Posted inଖେଳ

ପୁଣି ଥରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ

ନୂଆଦିଲ୍ଲୀ,୫।୧୨: ଭାରତର ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସରେ। ବିଶ୍ୱ ବ୍ୟାଡ୍‌ମିଣ୍ଟନ ସିଜନର ଅନ୍ତିମ ଟୁର୍ନାମେଣ୍ଟର ଫାଇନାଲରେ ସିନ୍ଧୁଙ୍କୁ ହରାଇ ଦେଇଛନ୍ତି କୋରିଆର ୧୯ ବର୍ଷୀୟା ଆନ ସେୟଙ୍ଗ।

ରବିବାର ଖେଳାଯାଇଥିବା ଫାଇନାଲରେ ସିନ୍ଧୁ ୧୬-୨୧, ୧୨-୨୧ ଗେମ୍‌ର ସିଧାସଳଖ ବ୍ୟବଧାନରେ ପରାସ୍ତ ହୋଇଥିଲେ। ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ତଥା ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସିନ୍ଧୁ ଦ୍ୱିତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସରେ ଟାଇଟଲ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। କୋରିଆନ ଖେଳାଳିଙ୍କ ବିରୋଧରେ ବିଶ୍ୱର ୭ମ ର଼୍ୟାଙ୍କ ଧାରୀ ସିନ୍ଧୁଙ୍କ ଲାଗି ଏହା କ୍ରମାଗତ ତୃତୀୟ ପରାଜୟ। ଅନ୍ୟପକ୍ଷରେ ବିଜୟ ସହ ପ୍ରଥମ କୋରିଆନ ଖେଳାଳି ଭାବେ ସେୟଙ୍ଗ ଏହି ସମ୍ମାନଜନକ ଟାଇଟଲ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ...

ବୁମ୍‌ରା, ସିରାଜଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ମ୍ୟାଚ ରେଫରିଙ୍କ ନିକଟରେ ବିସିସିଆଇର ଅଭିଯୋଗ

ସିଡ୍‌ନୀ,୧୦।୧(ପି.ଟି.): ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ ବର୍ଣ୍ଣବୈଷମ୍ୟ ଆକ୍ଷେପର...

ବାସ୍କେଟବଲ ଲିଗ୍‌ ସପକ୍ଷରେ ଭୃଗୁବଂଶୀ

ନୂଆଦିଲ୍ଲୀ, ୬।୭(ପି.ଟି.): ଭାରତରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ଅଭାବ ନାହିଁ। ଏକ ପେସାଦାର ବାସ୍କେଟବଲ ଲିଗ୍‌ ହୋଇପାରିଲେ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ମାର୍ଜିତ ହୋଇପାରିବ ବୋଲି ଅନୁଭବ...

ପୁଣି ଆଇପିଏଲ୍‌ ହେଲେ ଖେଳିବେ ଆର୍ଚର

ଲଣ୍ଡନ, ୧୫ା୫ (ପି.ଟି.)- ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ ଇଂଲଣ୍ଡ ସ୍ପିଡ୍‌ଷ୍ଟର ଜୋଫ୍ରା ଆର୍ଚର କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌ ପାଇଁ ବର୍ତ୍ତମାନ ସସ୍‌ପେଣ୍ଡ...

ସୁଇଜରଲାଣ୍ଡରେ ଛୁଟି କାଟୁଛନ୍ତି ବିରୁଷ୍କା

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପରିବାର ସହ ଏବେ ନୂଆବର୍ଷ ଛୁଟି କଟାଇବା ପାଇଁ ଯାଇଛନ୍ତି। ଏହି କ୍ରମରେ...

ଇଂଲିଶରେ ତ୍ରୁଟିପୂର୍ଣ୍ଣ ପୋଷ୍ଟ ପାଇଁ ସମାଲୋଚିତ ହେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୦।୨- ପାକିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ଇଂଲିଶରେ ଭୁଲ କ୍ୟାପଶନ ପାଇଁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନାର ଶୀକାର ହେବାକୁ ପଡ଼ିଛି। ସେ ପୂର୍ବତନ...

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

ସାତ ବର୍ଷ ପରେ ନ୍ୟୁ ସାଉଥ ଓ୍ବେଲ୍ସକୁ ଫେରିଲେ ଜାମ୍ପା

ମେଲବୋର୍ନ, ୧୪ା୬ (ପି.ଟି.)-ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ନ୍ୟୁ ସାଉଥ୍‌ ଓ୍ବେଲ୍ସ ସହ ଏକ ଚୁକ୍ତି କରିଛନ୍ତି। ଫଳରେ ଦୀର୍ଘ ୭...

Advertisement
Archives

Model This Week