Posted inଖେଳ

ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ

କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ୫ ଉଇକେଟରେ ୧୮୪ ରନ୍‌ କରିପାରିଛି।

ଏକଦା ଭାରତ ୧୪ ଓଭରରେ ୪ ଉଇକେଟ ହରାଇ ୯୩ ରନ୍‌ କରିଥାଏ। ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ପୂରା ଫେଲ ମାରିଥିଲା। ଋତୁରାଜ ଗାଏକ୍ୱାଡ (୪), ଇଶାନ କିଷନ (୩୪), ଶ୍ରେୟାସ ଆୟାର (୨୫) ଓ ଅଧିନାୟକ ରୋହିତ ଶର୍ମା ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ବେଳେ ଓ୍ବେଷ୍ଟଇଣ୍ଡିଆନ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ ସୂର୍ଯ୍ୟକୁମାର ୬୫ ( ୧ ଚୌକା ଓ ୭ ଛକା) ଓ ଭେଙ୍କଟଶ ୩୫ (୪ ଚୌକା ଓ ୨ ଛକା)। ଦୁହେଁ ୫ମ ଉଇକେଟ ପାଇଁ ୯୧ ଯୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିବାକୁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଦଳ ସହ ଯାତ୍ରା କରିଥିବା ଟିମ୍‌ ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିଆସିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ସିରିଜ୍‌ ଜିତିଲା ଭାରତୀୟ ମହିଳା ହକି ଦଳ

ଜିନଚେଓନ(କୋରିଆ),୨୨।୫- ପ୍ରଥମାର୍ଦ୍ଧ ସୁଦ୍ଧା ୦-୧ ଗୋଲରେ ପଛୁଆ ରହିବା ସତ୍ତ୍ୱେ ଭାରତୀୟ ମହିଳା ଦଳ ୨-୧ ବ୍ୟବଧାନରେ ଆୟୋଜକ ରିପବ୍ଲିକ କୋରିଆକୁ ହରାଇ ଦେଇଛି। ଏଥିସହ...

ବିନା ଦର୍ଶକରେ ହେବ ବାହାରିନ୍‌ ଫର୍ମୁଲା ଓ୍ବାନ

ମାନାମା,୯ା୩ (ଏଏଫ୍‌ପି)- ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ର୍ରାଁ ପ୍ରି ବିନା ଦର୍ଶକରେ ଅନୁଷ୍ଠିତ ହେବ। କରୋନା ଭାଇରସ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି...

ଜାତୀୟ ରେକର୍ଡ ସହ ମିରାବାଈଙ୍କୁ ସ୍ବର୍ଣ୍ଣ

କୋଲକାତା, ୪।୨ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଭାରୋତ୍ତୋଳିକା ତଥା ପୂର୍ବତନ ବିଶ୍ୱ ବିଜୟିନୀ ମିରାବାଈ ଚାଣୁ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ...

ଡିସିି ପାଇଁ ବିଜୟ ଲକ୍ଷ୍ୟ ୧୭୨ …

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...

କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ଜାନୁଆରୀରେ ପ୍ରଥମ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ...

୩ୟ ଟି୨୦ ମୁକାବିଲା: ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତୀୟ ଟିମ୍‌କୁ ଫେରିଲେ ‘ହିଟ୍‌ମ୍ୟାନ୍‌‘

ଅହମ୍ମଦାବାଦ,୧୬।୩: ଭାରତ-ଇଂଲଣ୍ଡ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ଟି୨୦ ମ୍ୟାଚ୍‌ ଆରମ୍ଭ ହୋଇଛି। ଏଥିରେ ଇଂଲଣ୍ଡ ଟିମ୍‌ ଟସ୍‌ ଜିତିଥିବା ବେଳେ ବୋଲିଂ...

ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ...

Advertisement
Archives

Model This Week