ଖେଳ

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ମୁଲ୍‌ତାନର ସୁଲତାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ ସେ ଯେମିତି ଚର୍ଚ୍ଚିତ ପ୍ରେମରେ ବି ସେ ବେଶ୍‌ ମାହିର୍‌। ତାଙ୍କ ପ୍ରେମ କାହାଣୀ…

ଟି-୨୦ ବିଶ୍ୱକପ୍‌ରେ ‘ସିକ୍ସର୍‌ କିଙ୍ଗ୍‌’ କିଏ ଜାଣନ୍ତି? ଜାଣନ୍ତୁ କ’ଣ କହୁଛି ରେକର୍ଡ

ନୂଆଦିଲ୍ଲୀ,୨୦।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡ ଆରମ୍ଭ ହୋଇଛି। ୨୪ ଅକ୍ଟୋବରରେ ଭାରତକୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବାକୁ ପଡିବ। ଟିମ ଇଣ୍ଡିଆ ଗତ ୧୪ ବର୍ଷ ଧରି ଟି -୨୦ ଚାମ୍ପିଅନ ହୋଇନାହିଁ। ଶେଷ ଥର ପାଇଁ…

ବାଂଲାଦେଶକୁ ପାଣି ପିଆଇ ଦେଲା ଓମାନ

ଅଲ ଅମରାଟ୍‌,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ ଲାଗି ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଓମାନକୁ ୨୬ ରନ୍‌ରେ ହରାଇ ଦେଇଛି ବାଂଲାଦେଶ। ବିଶ୍ୱ ଟି୨୦ ଦଳଗତ ମାନ୍ୟତାରେ ୬ଷ୍ଠ ସ୍ଥାନରେ ଥିବା ବାଂଲାଦେଶ ପାଇଁ ଏହା ବଡ଼ କଥା ନୁହେଁ। କିନ୍ତୁ…

୧୨ ବର୍ଷୀୟା ଛାତ୍ରୀ ଡିଜାଇନ କରିଥିବା ଜର୍ସି ପିନ୍ଧି ଟି୨୦ ବିଶ୍ୱକପ୍‌ ଖେଳୁଛି ସ୍କଟଲାଣ୍ଡ

ଅଲ ଆମେରାତ,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ସ୍କଟଲାଣ୍ଡ ଦଳର ଜର୍ସିକୁ ଡିଜାଇନ କରିଛନ୍ତି ୧୨ ବର୍ଷୀୟା ଛାତ୍ରୀ ରେବେକା ଡୋନି। ଏଥି ଲାଗି ତାଙ୍କୁ ସ୍କଟଲାଣ୍ଡ କ୍ରିକେଟ ପକ୍ଷରୁ ସୋମବାର ଧନ୍ୟବାଦ୍‌ ଦିଆଯାଇଛି। “ହାଡିଂଟନର ୧୨ ବର୍ଷୀୟା ରେବେକା…

‘ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବା ଦରକାର’

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ପରିସ୍ଥିତି କାରଣରୁ ମ୍ୟାଚ୍‌କୁ ବାତିଲ କରାଯାଉ ବୋଲି ଅନେକ ରାଜନେତାଦାବି କରୁଛନ୍ତି। କିନ୍ତୁ ଏହି ମହା ମୁକାବିଲା…

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ନିଜ ଅଭ୍ୟାସ ଉପରେ ଧ୍ୟାନ ଦେବା ସହିତ ଉଭୟ ଦଳ ଆଗ ଦଳ…

କାକର ପଡ଼ିବାକୁ ଦେଖି ଖେଳାଳି ଚୟନ କରାଯିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ। ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଏକାଦଶରେ କିଏ କିଏ ସ୍ଥାନ ପାଇବ ସେ ନେଇ ଚର୍ଚ୍ଚା ଏବେଠୁ ହେବାରେ ଲାଗିଛି। ଏସବୁ ମଧ୍ୟରେ…

ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହେଲେ ଏହି ଷ୍ଟାର ଅଲରାଉଣ୍ଡର, ବିଶ୍ୱକପ୍‌ ଖେଳିବା ନେଇ…

ନୂଆଦିଲ୍ଲୀ,୧୯।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି। ଆସନ୍ତା ୨୪ ଘଣ୍ଟା ପାଇଁ ତାଙ୍କ ଆଘାତ ଉପରେ ନଜର ରଖାଯାଇଛି। ଏହାପରେ ସେ ବିଶ୍ୱକପ୍‌ରେ ଖେଳିବେ…

କୋହଲିଙ୍କ ଚିନ୍ତା ଦୂର କଲେ ଏହି କ୍ରିକେଟର୍‌: ଦିନେ ହୋଇଥିଲେ ଗିରଫ

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବ୍ୟାଟ୍ସମ୍ୟାନ ଇଶାନ କିଶାନ ବିସ୍ଫୋରକ ଇନିଂସ ଖେଳି ୪୬ ବଲରେ ୭୦ ରନର ଇନିଂସ ଖେଳିଥିଲେ। ସେଥିରେ ୭ ଚୌକା…

ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ମଧ୍ୟରେ ଆକାଶ-ପାତାଳ ଫରକ: ଜାଣନ୍ତୁ ଗୋଟିଏ ମ୍ୟାଚ୍‌ ପାଇଁ ଏତିକି ମିଳେ ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଟି -୨୦ ବିଶ୍ୱକପ୍‌ର ସବୁଠୁ ବଡ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ମ୍ୟାଚ୍‌ ହେବ। ପ୍ରାୟ ୨୮ ମାସ ପରେ ଉଭୟ ଦଳ ମୁହାଁମୁହିଁ ହେବେ। ଶେଷ…

ଧୋନୀ ଅଭିଜ୍ଞତା ବାଣ୍ଟିବେ, କୋହଲିଙ୍କ ଲକ୍ଷ୍ୟ ଟାଇଟଲ ଉପରେ ରହିବ: ଗମ୍ଭୀର

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ଟି-୨୦ର ଅଧିନାୟକ ଭାବେ ବିଶ୍ୱକପ୍‌ ହିଁ ବିରାଟ କୋହଲିଙ୍କ ଶେଷ ଟୁର୍ନାମେଣ୍ଟ ହେବ। ୨୦୦୭ରୁ ଏଯାଏ ଦଳ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିନାହିଁ। ଏଥିଲାଗି କୋହଲିଙ୍କ ନଜର ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ଜିତିବା ଉପରେ ଥିବ…

ମୁଁ ବିଛଣାରେ ଶୁଏନାହିଁ, ତଳେ ଶୋଇଯିବି; ଧୋନୀଙ୍କ ଉଦାରତାକୁ ମନେ ପକାଇଲେ ହାର୍ଦ୍ଦିକ…

ନୂଆଦିଲ୍ଲୀ,୧୯।୧୦: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବହୁତ ସମ୍ମାନ ଦିଅନ୍ତି। ଧୋନୀ ମେଣ୍ଟର କମ୍‌ ଭାଇ ଅଧିକ ବୋଲି ସେ ମାନି ଆସିଛନ୍ତି। ଏବେ ହାର୍ଦ୍ଦିକ ଧୋନୀଙ୍କ ସହ ଜଡ଼ିତ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?