ ଶେଷ ହେଲା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌: ଖେଳାଳିଙ୍କ ସ୍କୋର ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ରିକେଟ ପଡ଼ିଆରେ ପ୍ରତିଦିନ କିଛି ରେକର୍ଡ ଭାଙ୍ଗେ କିଛି ରେକର୍ଡ ସୃଷ୍ଟି ହୁଏ। ଖେଳାଳିମାନେ ବଲ କିମ୍ବା ବ୍ୟାଟ ସହିତ କିଛି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରନ୍ତି। କିନ୍ତୁ ବେଳେବେଳେ ଏପରି ଲଜ୍ଜାଜନକ ରେକର୍ଡ ମଧ୍ୟ କିଛି ଖେଳାଳି କିମ୍ବା ଦଳର ନାମରେ…

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ ଏକ ବର୍ଷ ହେଲା ସେ ହଂକଂ ପାଇଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳୁ ନାହାନ୍ତି।…

ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୮: ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ଠାରୁ ଇନିଂସ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ସବୁଠୁ ଅଭିଜ୍ଞ ପେସର ଇଶାନ୍ତ ଶର୍ମା ପରବର୍ତ୍ତୀ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି। କାରଣ ତୃତୀୟ ଟେଷ୍ଟରେ…

ପନ୍ତଙ୍କ ବ୍ୟାଟିଂ ଟେକ୍‌ନିକ ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୯।୮: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହେଡିଂଲେ ଟେଷ୍ଟର ଉଭୟ ଇନିଂସରେ ୨୩ ବର୍ଷୀୟ ପନ୍ତ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।…

ଭାରତକୁ ଦ୍ୱିତୀୟ ରୌପ୍ୟ ଦେଲେ ନିଷାଦ

ନୂଆଦିଲ୍ଲୀ,୨୯।୮: ଚଳିତ ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ଦ୍ୱିତୀୟ ରୌପ୍ୟ ପଦକ। ନିଷାଦ କୁମାର ପୁରୁଷ ହାଇଜମ୍ପ ଟି୪୭ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛନ୍ତି। ସେ ତାଙ୍କର ୮ମ ଉଦ୍ୟମରେ ୨.୦୬ ମିଟର ଉଚ୍ଚତା ହାସଲ କରିଥିଲେ। ଏଥିସହ ସେ…

୧୩ ବର୍ଷ କ୍ରିକେଟ କ୍ୟାରିୟରରେ ପ୍ରଥମ ଥର ସାମ୍ବାଦିକଙ୍କ ପରାମର୍ଶ ଶୁଣି ନିରବ ରହିଲେ କୋହଲି; କେବଳ କହିଲେ…

ନୂଆଦିଲ୍ଲୀ,୨୯।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ ଟିମ୍‌। ଲର୍ଡସ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବାହାବା ସାଉଁଟିବା ପରେ ଭାରତୀୟ ଦଳକୁ ପରାଜୟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମ୍ୟାଚ୍‌ ଶେଷ…

ଜିତିବାକୁ ଥିଲା ମାତ୍ର ୩୪ ରନ୍‌, ହାତରେ ୭ ଉଇକେଟ; ତଥାପି ହାରିଥିଲା ଦଳ

ଟେଷ୍ଟ କ୍ରିକେଟ ଖେଳାଳିଙ୍କ ପାଇଁ ପ୍ରକୃତ ପରୀକ୍ଷା ବୋଲି କୁହାଯାଏ। ଗୋଟିଏ ଅଧିବେଶନରେ ମ୍ୟାଚ୍‌ରେ ସ୍ଥିତି ବଦଳିଯାଏ। ଏହିପରି ଗୋଟିଏ ମ୍ୟାଚ ୧୮୮୨ମସିହାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଇଥିଲା। ଯାହାର ଫଳାଫଳ ଆଜିି ଅର୍ଥାତ୍‌ ୨୯ ଅଗଷ୍ଟରେ ଆସିଥିଲା।…

୨୭ ଛକା ସହ ୩୪୮ ରନ୍‌ କରିଥିବା ଖେଳାଳିଙ୍କୁ ଓଭାଲ ଟେଷ୍ଟରେ ମିଳିପାରେ ସୁଯୋଗ

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଛି। ଖେଳର ଚତୁର୍ଥ ଦିନରେ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ମ୍ୟାଚ ଜିତିବା ପରେ ଇଂଲଣ୍ଡ ସିରିଜକୁ ୧-୧ରେ ସମାନ କରିଥିଲା। ସେପ୍ଟେମ୍ବର ୨ରୁ ଆରମ୍ଭ ହେବାକୁ ଥିବା ଓଭାଲ…

ଭାରତୀୟ ଦଳକୁ ଲାଗିଲା ବଡ଼ ଝଟ୍‌କା: ହସ୍ପିଟାଲରେ ଏହି କ୍ରିକେଟର୍‌

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଖେଳର ତୃତୀୟ ଦିନରେ ଭାରତ ୨ ଉଇକେଟ ପାଇଁ ୨୧୫ ସ୍କୋର କରିଥିଲା ଏବଂ ଲାଗୁଥିଲା ଯେ ବିରାଟ କୋହଲି ଏବଂ ଚେତେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?