Posted inଖେଳ

ଦୀର୍ଘ ଦିନର ପ୍ରେମିକାଙ୍କ ହାତ ଧରିଲେ ଅଲରାଉଣ୍ଡର

ଭାରତୀୟ ଅଲରାଉଣ୍ଡର ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଶ୍ରେୟାସ ଗୋପାଳ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିଛନ୍ତି। ଶ୍ରେୟାସ ଏବଂ ନିକିତା ପରସ୍ପର ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ନିକିତାଙ୍କୁ ୧୧ ଅଗଷ୍ଟ ୨୦୨୧ରେ ଏକ ଫିଲ୍ମ ଷ୍ଟାଇଲରେ ବିବାହ ପ୍ରସ୍ତାବ ଦେଇଥିଲେ। ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ନିକିତା ଶିବ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ସ୍ନାତକ ହାସଲ କରିଛନ୍ତି। ଅଧ୍ୟୟନ ସମାପ୍ତ କରିବା ପରେ ବେଙ୍ଗାଲୁରୁର ଅନେକ ସଫ୍ଟୱେର୍‌ କମ୍ପାନୀରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ମାନା ନେଟୱାର୍କ ନାମକ ଏକ କମ୍ପାନୀ ଆରମ୍ଭ କରିଛନ୍ତି। ନିକିତା ଶିବ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି। ସେ ପ୍ରାୟତଃ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରନ୍ତି । ଏହା ବ୍ୟତୀତ ନିକିତା ଶିବ ତାଙ୍କ ଫିଟନେସ ପ୍ରତି ବହୁତ ଧ୍ୟାନ ଦିଅନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମରେ ବିବାହର କିଛି ବିଶେଷ ଫଟୋ ମଧ୍ୟ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟ୍‌ରେ ଶାହରୁଖ-ସଲମାନ

ନୂଆଦିଲ୍ଲୀ,୧୨।୮- ଶାହରୁଖ ଖାନ୍‌ ଓ ସଲମାନ ଖାନ୍‌ ବଲିଉଡର ଦୁଇ ସପୁରଷ୍ଟାର। କିନ୍ତୁ ଦୁଇ ସୁପରଷ୍ଟାରଙ୍କ ନାମରେ ଦେଶରେ ଘରୋଇ କ୍ରିକେଟରେ ଦୁଇ କ୍ରିକେଟର ଅଛନ୍ତି।...

୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ: ଆଇଓସି ମାନବିକ ଅଧିକାର ଉଲ୍ଲଂଘନ କରିବା ନେଇ ଅଭିଯୋଗ

ଓ୍ବାଶିଂଟନ,୧୯।୧୨(ଏପି): ବେଜିଂରେ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ତେବେ ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପାଇଁ ବ୍ୟାପକ ଭାବେ ମାନବିକ ଅଧିକାରର ଉଲ୍ଲଂଘନ...

ଓମେନ୍ସ ପ୍ରିମିୟର ଲିଗ୍‌: ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ

ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ସର୍ବ ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୫ଟି ଫ୍ରାଞ୍ଚାଇଜ୍‌ ଦଳକୁ ନେଇ ଏହି ପ୍ରତିଯୋଗିତା ମାର୍ଚ୍ଚ ୪ରୁ...

ବାରବାଟୀରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍‌ର ୩ ମ୍ୟାଚ୍‌

କଟକ ଅଫିସ,୨୪।୮: ଲିଜେଣ୍ଡ କ୍ରିକେଟ ଲିଗ୍‌(ଏଲ୍‌ଏଲ୍‌ସି)ର ତିନୋଟି ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ...

ସ୍ପେନ୍‌ରେ ମହିଳା ଫୁଟବଲକୁ ପେସାଦାର ମାନ୍ୟତା

ମାଡ୍ରିଡ,୧୧।୬(ଏପି): ସ୍ପେନ୍‌ରେ ମହିଳା ସକର ବା ଫୁଟବଲ୍‌କୁ ପେସାଦାର ମାନ୍ୟତା ମିଳିଛି। ଦେଶର ଦୁଇଟି ଶ୍ରେଷ୍ଠ ସକର ଡିଭିଜନ୍‌କୁ ମର୍ଯ୍ୟାଦା ପ୍ରଦାନ କରାଯାଇଛି ବୋଲି ସ୍ପାନିଶ୍‌...

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ସେରେନା

ଲଣ୍ଡନ,୨୮।୬: ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଆସନ୍ତାମାସରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛନ୍ତି। ଅଲିମ୍ପିକ୍ସ ଅଂଶଗ୍ରହଣ କରିବେ ନାହିଁ...

ଚାଇନା ତାରକା ଫୁଟବଲର କରୋନା ଭାଇରସ ଆକ୍ରାନ୍ତ

ସାଙ୍ଘାଇ,୨୧।୩(ପି.ଟି.):  ଚାଇନାର ଜଣାଶୁଣା ଫୁଟବଲ ତାରକା ବୁ ଲେଇ ସ୍ପେନ୍‌ରେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ର ଇସ୍ପାନ୍ୟୋଲ କ୍ଲବ ତରଫରୁ ଖେଳୁଥିବା ଲେଇଙ୍କ...

ନରସିଂହ ଯାଦବଙ୍କ ବାସନ୍ଦ ସିରିଲା: ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ

ନୂଆଦିଲ୍ଲୀ,୪।୮: ଭାରତୀୟ ତାରକା ରେସଲର ନରସିଂହ ଯାଦବଙ୍କ ବାସନ୍ଦ ଅବଧୀ ଶେଷ ହୋଇଛି। ୪ ବର୍ଷ ତଳେ ତାଙ୍କୁ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ...

Advertisement
Archives

Model This Week