Posted inଖେଳ

କ୍ରିକେଟର୍‌ ସ୍ତ୍ରୀଙ୍କ ଫଟୋକୁ ନେଇ ଉଠିଲା ଚର୍ଚ୍ଚା: ଶେଷରେ…

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା କରୁଛନ୍ତି। ଭାଇରାଲ ଫଟୋରେ ସଫା ବାଗ୍‌ ନିଜ ଚେହେରାକୁ ଅସ୍ପଷ୍ଟ କରିଦେଇଛନ୍ତି। ଫଟୋ ଶେୟାର କରି ସେ ଲେଖିଛନ୍ତି, ମୁଁ ତାଙ୍କ ମାଲିକ ନୁହେଁ, ସାଥି ଅଟେ। ଏହି ଫଟୋ ଦେଖି କିଛି ଲୋକ ଇରଫାନ ପଠାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ। ଶେଷରେ ଇର୍‌ଫାନ୍‌ଙ୍କୁ ମୁହଁ ଖୋଲିବାକୁ ପଡିଛି। ଇରଫାନ ପଠାନ ସେହି ଫଟୋକୁ ଟୁଇଟ କରି ଲେଖିଛନ୍ତି- ଏହି ଫଟୋ ମୋ ରାଣୀ ମୋ ପୁଅର ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି। ଫଟୋକୁ ନେଇ ଅନେକ ଖରାପ ମନ୍ତବ୍ୟ ଦିଆଯାଉଛି। ମୋତେ ମଧ୍ୟ ଏହି ଫଟୋ ପୋଷ୍ଟ କରିବାକୁ ଦିଅ। ମୋ ସ୍ତ୍ରୀ ତାଙ୍କ ପସନ୍ଦରେ ନିଜ ମୁହଁକୁ ଅସ୍ପଷ୍ଟ କରିଦେଇଛନ୍ତି। ହଁ, ମୁଁ ତାଙ୍କର ଗୁରୁ ନୁହେଁ, କିନ୍ତୁ ତାଙ୍କର ସାଥୀ।
ସୂଚନାଯୋଗ୍ୟ ଯେ, ଇରଫାନ ପଠାନ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ସ୍ତ୍ରୀଙ୍କ ଫଟୋ ଶେୟାର କରନ୍ତି କିନ୍ତୁ ଏଥିରେ ତାଙ୍କ ଚେହେରା ଲୁଚି ରହିଥାଏ। ନିକଟରେ ପଠାନ ସ୍ତ୍ରୀଙ୍କ ସହ ରୁଷିଆ ବୁଲିବାକୁ ଯାଇଥିଲେ। ପଠାନ୨୦୧୬ରେ ସଫା ବାଗଙ୍କୁ ବିବାହ କରିଥିଲେ॥ସଫା ବିବାହ ପୂର୍ବରୁ ମଡେଲିଂ କରୁଥିଲେ କିନ୍ତୁ ପଠାନଙ୍କୁ ବିବାହ କରିବା ପରେ ସେ ମଡେଲିଂ ଛାଡିଥିଲେ। ଉଭୟଙ୍କର ଇମ୍ରାନ ପଠାନ ନାମରେ ଏକ ପୁଅ ଅଛି।
ଆଜିକାଲି, ଇରଫାନ ପଠାନ ଏବଂ ତାଙ୍କ ବଡ଼ ଭାଇ ୟୁସୁଫ ପଠାନ କରୋନା ରେ ପୀଡିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିପ୍ରେସନ୍‌ରେ ଥିଲେ ରହସ୍ୟମୟୀ ସ୍ପିନର୍‌: ଗୋଟିଏ ଫୋନ୍‌ କଲ୍‌ ବଦଳାଇ ଦେଲା ଭାଗ୍ୟ

ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ...

ଇଣ୍ଡିଆ ଗ୍ରୀନ୍‌ ଦଳରେ ଓଡ଼ିଶାର ରାଜେଶ

ନୂଆଦିଲ୍ଲୀ, ୬।୮ (ପି.ଟି.)- ଭାରତର ଏକମାତ୍ର ଦିବା-ରାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ନାମେଣ୍ଟ ଦୁଲୀପ୍‌ ଟ୍ରଫି ପୁଣିଥରେ ରେଡ୍‌ ବଲ୍‌ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଗତ...

କରୋନା ସଂଘର୍ଷରେ ହାରିଗଲେ କୌଶିକ

ନୂଆଦିଲ୍ଲୀ, ୯ା୫(ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ତଥା କୋଚ୍‌ ଏମ୍‌.କେ. କୌଶିକ୍‌ଙ୍କର ଶନିବାର ଦେହାନ୍ତ ହୋଇଯାଇଛି। କରୋନାରେ ପୀଡ଼ିତ ହେବା ପରେ ସେ ଗତ ୩...

ଆଇପିଏଲ୍‌-୧୩: ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି

କୋଲକାତା, ୧୨।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବର ୧୯ରେ କୋଲକାତାରେ ଅନୁଷ୍ଠିତ ହେବ। ନିଲାମ ପ୍ରକ୍ରିୟା ଲାଗି...

ହାରିବା ପରେ ଅମ୍ପାୟରଙ୍କୁ ମାଡ଼

ମେକ୍ସିକୋ,୨୩।୨: ଜର୍ମାନ ଟେନିସ ଖେଳାଳି ଆଲେକ୍ସଜାଣ୍ଡର ଜେରେଭ ପରାଜୟ ପରେ ଚିୟାର ଅମ୍ପାୟରଙ୍କୁ ଲଗାତାର ରାକେଟ୍‌ରେ ମାଡ଼ ମାରିଛନ୍ତି। ଏଭଳି ଘଟଣା ଘଟିଛି ଚଳିତ ମେକ୍ସିକାନ...

ଡେନ୍‌ମାର୍କ ଓପନ୍‌: ସୁବିଧାଜନକ ଡ୍ର’ରେ ସାଇନା, ଶ୍ରୀକାନ୍ତ

ଓଡେନ୍ସ,୧।୧୦(ପି.ଟି.): ଟୋକିଓ ଅଲିମ୍ପିକ୍ସ ଖେଳିବାର ସମ୍ଭାବନା ସୃଷ୍ଟି କରିଥିବା ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ଆଗକୁ ଆୟୋଜନ ହେବାକୁ ଥିବା ଡେନ୍‌ମାର୍କ...

ବିଶ୍ୱ ମିଲିଟାରୀ ଗେମ୍ସ: ଗୁଣସେକରନଙ୍କୁ ୩ ସ୍ବର୍ଣ୍ଣ

ଉହାନ(ଚାଇନା),୨୪।୧୦(ପି.ଟି.)- ଏଠାରେ ଚାଲିଥିବା ୭ମ ସିଆଇଏସ୍‌ଏମ୍‌ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ପାରାଆଥ୍‌ଲେଟ୍‌ ଆନନ୍ଦନ ଗୁଣସେକରାନ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଜାଭେଲିନ ଜାଭେଲିନ ଥ୍ରୋୟର...

୨୪ ବର୍ଷରେ ପାଦ ଥାପିଲେ ସ୍ମୃତି ମନ୍ଧାନା: ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ, ୧୮।୭- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ସ୍ମୃତି ମନ୍ଧାନା ଶନିବାର ୨୪ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଜଗତର...

Advertisement
Archives

Model This Week