ଖେଳ

କୋହଲିଙ୍କ ବିରୋଧରେ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି #sunokohli: ପଛରେ ରହିଛି ଏହି କାରଣ

ନୂଆଦିଲ୍ଲୀ,୧୮।୧୦: ଆଗାମୀ କିଛି ସପ୍ତାହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଜବରଦସ୍ତ ରହିବାକୁ ଯାଉଛି। କାରଣ ଦୀପାବଳି ପୂର୍ବରୁ ଟିମ ଇଣ୍ଡିଆ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ମିଶନ ଆରମ୍ଭ କରିବ। ସାଧାରଣତଃ ପ୍ରତିବର୍ଷ ସେଲିବ୍ରିଟିମାନେ ଲୋକମାନଙ୍କୁ ନିବେଦନ କରନ୍ତି…

ଏହି କ୍ରିକେଟର୍‌ଙ୍କ ପରଲୋକ

କଲମ୍ବୋ,୧୮।୧୦: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ଓ୍ବର୍ଣ୍ଣପୁରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସୁଗାର ସ୍ତର ବଢିବା ପରେ ୬୮ ବର୍ଷୀୟ ଓ୍ବର୍ଣ୍ଣପୁରାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଓ୍ବର୍ଣ୍ଣପୁରାଙ୍କ ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ…

ଟଙ୍କା ମୋ ପାଇଁ ସବୁକିଛି, କାହିଁକି ଏମିତି କହିଲେ ପାଣ୍ଡ୍ୟା

ଦୁବାଇ,୧୮।୧୦: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌ କ୍ୟାରିୟର୍‌ ବେଶ୍‌ ରୋଚକ। ବରୋଦାରେ ଏକ ଛୋଟ ଆକାରର ଆପାର୍ଟମେଣ୍ଟ ରହିବା ଠାରୁ ମୁମ୍ବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି ପାଇବା ପର୍ଯ୍ୟନ୍ତ ତାଙ୍କ କାହାଣୀ ଏକ ଅସାଧାରଣ କାହାଣୀ ପରି ମନେ ହୁଏ। ନିଜର…

ଭାରତୀୟ ଦଳରେ ‘ରାଜା’ଙ୍କୁ ଭବ୍ୟ ସ୍ବାଗତ

ଦୁବାଇ,୧୮।୧୦:ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଏଥର ସେ ଟି -୨୦ ବିଶ୍ୱକପରେ ବିରାଟ ବ୍ରିଗେଡଙ୍କ ସହ ମେଣ୍ଟର ଭାବରେ କାର୍ଯ୍ୟ କରିବେ। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏମଏସ…

୧୧ ବର୍ଷ ହେବ ଏହି ରେକର୍ଡକୁ ଚାତକ ପରି ଚାହିଁ ରହିଛନ୍ତି କୋହଲି

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଟେଷ୍ଟ କ୍ରିକେଟ ଠାରୁ ଦିନିକିଆ ଏବଂ ପରେ ଟି -୨୦ରେ ସେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାରରୁ ଅଧିକ…

ଇତିହାସ ରଚିଲେ ଏହି କ୍ରିକେଟର୍‌

ଓମାନ,୧୮।୧୦: ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଏହି ମ୍ୟାଚରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରବିବାର ସ୍କଟଲ୍ୟାଣ୍ଡ ବିପକ୍ଷ ଟି -୨୦ ବିଶ୍ୱକପ ମ୍ୟାଚରେ ଲାସିଥ…

ଭାରତୀୟ ଖେଳାଳିଙ୍କ ମାଲିସ୍‌ କଲେ ପାକିସ୍ତାନ କ୍ରିକେଟର୍‌

ଦୁବାଇ,୧୮।୧୦: ଆଗାମୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ ଉଭୟ ଦେଶର ଖେଳାଳିମାନେ ପରସ୍ପର ଏହି ମ୍ୟାଚ୍‌କୁ ନେଇ ପ୍ରତିକ୍ରିୟ ଦେବାରେ ଲାଗିଛନ୍ତି। କିନ୍ତୁ…

ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ ମାମଲାରେ ହୋଇଛି। ଗିରଫ ହେବାର କିଛି ସମୟ ପରେ ଯୁବରାଜ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ…

ଭାରତୀୟ କ୍ରିକେଟ୍‌ ଦଳର କୋଚ ଅଫର୍‌ ପ୍ରତ୍ୟାଖ୍ୟାନ ଏହି ପ୍ରସିଦ୍ଧ କ୍ରିକେଟର୍‌

ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ନିକଟକୁ ଡାକରା ଯାଇଥିଲା। ତେବେ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ପଣ୍ଟିଂ ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ…

ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଲ ଆମେରାତ,୧୭।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ ଘଟିଛି। ବାଂଲାଦେଶକୁ ୬ ରନ୍‌ରେ ହରାଇ ଦେଇଛି ଦୁର୍ବଳ ସ୍କଟଲାଣ୍ଡ। ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ବାଂଲାଦେଶ ୭ ଉଇକେଟ ହରାଇ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି…

ନୂଆ ରେକର୍ଡ ପ୍ରତିଷ୍ଠା କଲେ ଶାକିବ

ଅଲ ଆମେରାତ,୧୭।୧୦: ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସ୍କଟଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଶାକିବ ଦୁଇ ଉଇକେଟ ହାତେଇ ଥିଲେ। ଏଥିସହ…

ଭାରତୀୟ ବିଶ୍ୱକପ୍‌ ଦଳ ପାଇଁ ରାଇନାଙ୍କ ସ୍ବତନ୍ତ୍ର ମେସେଜ୍‌

ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନଠାରେ ରବିବାର ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ୱକପ୍‌। ଏହି କ୍ରିକେଟ ମହାକୁମ୍ଭ ପୂର୍ବରୁ ଭାରତୀୟ ଦଳର ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ମେସେଜ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା। ତାଙ୍କ ମତରେ ଟି୨୦ ଫର୍ମାଟର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?