ଖେଳ

ଆଉ ଏକ ବଡ଼ ଉପଲବ୍ଧି ହାସଲ କଲେ କୋହଲି

ଦୁବାଇ,୧୯।୧୦: ଦୁବାଇର ମ୍ୟାଡାମ ତୁଷାଦ ସଂଗ୍ରହାଳୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ନୂତନ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ନୂତନ ପ୍ରତିମୂର୍ତ୍ତିରେ କୋହଲିଙ୍କୁ ଭାରତୀୟ ଦଳର ନୀଳ ଜର୍ସିରେ ନଜର ଆସିଛନ୍ତି। ମହମ ସଂଗ୍ରହାଳୟରେ ଏହା କୋହଲିଙ୍କ ପ୍ରଥମ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କୋହଲି କଲେ ଖୁଲାସା

ଦୁବାଇ,୧୯।୧୦: ଭାରତ ଟି -୨୦ ବିଶ୍ୱକପ ୨୦୨୧ର ପ୍ରଥମ ଅଭ୍ୟାସ ଅପ୍‌ ମ୍ୟାଚରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। କ୍ୟାପଟେନ ବିରାଟ କୋହଲି ଏହି ମ୍ୟାଚ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଟି -୨୦ ବିଶ୍ୱକପରେ ଓପନ୍‌ କରିବା ପରିବର୍ତ୍ତେ…

ବୋଲରଙ୍କୁ କ୍ଷମା ଦେଲେ ନି ଟିମ୍‌ ଇଣ୍ଡିଆର ନୂଆ ଓପନିଂ ଯୋଡ଼ି

ଦୁବାଇ,୧୮।୧୦: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୧୮୯ ରନ୍‌ର ଟାର୍ଗେଟକୁ ଟିମ୍‌ ଇଣ୍ଡିଆ ଗୋଟିଏ ଓଭର ପୂର୍ବରୁ ହାସଲ କରି ନେଇଛି। ମ୍ୟାଚ୍‌ରେ ଭାରତୀୟ ଦଳକୁ ମିଳିଛି ନୂଆ…

ଧୋନୀଙ୍କ ବିନା ସିଏସ୍‌କେର ଅସ୍ତିତ୍ୱ ନାହିଁ

ଆବୁଧାବି,୧୮।୧୦: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅସ୍ତିତ୍ୱ ନାହିଁ। ଠିକ୍‌ ସେହିଭଳି ସିଏସ୍‌କେ ବିନା ଧୋନୀ ମଧ୍ୟ କିଛି ନୁହେଁ। ଧୋନୀ କେବଳ ସିଏସ୍‌କେର ନୁହେଁ, ବରଂ ଚେନ୍ନାଇ ଓ ତାମିଲନାଡୁର ଅଂଶ। ଏଭଳି କହିଛନ୍ତି…

ପଦାରେ ପଡ଼ିଲା ବୋଲିଂ ୟୁନିଟ୍‌ର ଦୁର୍ବଳତା

ଆବୁଧାବି,୧୮।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଓ୍ବାର୍ମଅପ ମ୍ୟାଚ୍‌ରେ ପଦାରେ ପଡ଼ିଛି ଟିମ୍‌ ଇଣ୍ଡିଆର ବୋଲିଂ ୟୁନିଟ୍‌ର ଦୁର୍ବଳତା। ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୫ ବୋଲରଙ୍କୁ ବ୍ୟବହାର କରିଥିଲା। ସେମାନେ ୨୦ ଓଭରରେ…

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ପ୍ରଥମ ପସନ୍ଦ ଓପନର ରୋହିତଙ୍କ ସହ ଲୋକେଶ ରାହୁଲ…

ଆମାଜନ ଡେଲିଭରି ବୟରୁ ଷ୍ଟାର ଅଲ୍‌ରାଉଣ୍ଡର

ମୁସ୍କଟ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆରମ୍ଭରୁ ବାଂଲାଦେଶକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍କଟଲାଣ୍ଡ। ଅଲରାଉଣ୍ଡର କ୍ରିସ ଗ୍ରେଭେସଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଏହା ସମ୍ଭବ ହୋଇପାରିଛି। କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ସେ ଆମାଜନ ପାଇଁ ପାର୍ସଲ ଡେଲିଭରି…

ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ; ଜାଣନ୍ତୁ କେବେ, କେଉଁଠି ଆଉ କେମିତି ଦେଖିବେ ସିଧା ପ୍ରସାରଣ

ଦୁବାଇ,୧୮।୧୦: ଭାରତ-ଇଂଲଣ୍ଡ ମଧ୍ୟରେ ସୋମବାର ଟି-୨୦ ବିଶ୍ୱକପ୍‌ର ଅଭ୍ୟାସ ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଟିମ୍‌ ସୁପର-୧୨ରେ ଅଛନ୍ତି। ଚଳିତ ସପ୍ତାହରୁ ଦଳଗୁଡ଼ିକ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ତେବେ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଭାରତ ବିଶ୍ୱକପ୍‌ର ପ୍ରଥମ…

୪ ବଲରେ ନେଲେ ୪ ଉଇକେଟ

ଆବୁଧାବି,୧୮।୧୦: ଆୟର୍ଲାଣ୍ଡ ପେସର କର୍ଟିସ କାମଫେର ସୋମବାର ନେଦରଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ୪ ବଲରେ ୪ ଉଇକେଟ ନେଇଛନ୍ତି। ୧୦ମ ଓଭରରେ କାମଫେର କ୍ରମାଗତ ବଲରେ କଲିନ ଅକରମ୍ୟାନ, ରିଆନ ଟେନ ଡେସଚେଟ, ସ୍କଟ ଏଡଓ୍ବାଡର୍‌ସ ଓ ରୋଲଫ ଭାନ…

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସ୍ବୀକାରୋକ୍ତି: ଆଇପିଏଲ୍‌ ପାଇଁ ଟି-୨୦ ବିଶ୍ୱକପ୍‌ରେ…

ଦୁବାଇ,୧୮।୧୦: ଟି-୨୦ ବିଶ୍ୱକପ୍‌କୁ ନେଇ ବେଶ ଆଶାବାଦୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ୍‌। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମ୍ୟାଚ୍‌ ଖେଳିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା। ଏହା ବିଶ୍ୱକପ୍‌ ପାଇଁ ଭଲ ପ୍ରସ୍ତୁତି ଥିଲା। ଏହାଦ୍ୱାରା ଭଲ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଚର୍ଚ୍ଚାରେ ହରଭଜନ; ଶୋଏବ ଅଖତରଙ୍କୁ ଜବାବ ଦେଇ…

ନୂଆଦିଲ୍ଲୀ,୧୮।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ହାଇଭୋଲ୍ଡେଜ୍‌ ମ୍ୟାଚ୍‌କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ମଜା…

ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍‌ରେ ସାମିଲ କରାଯାଉ: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍‌ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିପାରିଲେ ତାଙ୍କୁ ଏହି ସୁଯୋଗ ଦିଆଯିବା ଉଚିତ ବୋଲି ପୂର୍ବ ଓପନର୍‌ ଗୌତମ ଗମ୍ଭୀର କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?