ଖେଳ

ପନ୍ତଙ୍କ ପାଇଁ ଶୁଭ ୧୭ ନମ୍ବର

ଜୟପୁର,୧୮।୧୧:ଅଧିନାୟକ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ଆଧାରରେ ପ୍ରଥମ ଟି -୨୦ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୫ ଉକେଟରେ ପରାସ୍ତ କରିଛି। ରିଷଭ ପନ୍ତ ଚୌକା ମାରି ଭାରତକୁ ବିଜୟ ପ୍ରଦାନ କରିଥିଲେ। ୨୪ ବର୍ଷୀୟ…

ଘରେ ବି ସଂଘର୍ଷ କରୁଛି ଟିମ୍‌ ଇଣ୍ଡିଆ

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶ ଫେରିବା ପରେ ମଧ୍ୟ ସଂଘର୍ଷ କରୁଛି। ଅବଶ୍ୟ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଦେଇଛି ଭାରତ। କିନ୍ତୁ ୧୬୫ ରନ୍‌ର ପିଛା କରୁଥିବା ଘରୋଇ…

ଟିମ୍‌ ଇଣ୍ଡିଆର ଧୂରନ୍ଦରଙ୍କ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଜୟପୁର,୧୭।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବା ଲାଗି ୧୬୫ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୬୪ ରନ୍‌…

ଭେଙ୍କଟଶଙ୍କୁ ମିଳିଲା ପଦାର୍ପଣ ସୁଯୋଗ

ଜୟପୁର,୧୭।୧୧: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ନୂଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଲ ପିଚ୍‌ ଓ କାକରକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି…

ଅଷ୍ଟ୍ରେଲିଆରେ ଇତିହାସ ରଚିଲେ ମନ୍ଧାନା

କୁଇନ୍ସଲାଣ୍ଡ,୧୭।୧୧: ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଶତକ ହାସଲ କରିଛନ୍ତି ସ୍ମ୍ରିତି ମନ୍ଧାନା। କୁଇନ୍ସଲାଣ୍ଡର ହାରପ ପାର୍କଠାରେ ବୁଧବାର ସିଡ୍‌ନୀ ଥଣ୍ଡର ଓ ମେଲବୋର୍ନ ରେନେଗାଡେସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଓପନର ଏହି…

ତଳକୁ ଖସିଲା ରାହୁଲଙ୍କ ମାନ୍ୟତା

ଦୁବାଇ,୧୭।୧୧: ଅନ୍ତର୍ଜାତୀୟ ଟି୨୦ ବ୍ୟାଟରଙ୍କ ତାଲିକାରେ ଭାରତୀୟ ଓପନର ଲୋକେଶ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବରୁ ୫ମରେ ଥିବା ରାହୁଲ ଏବେ ୬ଷ୍ଠ ସ୍ଥାନକୁ ଖସିଥିବା ବେଳେ ପୂର୍ବ ଭଳି ୮ମ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି।…

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ ଏକ ପ୍ରମୁଖ ଆଲୋଚନାର ବିଷୟ ଏବଂ କ୍ରୀଡ଼ା…

ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ପଦବୀ

ନୂଆଦିଲ୍ଲୀ,୧୭।୧୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପକ୍ଷକୁ ବଡ଼ ପଦବୀରେ ନିଯୁକ୍ତ କରାଯାଇଛି। ତାଙ୍କୁ ଆଇସିସି ପୁରୁଷ କ୍ରିକେଟ୍‌ କମିଟିର ଚେୟାରମ୍ୟାନ୍‌ ଭାବେ ବୁଧବାର ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି। ଫଳରେ ଗାଙ୍ଗୁଲି…

୧୫୦୦ କୋଟି ଟଙ୍କା ସଞ୍ଚିବ ବିସିସିଆଇ

ନୂଆଦିଲ୍ଲୀ,୧୭।୧୧: ଆଇସିସି ୨୦୨୪ ରୁ ୨୦୩୧ମଧ୍ୟରେ ୮ଟି ବଡ ଇଭେଣ୍ଟ୍‌ ଆୟୋଜନ କରିବାକୁ ଯାଉଛି। ଭାରତକୁ ୩ଟି ଆଇସିସି ଟୁର୍ନାମେଣ୍ଟର ଦାୟିତ୍ୱ ଦିଆଯାଇଛି। ଭାରତରେ ୨୦୨୬ ଟି -୨୦ ବିଶ୍ୱକପ, ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ ରହିବ।…

କେବେ ହୋଇଥିଲା ଦ୍ରାଭିଡ-ରୋହିତଙ୍କ ପ୍ରଥମ ସାକ୍ଷାତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଜୟପୁରରେ ଖେଳାଯିବ। ଏହି ମ୍ୟାଚରେ ଏକ ନୂତନ ଭାରତୀୟ ଦଳ ଦେଖିବାକୁ ମିଳିବ। ଭାରତୀୟ ଟି -୨୦ ଦଳ ରୋହିତ ଶର୍ମାଙ୍କ…

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି, କୋହଲି ବି ପିନ୍ଧନ୍ତି ଦାମୀ ଘଣ୍ଟା

ମୁମ୍ବାଇ,୧୭।୧୧: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପ୍‌ ସାରି ଭାରତକୁ ଫେରିବାବେଳେ କଷ୍ଟମ ବିଭାଗ ଦ୍ୱାରା ଧରାପଡିଛନ୍ତି। ହାର୍ଦ୍ଦିକ ଦୁବାଇରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ, କଷ୍ଟମ ବିଭାଗ ତାଙ୍କୁ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ…

ଇତିହାସ ରଚିବେ ରୋହିତ ଶର୍ମା

ଜୟପୁର,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଆଜି ସା ୭ ଟାରୁ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ସ୍ଥାୟୀ ଟି-୨୦ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?