Posted inଖେଳ

ସୁଯୋଗ ପାଇବା ପୂର୍ବରୁ ବାଦ୍‌ ପଡ଼ିଲେ

ମୋହାଲି,୭।୩: ଭାରତୀୟ ମ୍ୟାନେଜମେଣ୍ଟ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ କରିଛି। ଅଲରାଉଣ୍ଡର ଅକ୍ଷର ପଟେଲ ସମ୍ପୂର୍ଣ୍ଣ ଫିଟ୍‌ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଟିମ୍‌ ମ୍ୟାନେଜମେଣ୍ଟ। ବାମହାତୀ ଅଲରାଉଣ୍ଡର ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବେଳେ ଭାରତୀୟ ଦଳରେ ଯୋଗ ଦେଇଥିଲେ।

ତେବେ କୁଲଦୀପ(୨୭)ଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଅକ୍ଷର(୨୮)ଙ୍କ ବ୍ୟାକ୍‌ ଅଫ୍‌ ଖେଳାଳି ଭାବେ ଦଳରେ ସାମିଲ କରାଯାଇଥିଲା। ଏଣୁ ଅକ୍ଷର ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିସାରିବା ପରେ ଦଳରେ କୁଲଦୀପଙ୍କ ଆବଶ୍ୟକତା ନ ଥିବା ଟିମ୍‌ ମ୍ୟାନେଜମେଣ୍ଟ ଅନୁଭବ କରିଥିଲା। ୧୮ ଜଣିଆ ଭାରତୀୟ ଦଳରେ ଏମାନଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ, ଜୟନ୍ତ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର ଅଛନ୍ତି। ଉଲ୍ଲେଖଯୋଗ୍ୟ, ଅହମ୍ମଦାବାଦ ଖେଳାଳି ଗତ ବର୍ଷ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ ପରଠାରୁ ଆହତ ସମସ୍ୟା କାରଣରୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ଏବେ ଉପଲବ୍ଧ ଥିବାରୁ ତାଙ୍କୁ ବାଙ୍ଗାଲୁରୁ ଟେଷ୍ଟରେ ସ୍ଥାନ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪୪ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଏହି ୨ ଦେଶ ମଧ୍ୟରେ ଖେଳାଯାଇଥିଲା ସବୁଠୁ ଛୋଟ ମ୍ୟାଚ୍‌

ଟେଷ୍ଟ କ୍ରିକେଟର ଇତିହାସ ପ୍ରାୟ ୧୪୪ ବର୍ଷ ପୁରୁଣା। ଟେଷ୍ଟ କ୍ରିକେଟରେ ଉଭୟ ଦଳ ୨-୨ ଇନିଂସ ଖେଳିବାକୁ ପାଆନ୍ତି ଏବଂ ବଲ ଖେଳିବାର କୌଣସି...

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ...

କୋଚ୍‌ ଚୟନ ପ୍ରକ୍ରିୟାରେ କୋହଲିଙ୍କର ମତ ଦେବା ଅଧିକାର ରହିଛି: ସୌରଭ

କୋଲକାତା, ୧।୮(ପି.ଟି.)- ଅଧିନାୟକ ଭାବେ ବିରାଟ କୋହଲିଙ୍କର କୋଚ୍‌ ଚୟନ ପ୍ରକ୍ରୟାରେ ମତ ଦେବାର ଅଧିକାର ରହିଛି ବୋଲି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ...

ହଙ୍ଗେରୀରେ ଦର୍ଶକ ଉପଭୋଗ କଲେ ମ୍ୟାଚ

ମିସ୍‌କୋଲ୍‌କ (ହଙ୍ଗେରୀ), ୧ା୬ (ଏଏଫ୍‌ପି): କରୋନାଭାଇରସ୍‌ ଯୋଗୁ ଦୁଇ ମାସ ବ୍ରେକ୍‌ ପରେ ହଙ୍ଗେରୀରେ ଫୁଟ୍‌ବଲ ମ୍ୟାଚ ଆରମ୍ଭ ହୋଇଛି। ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ...

ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦...

ପିଏସ୍‌ଜି ସହ ନେମାରଙ୍କ ଚୁକ୍ତି ମିଆଦ ବୃଦ୍ଧି

ପ୍ୟାରିସ୍‌, ୯ା୫ (ଏପି.)-ପ୍ୟାରିସ୍‌ ସେଣ୍ଟ ଜର୍ମେନ (ପିଏସ୍‌ଜି) ବ୍ରାଜିଲର ଷ୍ଟାର ଫୁଟ୍‌ବଲ ଖେଳାଳି ନେମାରଙ୍କ ସହ ଏହାର ଚୁକ୍ତି ମିଆଦକୁ ଆହୁରି ୩ବର୍ଷ ବୃଦ୍ଧି କରିଛି।...

ଆଜିକୁ ଠିକ୍‌ ବର୍ଷେ ପୂର୍ବେ ଇତିହାସ ରଚିଥିଲେ ରୋହିତ ଶର୍ମା

ଆଇସିସି ବିଶ୍ୱକପ ୨୦୧୯ରେ ରୋହିତ ଶର୍ମା ଦମଦାର ଫର୍ମରେ ଥିଲେ। ଆଜିକୁ ବର୍ଷେ ପୂର୍ବେ ବିଶ୍ୱକପରେ ଇତିହାସ ସେ ଏକ ରେକର୍ଡ ସୃଷ୍ଟି କରିଥିଲେ। ରୋହିତ...

Advertisement
Archives

Model This Week