Posted inଖେଳ

କାହା ସହ ଡେଟ୍‌ରେ ଗଲେ ସଚିନ ତେନ୍ଦୁଲକରଙ୍କ ଝିଅ: ଶେୟାର କଲେ ଫଟୋ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏବେ ବି କୋଟି କୋଟି ଲୋକ ହୃଦୟରେ ରାଜ୍‌ କରୁଛନ୍ତି। ସଚିନଙ୍କ ସହ ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ତାଙ୍କ ସୌନ୍ଦର୍ଯ୍ୟରେ ସେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ପ୍ରାୟତଃ ସେ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରନ୍ତି। ନିକଟରେ ସାରା ଡେଟ୍‌ ନାଇଟ୍‌ରେ ଯାଇଥିବାର ଫଟୋ ଶେୟାର କରିଥିଲେ। ଏହି ଫଟୋ ଗୁଡ଼ିକରେ ସାରା ତେନ୍ଦୁଲକର କାହାର ହାତ ଧରିଥିବାର ନଜର ଆସିଛନ୍ତି।
ସାରା ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସରେ ଏହି ଫଟୋଗୁଡିକ ଶେୟାର କରିଛନ୍ତି। ଏହି ଷ୍ଟାଟସ ଶେୟାର କରି ସାରା ଲେଖିଛନ୍ତି,ଡେଟ୍‌ ନାଇଟ୍‌। ସାରା ଫଟୋରେ ଯାହା ହାତ ଧରିଛନ୍ତି, ସେ ହେଉଛନ୍ତି ବଲିଉଡର ଗାୟିକା କନିକା କପୁର। କନିକା ମଧ୍ୟ ତାଙ୍କ ଆକାଉଣ୍ଟରେ ସମାନ ଫଟୋ ଶେୟାର କରିଛନ୍ତି। ସାରା ଏବଂ କନିକା ସ୍ବତନ୍ତ୍ର ବନ୍ଧୁ । ଦୁହେଁ ପ୍ରାୟତଃ ଏକାଠି ନଜର ଆସନ୍ତି। ନିକଟରେ ସାରା ଏବଂ କନିକା ଲଣ୍ଡନରେ ଏକାଠି ନଜର ଆସିଥିଲେ। ସାର ତେନ୍ଦୁଲକରଙ୍କ ନାମ କ୍ରିକେଟର୍‌ ଶୁଭମାନ ଗିଲଙ୍କ ସହ ଯୋଡା ଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ଦର୍ଶକରେ ହେବ ବାହାରିନ୍‌ ଫର୍ମୁଲା ଓ୍ବାନ

ମାନାମା,୯ା୩ (ଏଏଫ୍‌ପି)- ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ର୍ରାଁ ପ୍ରି ବିନା ଦର୍ଶକରେ ଅନୁଷ୍ଠିତ ହେବ। କରୋନା ଭାଇରସ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି...

ଏହି ମ୍ୟାଚ୍‌ ପରେ କେବଳ ଧୋନୀ, କୋହଲି ନୁହେଁ, ସାରା ଭାରତୀୟଙ୍କ ହୃଦୟ କାନ୍ଦିଥିଲା

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ...

ଧୋନୀଙ୍କ ରେକର୍ଡ ଭାଙ୍ଗିବା ନେଇ ଏମିତି କହିଲେ କୋହଲି

ଅହମଦାବାଦ,୨୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି...

ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ

ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍‌ କରି ଭାରତୀୟ ପେସର ଉମେଶ ଯାଦବ...

ଦୀପକ ଚହର ନୁହେଁ, ଏହି ଭାରତୀୟ ଖେଳାଳି ନେଇଥିଲେ ଟି୨୦ରେ ପ୍ରଥମ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୧୨।୧୧:ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ ମ୍ୟାଚରେ ହ୍ୟାଟ୍ରିକ୍‌ ସହ ୬ ଉଇକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୀପକ ଚହରଙ୍କୁ...

ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୭।୯(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଶନିବାର ଭାରତରେ ପହଞ୍ଚିଛି। ଭାରତ ଫେରି ମୁଁ ଉତ୍ସାହିତ ଅଛି। ପୁଣି କ୍ରିକେଟ...

ଭବିଷ୍ୟତରେ ଏହି ଦୁଇ ଖେଳାଳି ହୋଇପାରନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ

ମୁମ୍ବାଇ,୨୯।୯: ବର୍ତ୍ତମାନ ପ୍ରତ୍ୟେକ ଫର୍ମାଟରେ ନିଜ ସ୍ଥାନ ପକ୍କା ସାରିଥିବା ଲୋକେଶ ରାହୁଲ ଓ ରିଷଭ ପନ୍ତ ଭବିଷ୍ୟତରେ ଟିମ୍‌ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି। ଏହି...

ଦ୍ୱିତୀୟ ଥର ପାଇଁ ୟୁଏସ୍‌ ଓପନ୍‌ ଟାଇଟଲ୍ ଜିତିଲେ ଓସାକା

ନ୍ୟୁୟର୍କ, ୧୩।୯: ଚତୁର୍ଥ ସିଡ୍‌ ଜାପାନାର ନାଓମି ଓସାକା ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଓସାକା...

Advertisement
Archives

Model This Week