ଖେଳ

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ଦ୍ୱିପାକ୍ଷିକ ସିରିଜରେ ମୁକାବିଲା କରିବେ। ତିନିଟି ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଉଭୟ ଦଳ ଭେଟିବାକୁ ଯାଉଛନ୍ତି। ଭାରତୀୟ ଦଳ ବିଶ୍ୱକପ୍‌ର ନୈରାଶ୍ୟଜନକ ପ୍ରଦର୍ଶନକୁ ଭୁଲିଯିବାକୁ ଏବଂ…

ଭାବପ୍ରବଣ ହେଲେ ସଚିନ

ଦେବାସ,୧୭।୧୧: ଭାରତ ରତ୍ନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେବାସ ଜିଲାର ଚନ୍ଦନପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏଠାକୁ ଆସିଥିଲେ। ସଚିନ ଏଠାରେ ପହଞ୍ଚିବା ପରେ ତାଙ୍କ ପିତାଙ୍କୁ…

ରୋହିତ-ଡ୍ରାଭିଡ୍‌ଙ୍କ ଯୁଗର ପ୍ରଥମ ମ୍ୟାଚ୍‌

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ କରିବାକୁ ଯାଉଛି। ଏଥିସହିତ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର…

କୋହଲିଙ୍କ ଉପରେ ମୁହଁ ଖୋଲିଲେ ନୂଆ ଅଧିନାୟକ

ଜୟପୁର,୧୬।୧୧: ଭାରତୀୟ ଟି୨୦ ଦଳର ନୂଆ ସେଟ୍‌ଅପ୍‌ରେ ବ୍ୟାଟର ବିରାଟ କୋହଲିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗକୁ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ କି ବୋଲି ପଚରାଯିବାରୁ ଉପରୋକ୍ତ ଉତ୍ତର ଦେଇଛନ୍ତି ନୂଆ…

ପାକିସ୍ତାନରେ ହେବ ୨୦୨୫ ଚାମ୍ପିୟନ୍ସ ଟ୍ରଫି

ଦୁବାଇ,୧୬।୧୧: ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟର ଆୟୋଜକଙ୍କ ତାଲିକା ମଙ୍ଗଳବାର ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ। ଅନ୍ତିମ ଥର ୨୦୧୭ରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଏଥର ଫେରିଛି। ଏହି ଇଭେଣ୍ଟର ପରବର୍ତ୍ତୀ ସଂସ୍କରଣ ୨୦୨୫ରେ…

ଟି୨୦ ସିରିଜ୍‌ରେ ଖେଳିବେ ନାହିଁ

ଜୟପୁର,୧୬।୧୧: ଆସନ୍ତା ବୁଧବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ଟି୨୦ ସିରିଜ୍‌ ପରେ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଗୁରୁତ୍ୱ…

‘ନ୍ୟୁଜିଲାଣ୍ଡ ପଡ଼ିଆକୁ ବନ୍ଧୁକ ନେଇଯାଇଥିଲା ସତ, କିନ୍ତୁ ଗୁଳି ଫୁଟାଇପାରି ନ ଥିଲା’

ଅକଲାଣ୍ଡ,୧୬।୧୧: କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ବଞ୍ଚିତ ହୋଇଛି। ଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଗ୍ରୁପ ପର୍ଯ୍ୟାୟରେ ଭଲ ଫର୍ମରେ ଥିବା କିୱି ଦଳ ସେମିଫାଇନାଲରେ ଇଂଲଣ୍ଡକୁ…

ଭାରତୀୟ କ୍ରିକେଟର୍‌ ନୂତନ ଯୁଗ ଆରମ୍ଭ

ଜୟପୁର,୧୬।୧୧: ଟିମ ଇଣ୍ଡିଆର ନୂତନ ଯୁଗ ଆରମ୍ଭ ହୋଇଛି। ନବ ନିଯୁକ୍ତ ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଏବଂ ନୂତନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇଥିଲା। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ ଅଧିବେଶନରେ…

ବିମାନରେ ଇଂଲଣ୍ଡ ଖେଳାଳିଙ୍କ ‘ଅବସ୍ଥା ଖରାପ’, ଜାଣନ୍ତୁ କାହିଁକି

ଦୁବାଇ,୧୬।୧୧: ଆଶେସ ସିରିଜ୍‌ ଖେଳିବା ପାଇଁ ଇଂଲଣ୍ଡ ଖେଳାଳିମାନେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବିମାନ ଯାତ୍ରା ଇଂଲଣ୍ଡ ଖେଳାଳିଙ୍କୁ ପାଇଁ ଅସହ୍ୟ ହୋଇଯାଇଛି। ଇଂଲଣ୍ଡ ଖେଳାଳି ଜନି ବେୟାରଷ୍ଟୋ, ଜୋସ ବଟଲର ଏବଂ କ୍ରିସ ୱୁକସ, ଦୁବାଇରୁ ଆଶେସ…

ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଖେଳିବେ ନାହିଁ ୱିଲିୟମସନ

ନୂଆଦିଲ୍ଲୀ,୧୬।୧୧: ଭାରତ ବିପକ୍ଷ ୩ ଟି -୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି। ଅଧିନାୟକ କେନ ୱିଲିୟମସନ ଏହି ସିରିଜ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ ସାଉଥିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟେଷ୍ଟ ପ୍ରସ୍ତୁତି…

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ଆସିଛି ଯେ ଟାନ୍ସଜେଣ୍ଡର(LGBTQ +) ସମ୍ପ୍ରଦାୟର ଲୋକଙ୍କ ସହ ଏଠାରେ ଭେଦଭାବ କରାଯାଉଛି। ସେମାନଙ୍କୁ…

୫ କୋଟି ଟଙ୍କାର ଘଣ୍ଟା ଜବତ ନେଇ ସଫେଇ ଦେଲେ ପାଣ୍ଡ୍ୟା: କହିଲେ…

ମୁମ୍ବାଇ,୧୬।୧୧: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଠାରୁ ୫ କୋଟି ଟଙ୍କାର ଘଣ୍ଟା ଜବତ କରିଛି। ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ସଫେଇ ଦେଇଛନ୍ତି। ସେ ଏହା ପଛରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?