ଗାଙ୍ଗୁଲି, କୋହଲି, ଧୋନୀଙ୍କୁ ପଛରେ ପକାଇ ଇତିହାସ ରଚିପାରନ୍ତି ଧାଓ୍ବନ
କଲମ୍ବୋ,୨୨।୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ସିରିଜର ପ୍ରଥମ ୨ ମ୍ୟାଚ ଜିତିବା ସହିତ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ବରିଷ୍ଠ ଖେଳାଳିମାନେ ଇଂଲଣ୍ଡରେ ଥିବାରୁ ଶିଖର…
ମ୍ୟାଚ୍ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍ରେ ଭର୍ତ୍ତି କରିଦେଇଥିଲେ ପାଣି
ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ…
ଏମିତି ବ୍ୟାଟିଂ କଲେ ଯେ, ଗୋଟିଏ ଦିନରେ ୨ଟି ବ୍ୟାଟ୍ ଭାଙ୍ଗିଦେଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର ଶ୍ରେୟାସ ଆୟାର ତାଙ୍କ ଆଘାତରୁ ସୁସ୍ଥ ହେବା ପରେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ଫିଟନେସ ଫେରି ପାଇବା ପରେ ଶ୍ରେୟସ ବର୍ତ୍ତମାନ ବ୍ୟାଟିଂ ଅଭ୍ୟାସରେ ନିୟୋଜିତ କରୁଛନ୍ତି ଏବଂ ନେଟ୍ସରେ ମଧ୍ୟ ବହୁତ ପରିଶ୍ରମ କରୁଛନ୍ତି। ଦିଲ୍ଲୀ…
ଚହରଙ୍କୁ ପ୍ରଶଂସାରେ ପୋତିଦେଲେ ଉଭଣୀ
ନୂଆଦିଲ୍ଲୀ,୨୨।୭: ସ୍ବିଙ୍ଗ ବୋଲିଂ ପାଇଁ ପ୍ରସିଦ୍ଧ ଦୀପକ ଚହର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂକୁ ଟିମ ଇଣ୍ଡିଆକୁ ଜିତାଇଥିଲେ। ଏହି ମ୍ୟାଚ୍ରେ ଦୀପକ ଅପରାଜିତ ୬୯ ରନ କରି ଭାରତୀୟ ଦଳକୁ ୩ ଉଇକେଟରେ ଜିତାଇଥିଲେ ଏବଂ ଏହା…
ନିଜକୁ ବ୍ରାହ୍ମଣ ବୋଲି କହି ଫସିଗଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାଇନା ନିଜର ଏକ ବିବୃତ୍ତି ଯୋଗୁ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଇଛି। ଉତ୍ତରପ୍ରଦେଶରୁ ଆସିଥିବା ରାଇନାଙ୍କୁ ତାମିଲନାଡୁ ପ୍ରିମିୟର ଲିଗ (ଟିଏନ୍ପିଏଲ)ର ପଞ୍ଚମ ସିଜିନର…
ମହିଳା ଫୁଟ୍ବଲ: କ୍ରମାଗତ ୫ ଅଲିମ୍ପିକ୍ସରେ ଗୋଲ ସ୍କୋର କଲେ ମାର୍ଟା
ରିଫୁ, ୨୨ା୭ (ଏପି)- ଅଲିମ୍ପିକ୍ସ ମହିଳା ଫୁଟ୍ବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ବୁଧବାର ବ୍ରାଜିଲ ୫-୦ ଗୋଲରେ ଚାଇନାକୁ ପରାସ୍ତ କରିଛି। ବିଶ୍ୱ ର଼୍ୟାଙ୍କିଙ୍ଗରେ ୭ ନମ୍ବର ସ୍ଥାନରେ ରହିଥିବା ବ୍ରାଜିଲ ଦଳ ତରଫରୁ ମାର୍ଟା ଭିଏରା ଡା’ ସିଲ୍ଭା ଏହି…
ଟୋକିଓରେ କରୋନା ସଂକ୍ରମଣ ୬ମାସ ଶୀର୍ଷରେ
ଟୋକିଓ,୨୨।୭(ଏପି): ଆଉ ଦୁଇଦିନ ପରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଗତ ୬ମାସ ମଧ୍ୟରେ ସଂକ୍ରମଣ ସବୁଠାରୁ ଅଧିକ ହୋଇଛି। ରାଜଧାନୀ ଟୋକିଓରେ ସଂକ୍ରମଣ ୧,୮୩୨ରେ ପହଞ୍ଚିଛି। ଟୋକିଓରେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଇମର୍ଜେନ୍ସି…
ଟି-୨୦ରେ ଗେଲ୍-କୋହଲିଙ୍କଠାରୁ ଆହୁରି ବିପଜ୍ଜନକ ଏହି ବ୍ୟାଟ୍ସମ୍ୟାନ୍
ଲଣ୍ଡନ,୨୨।୭: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି -୨୦ କ୍ରିକେଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଭାବରେ ଉଭା ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଅପରାଜିତ ୭୬ ରନ୍ର ଇନିଂସ…
ଇଂଲଣ୍ଡ ସିରିଜ ବିଜୟୀ
ମାଞ୍ଚେଷ୍ଟର, ୨୨।୭- ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରିଥିବାବେଳେ ଇଂଲଣ୍ଡ ୧୯.୪…
ବିରାଟ କୋହଲିଙ୍କ ଟେନସନ୍ ହେଲା ଦୂର
ଲଣ୍ଡନ,୨୨।୭: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଡରହମ୍ରେ କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷରେ ତିନି ଦିନିଆ ୱାର୍ମ ଅପ ମ୍ୟାଚ ଖେଳୁଛି। ଦ୍ୱିତୀୟ ଦିନରେ ଉମେଶ ଯାଦବଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ କରିଥିଲେ। ଖେଳ ଶେଷ…
ବିଶ୍ୱରେକର୍ଡ ଭାଙ୍ଗି ବାପାଙ୍କ ନାଁ ରଖିଥିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରତି ମ୍ୟାଚ୍ରେ ରେକର୍ଡ ସୃଷ୍ଟି ହୁଏ ଏବଂ ଭାଙ୍ଗେ ମଧ୍ୟ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କଷ୍ଟକର। ଶ୍ରୀଲଙ୍କାର ମହାନ ସ୍ପିନର ମୁଥିୟା ମୁରଲୀଥରନଙ୍କ ୮୦୦ ଟେଷ୍ଟ ଉଇକେଟକୁ କୌଣସି ବୋଲର ଭାଙ୍ଗିବା ସହଜରେ ସମ୍ଭବ…
ଇଂଲଣ୍ଡ ଦଳକୁ ଷ୍ଟୋକ୍ସ, ରବିନସନ୍ଙ୍କ ପ୍ରତ୍ୟାବର୍ତ୍ତନ
ଲଣ୍ଡନ, ୨୨।୭(ପି.ଟି.)- ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ବୁଧବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ତାରକା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ବର୍ଣ୍ଣବୈଷମ୍ୟ ସମ୍ପର୍କିତ…
Archives


