ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇର ପୂର୍ବତନ ରଣଜୀ କିମ୍ବଦନ୍ତୀ କ୍ରିକେଟରଙ୍କ ଏହି ନିଷ୍ପତ୍ତି ଆଇପିଏଲ୍‌ ୨୦୨୨ ମେଗା ନିଲାମ ପୂର୍ବରୁ ଆସିଛି। ଗୋଟିଏ ପଟେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ଜାଫରଙ୍କ ଏହି ନିଷ୍ପତ୍ତି ପଞ୍ଜାବକୁ ଶକ୍ତ ଝଟ୍‌କା ଦେଇଥିବା ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ପୋଷ୍ଟ କରି ଜାଫର ଫ୍ରାଞ୍ଚାଇଜ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ସେ ମୁଖ୍ୟ କୋଚ୍‌ ଅନିଲ କୁମ୍ବଲେଙ୍କୁ ଆଗାମୀ ଆଇପିଏଲ୍‌ ସିଜନ ପାଇଁ ଶୁଭକାମନା ଜଣାଇଛନ୍ତି। ପୋଷ୍ଟରେ ଜାଫର ଲୋକପ୍ରିୟ ବଲିଉଡ୍‌ ଗୀତ ‘ଚନ୍ନା ମେରିୟା’ର ଏକ ଫଟୋ ଟୁଇଟ୍‌ କରି ଏହା କହିଛନ୍ତି।

କହିରଖୁଛୁ, ଗତ ଦୁଇ ସିଜନରୁ ପଞ୍ଜାବର ଅଧିନାୟକ ଥିବା କେ.ଏଲ୍‌.ରାହୁଲ ଏବଂ ପଞ୍ଜାବ କିଙ୍ଗ୍ସର ସହକାରୀ ପ୍ରଶିକ୍ଷକ ଆଣ୍ଡି ଫ୍ଲାଓ୍ବାର ଦଳ ସହ ନ ରହିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟପ୍‌ ଅର୍ଡର ଚିନ୍ତାରେ ଭାରତ

ନୂଆଦିଲ୍ଲୀ,୧୭ା୨(ପି.ଟି):ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ...

ଭାରତୀୟ ଟିମ୍‌ରେ ଏହି ଖେଳାଳିଙ୍କ ସ୍ଥାନ ନେବେ ରୋହିତ ଶର୍ମା, ଯାଦବଙ୍କ ବିକଳ୍ପ ନେଇ ଛିଣ୍ଡୁନି ଅଙ୍କ

ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଖେଳାଯିବ। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ ରୋହିତ ଶର୍ମା। ସେହିଭଳି...

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା...

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ କୋହଲି; କିଛି ଏଭଳି ଅଛି ରେକର୍ଡ

ନୂଆଦିଲ୍ଲୀ,୯।୯: ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ଘୋଷଣା କରାଯାଇଛି। ୧୫ ସଦସ୍ୟ ଥିବା ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବିରାଟ କୋହଲି।...

ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ରହିଲେ ଶାହରୁଖ

ଦୁବାଇ, ୧।୧୦: ଚଳିତ ଆଇପିଏଲ୍‌ର ଦ୍ୱାଦଶ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ...

ଇତିହାସ ରଚିଲେ ଭାରତର ଭାବିନାବେନ

ଟୋକିଓ,୨୯।୮: ଇତିହାସ ରଚିଲେ ଭାରତର ମହିଳା ଟେବୁଲ ଟେନିସ ତାରକା ୩୪ ବର୍ଷୀୟା ଭାବିନାବେନ ପଟେଲ। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଫାଇନାଲରେ ସେ ରବିବାର ରୌପ୍ୟ...

କୋହଲିଙ୍କୁ ବଡ଼ ଉପହାର ଦେଲା ବିସିସିଆଇ

ନୂଆଦିଲ୍ଲୀ,୧।୩: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ମୋହାଲିରେ ଖେଳାଯିବ। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ...

Advertisement
Archives

Model This Week