ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ବଢିଥିଲା କ୍ରିକେଟ୍ ନିଶା; ପଡ଼ିଆରେ କରିଥିଲେ ଅନେକ ରେକର୍ଡ
କ୍ରୀଡା ଏବଂ ଅଧ୍ୟୟନର ମିଳନ କ୍ୱଚିତ୍ ଦେଖାଯାଏ, କିନ୍ତୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ଅଧ୍ୟୟନ କରିବା ପରେ ଖେଳକୁ ନିଜର କ୍ୟାରିଅର୍ କରିଥିଲେ। ଏହିପରି ଜଣେ କ୍ରିକେଟର ହେଉଛନ୍ତି ଜଭଗଲ ଶ୍ରୀନାଥ, ଯିଏ ଇଞ୍ଜିନିୟରିଂ କରିଥିଲେ ଏବଂ ପରେ…
ମାଲାମାଲ ହେବ ବିସିସିଆଇ
ନୂଆଦିଲ୍ଲୀ,୩୧।୮: ଘରୋଇ ଟି-୨୦ ଲିଗ ଆଇପିଏଲ ପାଇଁ ବିସିସିଆଇ ବଡ ପ୍ରସ୍ତୁତି କରୁଛି। ଆଇପିଏଲ୍ର ପରବର୍ତ୍ତୀ ସିଜିନରୁ ୮ ଟିମ୍ ବଦଳରେ ୧୦ଟି ଟିମ୍ ଭାଗ ନେବେ। ବୋର୍ଡ ଏକ ଦଳର ମୂଳ ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା…
ଇଂଲଣ୍ଡ କ୍ରିକେଟର୍ଙ୍କୁ ନିଜ ଜର୍ସି ଦେଲେ ରବିନ୍ଦ୍ର ଜାଡେଜା, ଜାଣନ୍ତୁ କାହିଁକି
ଲଣ୍ଡନ,୩୧।୮:ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ବିଶେଷ କାରଣ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କୁ ତାଙ୍କ ଟେଷ୍ଟ ଜର୍ସି ଉପହାର ଦେଇଛନ୍ତି। ଏହି ଜର୍ସିରେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ସମସ୍ତ ସଦସ୍ୟ ମଧ୍ୟ ଦସ୍ତଖତ କରିଛନ୍ତି।…
ତାଲିବାନଙ୍କ ପ୍ରଶଂସାରେ ଶତମୁଖ ଏହି ପ୍ରସିଦ୍ଧ କ୍ରିକେଟର୍
ଇସଲାମାବାଦ୍,୩୧।୮: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଯିଏକି ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏଥର ତାଲିବାନକୁ ପ୍ରଶଂସା ସେ ପୁଣି ଲୋକଳୋଚନକୁ ଆସିଛନ୍ତି। ତାଲିବାନ ବିଷୟରେ ସେ ଦେଇଥିବା ବିବୃତ୍ତି ସମଗ୍ର ବିଶ୍ୱରେ ଏକ ସମ୍ବେଦନଶୀଳତା…
ଆଖିବୁଜିଲେ ମହାନ କ୍ରିକେଟର୍
ମୁମ୍ବାଇ,୩୧।୮:ମୁମ୍ବାଇ ଏବଂ ବରୋଦା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ଭାସୁ ପରଞ୍ଜପେଙ୍କର ୮୨ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଭାସୁ ମଧ୍ୟ ଜଣେ ମହାନ କୋଚ ଥିଲେ। ସେ ଭାରତର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ କୌଶଳକୁ ତୀକ୍ଷ୍ଣ କରିବା…
ଟୋକିଓରେ ପୁଣି ଉଡିଲା ତ୍ରିରଙ୍ଗା: ବିଶ୍ୱରେକର୍ଡ ସହ ସୁମିତ ଆଣିଲେ ସ୍ବର୍ଣ୍ଣ
ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ସୋମବାର ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଅବନୀଙ୍କ ପରେ ଆଜି ସୁମିତ ଅନ୍ତିଲ ଭାରତ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଜାଭେଲିନ୍ ଥ୍ରୋର ପୁରୁଷ ଏଫ୍୬୪ କିଗ୍ରା ବର୍ଗରେ ସେ ସ୍ବର୍ଣ୍ଣ ଜିତିଛନ୍ତି।…
ପଦକ ବିଜେତାଙ୍କ ଉପରେ ଧନ ବର୍ଷା
ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଅବନୀ ଲେଖରା ସ୍ବର୍ଣ୍ଣ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂ…
ପାରାଲିମ୍ପିକ୍ସରେ ପଦକ ହରାଇଲେ ବିନୋଦ…
ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସର ଡିସକସ୍ ଥ୍ରୋରେ ବ୍ରୋଞ୍ଜ୍ ପଦକ ବିଜେତା ହୋଇଥିବା ଭାରତର ବିନୋଦ କୁମାରଙ୍କୁ ଆଉ ପଦକ ମିଳିବ ନାହିଁ। ତାଙ୍କୁ ଯୋଗ୍ୟତା ବର୍ଗ ଅନୁସାରେ ଅଯୋଗ୍ୟ ଘୋଷିତ କରାଯାଇଛି। ବିନୋଦ ଏଫ୍-୫୨ ପୁରୁଷ ବର୍ଗରେ ପଦକ ହାସଲ କରିଥିଲେ।…
ପିଲାଦିନେ ଗୋଟିଏ ହାତ କାମୁଡ଼ି ଛିଣ୍ଡେଇ ଦେଇଥିଲା ଭାଲୁ, ପାରାଅଲିମ୍ପିକ୍ସରେ ରଚିଲେ ଇତିହାସ
ଜାପାନ,୩୦ା୮: କୁହାଯାଏ, ସାହସ ଥିବା ଲୋକ କେବେ ହାରେନାହିଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦିତ କରିଛନ୍ତି ଟେବୁଲ ଟେନିସ ଖେଳାଳି ମା ଲିନ୍। ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ଚିଡ଼ିଆଖାନା ଯାଇଥିବା ବେଳେ ଏକ ଭାଲୁକୁ ଖାଇବା ଦେବା ସମୟରେ…
ମନର ଯନ୍ତ୍ରଣା ବଖାଣିଲେ ଶ୍ରେୟାସ୍: କାନ୍ଦି କାନ୍ଦି ଯାଇଥିଲେ ଡ୍ରେସିଂ ରୁମ୍
ନୂଆଦିଲ୍ଲୀ,୩୦।୮: ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟର ଏବେ କାନ୍ଧ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କୁ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳୁଥିବା ଦେଖିବାକୁ…
ଆରସିବିକୁ ଲାଗିଲା ବଡ଼ ଝଟ୍କା: ଆଇପିଏଲ୍ରୁ ବାଦ୍ ପଡ଼ିଲେ ଏହି ଖେଳାଳି
ଦୁବାଇ,୩୦।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସରେ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଦଳ ୟୁଏଇରେ ପହଞ୍ଚିଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ ରାହୁଲଙ୍କ ପରି କିଛି ଭାରତୀୟ ଖେଳାଳି ବିଳମ୍ବରେ ୟୁଏଇରେ ସେମାନଙ୍କ…
ଦିନେ ଭାରତୀୟ ଦଳକୁ କରୁଥିଲେ ହଇରାଣ: ଏବେ ଦେଶ ଛାଡି ଭାରତ ପାଇଁ ଖେଳିବେ କ୍ରିକେଟ୍
ନୂଆଦିଲ୍ଲୀ,୩୦।୮: ଏସିଆ କପ ୨୦୧୮ର ଏକ ମ୍ୟାଚ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ପାଇଁ ସ୍ମରଣୀୟ। କ୍ରିକେଟ୍ର ଶିଶୁ କୁହାଯାଉଥିବା ହଂକଂ ଭଳି ଦଳ ଗ୍ରୁପ ମ୍ୟାଚରେ ଭାରତକୁ ପରାସ୍ତ କରିବାର ନିକଟରେ ପହଞ୍ଚିଥିଲା। ହଂକଂର ନିମ୍ନ ଅର୍ଡର ବ୍ୟାଟ୍ସମ୍ୟାନ କୁଲଦୀପ ଯାଦବ…

