ଏହି ମହିଳା କ୍ରିକେଟର୍ଙ୍କୁ ଭେଟିବାକୁ ସକାଳ ୫ଟାରେ ଯାଉଥିଲେ କୋହଲି: ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା କଥା
ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡିକୁ ସୁପରହିଟ୍ ଆଖ୍ୟା ଦିଆଯାଇଛି। ଉଭୟଙ୍କ ମଧ୍ୟରେ ଦୃଢ ବନ୍ଧନ ରହିଛି। ବିରାଟ ୨୦୧୭ରେ ଅନୁଷ୍କାଙ୍କ ହାତ ଧରିଥିଲେ। କୋହଲିଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଜବରଦସ୍ତ ରହିଛି। ମହିଳା କ୍ରିକେଟରଙ୍କ ମଧ୍ୟରେ ତାଙ୍କର…
ଜୋରିମନା ଦେବେ ସୌରଭ ଗାଙ୍ଗୁଲି
କୋଲକତା,୨୮।୯: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକସୌରଭ ଗାଙ୍ଗୁଲିଙ୍କୁ କଲିକତା ହାଇକୋର୍ଟ ଜୋରିମନା କରିଛନ୍ତି। ଗାଙ୍ଗୁଲିଙ୍କ ସହ ବଙ୍ଗଳା ସରକାର ଏବଂ ଏହାର ଗୃହ ନିଗମକୁ ମଧ୍ୟ ଜୋରିମନା କରାଯାଇଛି। ଭୁଲ ଜମି ବଣ୍ଟନ କାରଣରୁ ହାଇକୋର୍ଟ ଗାଙ୍ଗୁଲିଙ୍କ ଉପରେ…
ଏହି ମହାନ କ୍ରିକେଟର୍ଙ୍କୁ ହୃଦ୍ଘାତ
ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ-ହକ ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସାରେ ଇଞ୍ଜାମାମ ସଫଳ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଇଞ୍ଜାମାମଙ୍କ ଅବସ୍ଥା ସ୍ଥିର ରହିଛି, କିନ୍ତୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।…
ଚୌକା-ଛକାରେ ‘ଶତକ’ ହାସଲ କଲେ ଏହି କ୍ରିକେଟର୍
ନ୍ୟୁୟର୍କ,୨୮।୯: ଆମେରିକାରେ କ୍ରିକେଟ ଖେଳୁଥିବା ଭାରତୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଉନ୍ମୁକ୍ତ ଚାନ୍ଦ ପୁଣି ବ୍ୟାଟ୍ରେ କମାଲ୍ କରିଛନ୍ତି। ମାଇନର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବାବେଳେ ଚାନ୍ଦ ଶତକ ମାତ୍ର ୬୯ ବଲରେ ୧୩୨ ରନ ସଂଗ୍ରହ କରିଥିଲେ।…
ଏମିତି ଝିଅଙ୍କୁ ବିବାହ କରିବେ ନୀରଜ ଚୋପ୍ରା: କଲେ ଖୁଲାସା
ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଭାରତର ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋରେ ସେ ପଦକ ଜିତି ଚହଳ ପକାିଥିଲେ। ଏହାପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢିଯାଇଛି। ଏପରିକି ଫ୍ୟାନ୍ ଫଲୋଇଙ୍ଗ୍ ବୃଦ୍ଧି ପାଇଛି। ଏହି…
ପରାଜୟ ଧାରା ଶେଷ କଲେ ରୟ-ଓ୍ବିଲିୟମସନ
ଦୁବାଇ, ୨୭।୯: ଲଗାତାର ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ୍। ଚଳିତ ଆଇପିଏଲରେ ପ୍ଲେଅପ୍ସରୁ ବାଦ୍ ପଡ଼ିଥିବା ହାଇଦ୍ରାବାଦ୍ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ୭ ଉଇଟେରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ପରାଜୟ ସତ୍ତ୍ୱେ ରାଜସ୍ଥାନ ଦଳର…
ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସନ୍ରାଇଜର୍ସ
ଦୁବାଇ,୨୭।୯: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ସଞ୍ଜୁ ସାମସନ। ଦଳର କମ୍ବିନେଶନକୁ ଦୃଷ୍ଟିରେ ରଖି ପ୍ରଥମେ…
ମିଳିଲାନି ସୁଯୋଗ, ସ୍ବଦେଶ ଫେରିଲେ କୁଳଦୀପ
ନୂଆଦିଲ୍ଲୀ,୨୭।୯: ବାମହାତୀ ସ୍ପିନର କୁଳଦୀପ ଯାଦବଙ୍କ ପାଇଁ କିଛି ବି ଠିକ୍ ଚାଲୁନାହିଁ। ଫର୍ମ ହରାଇବା ପର ଠାରୁ ତାଙ୍କୁ ଜାତୀୟ ଦଳ କଥା ଛାଡ଼ନ୍ତୁ, କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ମଧ୍ୟ ସ୍ଥାନ ମିଳୁନାହିଁ। ଚଳିତ ଆଇପିଏଲ ସିଜନର…
ହଠାତ୍ ଘୋଷଣା କଲେ ଅବସର
ଲଣ୍ଡନ,୨୭।୯: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଅଧିକ ଦିନ ଧରି ଖେଳ ଜାରି ରଖିବା…
ଝିଅକୁ ବଡ଼ ଉପହାର ଦେଲେ ଜାଡେଜା
ୟୁଏଇ,୨୭।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ଧୋନୀଙ୍କ ଦଳ କ୍ରମାଗତ ୩ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ପ୍ରତ୍ୟେକ ମ୍ୟାଚରେ ଦଳ ପାଇଁ ଏକ ମ୍ୟାଚ ବିଜେତା ସୃଷ୍ଟି…
ଚେନ୍ନାଇ-ବେଙ୍ଗାଲୁରୁ ମ୍ୟାଚ୍କୁ ‘ସର୍ଦନ ଡର୍ବି’ କାହିଁକି କୁହାଯାଏ
ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ଅନେକ ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅତି ନିକଟତର ହୋଇଥିବାବେଳେ କେତେକଙ୍କ ପାଇଁ ରାସ୍ତା କଷ୍ଟକର ମନେ ହେଉଛି। ଏଥର ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ…
ଖାସ୍ ରେକର୍ଡର ଅଧିକାରୀ ହେଲା ଚେନ୍ନାଇ
ୟୁଏଇ,୨୭।୯: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏକ ଖାସ୍ ରେକର୍ଡର ଅଧିକାରୀ ହୋଇଛି। ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ ନେବାରେ ଏହି ଦଳ ସର୍ବାଗ୍ରେ ରହିଛି। ଚେନ୍ନାଇ ଆବୁଧାବିରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ…

