ଅଶ୍ୱିନ, ଜାଡେଜାଙ୍କ ଉପରେ ନଜର: ନିକୋଲ୍ସ
ନୂଆଦିଲ୍ଲୀ, ୨୭।୫(ପି.ଟି.)- ଭାରତୀୟ ପେସ୍ ଆକ୍ରମଣ ନ୍ୟୁଜିଲାଣ୍ଡ ସହ ସମକକ୍ଷ। ତେଣୁ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତର ଦୁଇ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ନଜର ରହିବ ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ...
ଏସିଆନ ବକ୍ସିଂ ଚାମ୍ପିୟନଶିପ୍: ଭାରତର ଆଉ ୫ ପଦକ ନିଶ୍ଚିତ
ଦୁବାଇ, ୨୭।୫(ପି.ଟି.)- ତିନି ମହିଳାଙ୍କୁ ମିଶାଇ ଭାରତର ଆଉ ୫ ବକ୍ସର ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍ରେ ପଦକ ନିଶ୍ଚିତ କରିଛନ୍ତି। ଏହି ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତ ଏହି ପ୍ରତିଯୋଗିତାରୁ...
୪.୫ ମିଲିୟନ ଟଙ୍କା ଜରିମାନା ଦେଲେ ଆକମଲ
କରାଚି,୨୭।୫(ପି.ଟି.): ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ୪.୫ ମିଲିୟନ ଅର୍ଥାତ ୪୫ ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି। ପିସିବିର ଆଣ୍ଟି କରପ୍ଶନ ରିହାବିଲିଟେଶନ ପ୍ରୋଗ୍ରାମ୍ରେ ସାମିଲ ହେବାକୁ ସେ ଏହି ପରିମାରଣ ଅର୍ଥ...
ମିଲ୍ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
ଚଣ୍ଡିଗଡ଼,୨୭।୫(ପି.ଟି.): କିମ୍ବଦନ୍ତୀ ଆଥ୍ଲେଟ ମିଲ୍ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ) ବାହାରକୁ ନିଆଯାଇଛି। ସେ କୋଭିଡ୍ ନିମୋନିଆ ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର...
ୟୁରୋପିଆନ ଚାମ୍ପିୟନଶିପ୍: ଭାରତୀୟ ଶୁଟରଙ୍କ ଦମ୍ଦାର ପ୍ରଦର୍ଶନ
ଓସିଜେକ୍(କ୍ରୋଏସିଆ), ୨୭।୫: ଏଠାରେ ଚାଲିଥିବା ୟୁରୋପିଆନ ଚାମ୍ପିୟନଶିପ୍ରେ ତାରକା ଶୁଟର ସୌରଭ ଚୌଧୁରୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଶୁଟରମାନେ ମିକ୍ସଡ ଏୟାର ପିସ୍ତଲ ଓ ଏୟାର ରାଇଫଲ ଇଭେଣ୍ଟରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ମିନିମମ୍...
ବିରାଟ କୋହଲି ମୋତେ କରୁଥିଲେ ସ୍ଲେଜିଂ; ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟରଙ୍କ ଖୁଲାସା
ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ କରନ୍ତି। ଏହି କାରଣରୁ ତାଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। କିନ୍ତୁ କୋହଲି ତାଙ୍କ ଶୈଳୀରେ ପରିବର୍ତ୍ତନ କରିନାହାଁନ୍ତି। ଆଇପିଏଲ ୨୦୨୦ର ଏକ ମ୍ୟାଚ ସମୟରେ ଆରସିବି...
‘ଆଇପିଏଲର ଦ୍ୱିତୀୟାର୍ଦ୍ଧରେ ଧୋନୀ ଭଲ ପ୍ରଦର୍ଶନ କରିପାରନ୍ତି ’
ନୂଆଦିଲ୍ଲୀ,୨୬।୫: ଆଇପିଏଲ-୧୪’ର ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରନ୍ତି। ଏଭଳି ମତ ରଖିଛନ୍ତି ସିଏସ୍କେ ବୋଲର ଦୀପକ ଚହର। ଚଳିତ ବର୍ଷ ଆଇପିଏଲର ୭ ମ୍ୟାଚ୍...
ମୋଟା ଅଙ୍କର ଜରିମାନା ଦେଲେ ଆକମଲ
କରାଚି,୨୬।୫: ପାକିସ୍ତାନ କ୍ରିକେଟ ବୋର୍ଡର ଆଣ୍ଟି କରପ୍ଶନ ରିହାବିଲିଟେଶନ ପ୍ରୋଗ୍ରାମ୍ରେ ସାମିଲ ହେବା ଲାଗି ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ୪୫ ଲକ୍ଷ ଟଙ୍କାର ଜରିମାନା ଗଣିବାକୁ ପଡ଼ିଛି। ଦୁର୍ନୀତି ଆଚରଣବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଆକମଲଙ୍କୁ ୨୦୨୦...
ଶୀର୍ଷ ସ୍ଥାନ ଠାରୁ ୮ ପଏଣ୍ଟ ଦୂରରେ କୋହଲି
ଦୁବାଇ, ୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନଠାରୁ ମାତ୍ର ୮ ପଏଣ୍ଟ ପଛରେ ଅଛନ୍ତି। ବର୍ତ୍ତମାନ ସର୍ବାଧିକ ୮୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ପାକିସ୍ତାନ ଅଧିନାୟକ ଅଧିନାୟକ ବାବର ଆଜାମ। ଦ୍ୱିତୀୟ...
କୋହଲିଙ୍କୁ କୋଚିଂ ଫି’ ମାଗିଲେ ଏହି ଫୁଟବଲ୍ ଖେଳାଳି
ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି। ଭିଡିଓରେ କୋହଲି ଏକ ଫ୍ରି କିକ ସହିତ ଦୂରରୁ ସ୍କୋର କରିବାକୁ ଚେଷ୍ଟା...
କ୍ରିକେଟ୍ ଛାଡି ଏବେ ଫୁଟ୍ବଲ୍ ଖେଳିଲେ କୋହଲି: ପ୍ରଶଂସକ କହିଲେ..
ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡ ଗସ୍ତରେ ଯାଉଥିବା ଖେଳାଳିଙ୍କ ସହ କୋହଲି ମୁମ୍ବାଇରେ ବିସିସିଆଇ ଦ୍ୱାରା ପ୍ରସ୍ତୁତ ବାୟୋ-ବବୁଲରେ ଅଛନ୍ତି। ଭାରତୀୟ ଖେଳାଳିମାନେ ଜୁନ ୨ରେ ଇଂଲଣ୍ଡ...
କ୍ରିକେଟର୍ ସ୍ତ୍ରୀଙ୍କ ଫଟୋକୁ ନେଇ ଉଠିଲା ଚର୍ଚ୍ଚା: ଶେଷରେ…
ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା...
Archives


