ଖେଳ

ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଲିଡ୍ସ ଭଳି ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏଠାରେ…

ଡେବ୍ୟୁ ମ୍ୟାଚ୍‌ରେ ୯ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଥିଲେ ଏହି ବୋଲର୍‌

ଭାରତୀୟ ପେସର୍‌ ମହମ୍ମଦ ଶାମି ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆ ସହିତ ଥିବା ଶାମି ତାଙ୍କ କ୍ୟାରିୟରରେ ଅନେକ ଥର ବିଜୟରେ ସହଯୋଗ କରିଥିଲେ। ଟେଷ୍ଟ ଡେବ୍ୟୁରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ…

ଓ୍ବାଇଡ୍‌-ନୋ’ ବଲ୍‌ ନାହିଁ; ତଥାପି ଗୋଟିଏ ଓଭରରେ ପଡିଲା ୭ ବଲ୍‌: ଜାଣନ୍ତୁ ରୋଚକ ଘଟଣା ବିଷୟରେ..

କଲମ୍ବୋ,୩।୯:ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ଟି ଦିନିକିଆ ସିରିଜ ଗୁରୁବାର ଠାରୁ କଲମ୍ବୋରେ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଶ୍ରୀଲଙ୍କା ଇନିଂସର ୧୬…

ଓଭାଲ ଟେଷ୍ଟ: ପଛରେ ନାହିଁ ଭାରତ

ଓଭାଲ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ମେଘୁଆ ପାଗ ଦେଖି ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ…

ଗୋଟିଏ ଓଭରରେ ଇଂଲଣ୍ଡକୁ ଡବଲ ଝଟକା ଦେଲେ ବୁମରା

ଓଭାଲ,୨।୯: ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହାପରେ ଗୋଟିଏ ଓଭରରେ ଇଂଲଣ୍ଡର ଦୁଇ ଓପନରଙ୍କୁ ବିଦା କରିଛନ୍ତି ଯଶପ୍ରୀତ ବୁମରା। ରୋରି ବନର୍‌ସ (୫)ଙ୍କୁ କ୍ଲିନ ବୋଲ୍ଡ କରିବା ପରେ…

୨୦୦ ଛୁଇଁ ପାରିଲାନି ଟିମ୍‌ ଇଣ୍ଡିଆ

ଓଭାଲ,୨।୯: ଇଂଲଣ୍ଡ ବିପକ୍ଷରେ ଏଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ପୂରା ଫେଲ୍‌ ମାରିଥିଲା ଟପ୍‌ ଅର୍ଡର। କେବଳ ଅଧିନାୟକ ବିରାଟ…

ଭଲ ଆରମ୍ଭକୁ ବଡ଼ ଇନିଂସରେ ପରିବର୍ତ୍ତନ କରିପାରିଲେ ନାହିଁ କୋହଲି

ଓଭାଲ,୨।୯: ଇଂଲଣ୍ଡ ବିପକ୍ଷ ଓଭାଲ ତଥା ଚତୁର୍ଥ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଆରମ୍ଭ ମିଳିଥିଲା। ଥରେ ସ୍ଲିପ୍‌ ଅଞ୍ଚଳରେ ଜୀବନଦାନ ପାଇଥିବା କୋହଲି ୯୬ ବଲର ସମ୍ମୁଖୀନ ହୋଇ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ…

ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ

ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତିକୁ ବହୁ ପ୍ରାକ୍ତନ ଖେଳାଳି ସମାଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଇଂଲଣ୍ଡର…

କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି; କିଛି ଏପରି ରହିଛି କାରଣ…

ଲଣ୍ଡନ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲଷଣ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଥିବା…

ମହାନ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଲେ କୋହଲି

ଓଭାଲ,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଚୌକା ଲଗାଇ ଖାତା ଖୋଲିଛନ୍ତି। ଏଥିସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂରଣ ହୋଇଛି ୨୩ ହଜାର ରନ୍‌। ସେ ବିଶ୍ୱ ଇତିହାସର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଏହି…

ଶସ୍ତାରେ ଚାଲିଗଲେ ଓପନର

ଓଭାଲ,୨।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କ ଉଇକେଟ ହରାଇଛି। ରୋହିତ ଶର୍ମା (୧୧) ଓ ଲୋକେଶ ରାହୁଲ (୧୭)ଙ୍କ ଓପନିଂ ଯୋଡ଼ି ୨୮ ରନ୍‌ର ଭଗୀଦାରି କରିଥିଲେ। ପ୍ରଥମେ ରୋହିତ, କ୍ରିସ…

ଟସ୍‌ ଜିତିଲା ଇଂଲଣ୍ଡ

ଓଭାଲ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?