ଖେଳ

କୋହଲିଙ୍କୁ ଆଉଟ୍‌ କରିବା ପରେ ସବୁଠୁ ଅଧିକ ଖୁସି ହୁଅନ୍ତି ଆଣ୍ଡରସନ୍‌, କାରଣ କଲେ ଖୁଲାସା

କ୍ରିକେଟ ପଡ଼ିଆରେ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ୨୦୧୪ ପରଠାରୁ ବିରାଟ ଏବଂ ଆଣ୍ଡରସନଙ୍କ ମଧ୍ୟରେ ଟକ୍କର ଚାଲିଛି। ଆଣ୍ଡରସନ ୨୦୧୪ରେ କୋହଲିଙ୍କୁ ଆଉଟ୍‌ କରିଥିଲେ, ୨୦୧୮ରେ ଭାରତୀୟ ଅଧିନାୟକ କୋହଲି ପ୍ରାଧାନ୍ୟ ବିସ୍ତାର…

ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଥିଲେ ଧୋନୀ; ଶାସ୍ତ୍ରୀ କହିଲେ ‘କ’ଣ ହୋଇଥିଲା ସେଦିନ’…

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ ବିଦାୟ ନେବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ହେଁ ସୀମିତ ଓଭର କ୍ରିକେଟରେ ସେ ସକ୍ରିୟ ଥିଲେ।…

୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିବା ବୋଲର୍‌ ଭାରତୀୟ ଦଳରେ ସାମିଲ୍‌: ବିଜୟ ଆଶାରେ ବିରାଟବାହିନୀ

ଓଭାଲ,୨।୯: ଚତୁର୍ଥ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ଏ ପର୍ଯ୍ୟନ୍ତ ସେ ରିଜର୍ଭ ଖେଳାଳି ଭାବରେ ଦଳ ସହିତ ଥିଲେ। ଏଭଳି…

ଲମ୍ବା କେଶ ପାଇଁ ଜୋରିମନା ଦେଉଥଲେ ଏହି ପ୍ରସିଦ୍ଧ କ୍ରିକେଟ୍‌ର: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି ଏବଂ ଚତୁର୍ଥ ଟେଷ୍ଟ ଗୁରୁବାରଠାରୁ ଓଭାଲରେ ଆରମ୍ଭ ହେବ। ଏହି ଗସ୍ତରେ ଇଶାନ୍ତ ଶର୍ମା ମଧ୍ୟ ଟିମ ଇଣ୍ଡିଆ ସହିତ ଅଛନ୍ତି। ଲିଡ୍ସରେ ତୃତୀୟ ଟେଷ୍ଟ ଛାଡି ସେ ବାକି ଦୁଇଟି…

ଚେତାବନୀ ଦେଲେ ରବି ଶାସ୍ତ୍ରୀ

ଲଣ୍ଡନ,୧।୯: ଆଜିଠାରୁ ଓଭାଲରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲିଡ୍ସରେ ଲଜ୍ଜାଜନକ ପରାଜୟ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଲର୍ଡସ ମ୍ୟାଚ୍‌ ବିଜୟରୁ ପ୍ରେରଣା ନେବାକୁ ରବି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀ ସ୍ବୀକାର କରିଛନ୍ତି ଯେ,…

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍‌

ଓଭାଲ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨ଠାରୁ ଓଭାଲରେ ଖେଳାଯିବ। ଉଭୟ ଦଳ ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଗୋଟି ଗୋଟିଏ ମ୍ୟାଚ୍‌ ଜିତିଛନ୍ତି। ବର୍ଷା ହେତୁ ପ୍ରଥମ ମ୍ୟାଚ ଡ୍ର ହୋଇଥିଲା।…

ସୁପରଓଭରରେ ୬ ରନ୍‌ ରୋକି ଦେଲେ

ସେଣ୍ଟ କିଟ୍ସ,୨।୯: ମ୍ୟାଚ୍‌କୁ ଜିତିବା ପାଇଁ ଟ୍ରିନବାଗୋ ନାଇଟ୍‌ ରାଇଡର୍ସ (ଟିକେଆର୍‌)କୁ ସୁପରଓଭରରେ ଦରକାର ଥାଏ ୭ ରନ୍‌। ଗୁଏନା ଆମାଜନ ଓ୍ବାରିଅର୍ସ ପାଇଁ ବୋଲିଂ କରିଥିଲେ ରୋମାରିଓ ଶେଫର୍ଡ। ପ୍ରଥମ ବଲରେ କିରନ ପୋଲାର୍ଡଙ୍କୁ ଆଉଟ୍‌ କରିଥିଲେ। ପରବର୍ତ୍ତୀ ୫…

ଭାରତୀୟ ଦଳରେ ନୂଆ ପେସର

ଲଣ୍ଡନ,୧।୯: ଇଂଲଣ୍ଡ ବିପକ୍ଷରେ ଗୁରୁବାର ଠାରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣା। ଟିମ୍‌ ମ୍ୟାନେଜମେଣ୍ଟର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଇଂଲଣ୍ଡ ଗସ୍ତ…

ଓଭାଲ ଟେଷ୍ଟ ପରେ ଘୋଷଣା ହେବ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ

ନୂଆଦିଲ୍ଲୀ,୧।୯: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ। ଗୁରୁବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଜାତୀୟ ଚୟନକର୍ତ୍ତାଙ୍କ ବୈଠକ ବସିବ। ଓଭାଲଠାରେ…

ଅମ୍ପାୟର ଭୁଲ କରିବାରୁ ଏମିତି କଲେ ପୋଲାର୍ଡ

ଜାମାଇକା,୧।୯: ଚଳିତ କାରିବିଆନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଙ୍ଗବଳାର ଖେଳାଯାଇଥିବା ଏକ ଲିଗ୍‌ ମ୍ୟାଚ୍‌ରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିକୁ ଭିନ୍ନ ଶୈଳୀରେ ବିରୋଧ ପ୍ରଦର୍ଶନ କରିଛନ୍ତି ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର କିରନ ପୋଲାର୍ଡ। ସେଣ୍ଟ ଲୁସିଆ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟ୍ରିନବାଗୋ ନାଇଟ୍‌…

୬୦ ରନ୍‌ରେ ଅଲଆଉଟ୍‌

ଢାକା,୧।୯: ସ୍ଥାନୀୟ ଶେରେ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୬୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡ ପାଇଁ ସବୁଠୁ କମ୍‌ ଦଳଗତ ସ୍କୋର।…

କୋହଲିଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ,୧।୯: ଟେଷ୍ଟ ର଼୍ୟାଙ୍କିଙ୍ଗରେ ରୋହିତ ଶର୍ମା ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ ପ୍ରଥମ ଥର ପାଇଁ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଟପ -୫ ରେ ପହଞ୍ଚିଛନ୍ତି। ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଛାଡିଛନ୍ତି। ଗୋଟିଏ ସ୍ଥାନର ସୁବିଧା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?