Posted inଖେଳ

ଅଷ୍ଟ୍ରେଲିୟ କ୍ରିକେଟରଙ୍କ ବଡ଼ ଭବିଷ୍ୟବାଣୀ; ବିଶ୍ୱକପ୍‌ ଫାଇନାଲ ଖେଳିବେ…

ଦୁବାଇ, ୩୧।୧୦: ଏବେ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ମୁକାବିଲା ଖେଳାଯାଉଛି। ଏହାପରେ ସେମିଫାଇନାଲ ଏବଂ ଫାଇନାଲ ଖେଳାଯିବ। ଏଣୁ ପୂର୍ବରୁ ବିଶ୍ୱକପ୍‌ରେ କିଏ ବାଜି ମାରିବ ସେନେଇ କହିବା ମୁସ୍କିଲ। ଏବେ ଅଷ୍ଟ୍ରେଲିଆର ପୂର୍ବ ଅଭିଜ୍ଞ ସ୍ପିନର ଶେନ୍‌ ଓ୍ବାର୍ନ ବଡ଼ ଭବିଷ୍ୟବାଣୀ କରିଛନ୍ତି।

ସେ କହିଛନ୍ତି, ଗ୍ରୁପ୍‌-୧ରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଶୀର୍ଷ ୪ରେ ସ୍ଥାନ ପାଇବାରେ ସକ୍ଷମ ହେବେ। ଗ୍ରୁପ୍‌-୨ରୁ ଭାରତ ଏବଂ ପାକିସ୍ତାନ ଟିମ୍‌ ସେମିଫାଇନାଲ ଖେଳିବେ। ଇଂଲଣ୍ଡ ଏବେ ଅଙ୍କତାଲିକାରେ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ପାକିସ୍ତାନ ଲଗାତାର ୩ ମ୍ୟାଚ୍‌ ଜିତି ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନ ପାଇଁ ଅନ୍ୟଟିମ୍‌ଗୁଡ଼ିକ ସଂଘର୍ଷ କରିବେ। ଭାରତ ଏବେ ଗୋଟିଏ ମ୍ୟାଚ୍‌ ଖେଳିଥିବା ସତ୍ତ୍ୱେ ଦଳ ସେମିଫାଇନାଲରେ ପହଞ୍ଚିବ ବୋଲି ଓ୍ବାର୍ନ କହିଛନ୍ତି। ଏହାଛଡ଼ା ବିଶ୍ୱକପ୍‌ ଫାଇନାଲରେ ଭାରତ-ପାକିସ୍ତାନ ନଚେତ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟ ଟକ୍କର ହୋଇପାରେ ବୋଲି ସେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌(ଓଟିପିଏଲ)ର ତୃତୀୟ ସଂସ୍କରଣ ବୁଧବାର କିଟ୍‌ ପରିସରରେ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ...

୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ

ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍‌ ତଳେ...

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

୧୯ ବର୍ଷରୁ କମ୍‌ ଏସିଆ କପ୍‌: ହ୍ୟାଟ୍ରିକ ବିଜୟ ସେମିରେ ଭାରତ

କଲମ୍ବୋ, ୯।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌-ଏ’ର ଖେଳାଯାଇଥିବା...

ମହିଳା କ୍ରିକେଟର ଡେଭିନଙ୍କ ବିଶ୍ୱ ରେକର୍ଡ

ଓ୍ବେଲିଂଟନ,୧୦।୨- ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ସୋଫି ଡେଭିନ ସୋମବାର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ...

ଫେଡେରେଶନ କପ୍‌ ଆଥଲେଟିକ୍ସ ୧୦୦ ମି. ରେସ୍‌: ଦୂତୀଙ୍କୁ ରୌପ୍ୟ, ଅମିୟ ୭ମ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାର ଏନ୍‌ଏସ ଏନ୍‌ଆଇଏସ୍‌ରେ ଆରମ୍ଭ ହୋଇଥିବା ୨୪ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ...

ଆର୍ଚରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ସୁରକ୍ଷା ବ୍ୟବସ୍ଥା କଡ଼ା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୨୭।୧୧(ଏଏଫ୍‌ପି)- ହାମିଲଟନରେ ଆଗକୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ମାଉଣ୍ଟ...

ଭାରତୀୟ ଟିମ୍‌ରେ ଏହି ଖେଳାଳିଙ୍କ ସ୍ଥାନ ନେବେ ରୋହିତ ଶର୍ମା, ଯାଦବଙ୍କ ବିକଳ୍ପ ନେଇ ଛିଣ୍ଡୁନି ଅଙ୍କ

ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଖେଳାଯିବ। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ ରୋହିତ ଶର୍ମା। ସେହିଭଳି...

Advertisement
Archives

Model This Week