ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ ଉପରୁ ହଟିଲା କଳାବାଦଲ

କୋଲକାତା, ୪ା୧୨: ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ସତ୍ତ୍ୱେ ଭାରତୀୟ ଦଳ ଏହି ଦେଶକୁ ଖେଳିବା ପାଇଁ ଗସ୍ତ କରିବ। ତେବେ ଉଭୟ ଦେଶର କ୍ରିକେଟ ବୋର୍ଡର ନିଷ୍ପତ୍ତି କ୍ରମେ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳର ଦକ୍ଷିଣ…

ଆଉ ଏକ ବିଶ୍ୱ ଟାଇଟଲଠୁ ହାତେ ଦୂରରେ ସିନ୍ଧୁ

ବାଲି,୪।୧୨: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇ ଦେଇଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ। ପୂର୍ବତନ ବିଶ୍ୱ ଚାମ୍ପିୟନ…

ନ୍ୟୁଜିଲାଣ୍ଡକୁ ସର୍ବନିମ୍ନ ସ୍କୋରରେ ରୋକିଲା ଭାରତ

ମୁମ୍ବାଇ,୪।୧୨: ଚଳିତ ମୁମ୍ବାଇ ଟେଷ୍ଟରେ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇନିଂସରେ ୧୦ ଉଇକେଟ ନେଇ ଭାରତକୁ ୩୨୫ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ। ଏହାର ଜବାବରେ ମାତ୍ର ୬୨ ରନ୍‌ରେ ଆତ୍ମସମର୍ପଣ କରି ଦେଇଛି ନ୍ୟୁଜିଲାଣ୍ଡ। ଏହା ଭାରତ…

ଗୋଟିଏ ଇନିଂସରେ ୧୦ ଉଇକେଟ ନେଲେ ଏଜାଜ ପଟେଲ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି। ଏଭଳି ସଫଳତା ପାଇବାରେ ସେ ବିଶ୍ୱର ୩ୟ ବୋଲର। ସେ ଏବେ ଇଂଲଣ୍ଡର ଜିମ…

ଖାସ୍‌ ତାରିଖକୁ ନେଇ ହାତରେ ଟାଟୁ କଲେ ପାଣ୍ଡ୍ୟା

ମୁମ୍ବାଇ,୪।୧୨: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଦାମୀ ଘଣ୍ଟା ଏବଂ କାରଠାରୁ ଆରମ୍ଭ କରି ତାଙ୍କ ହେୟାର ଷ୍ଟାଇଲ ଏବଂ କେଶ ରଙ୍ଗ ପର୍ଯ୍ୟନ୍ତ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଏକ ଟାଟୁ କରିଛନ୍ତି।…

ବ୍ରୋଞ୍ଜ ପାଇଁ ଲଢ଼ିବ ଇଣ୍ଡିଆ

ଭୁବନେଶ୍ୱର,୩।୧୨(କ୍ରୀଡ଼ା ପ୍ରତିନିଧି): ବିଶ୍ୱକପର ପ୍ରତିଟି ମ୍ୟାଚରେ ଆକର୍ଷଣ ଖେଳ ପ୍ରଦର୍ଶନ କରିଥିବା ଭାରତ ଶେଷରେ ବ୍ରୋଞ୍ଜ ପାଇଁ ଲଢେଇ କରିବ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଜର୍ମାନୀ ୪-୨…

ଟିମ୍‌ ଇଣ୍ଡିଆକୁ ବଞ୍ଚାଇଦେଲେ ମୟଙ୍କ

ମୁମ୍ବାଇ,୩।୧୨:ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୭୦ ଓଭର ଖେଳି ୪ ଉଇକେଟ ହରାଇ ୨୨୧ ରନ୍‌ କରିଛି। କମ୍‌ବ୍ୟାକ କରିଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ…

୧୩୨ ବର୍ଷ ରେକର୍ଡ ପୁନରାବୃତ୍ତି କଲେ କୋହଲି

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ ଟେଷ୍ଟ ସିରିଜ ଦ୍ୱିତୀୟ ମ୍ୟାଚ୍‌ରେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ଅଧିନାୟକ ଭାବରେ ଦଳକୁ ଫେରିଥିଲେ ଏବଂ ଟସ ପାଇଁ ଓହ୍ଲାଇବା ମାତ୍ରେ…

ରାଗିଗଲେ କୋହଲି, ପିଟିଲେ ବ୍ୟାଟ୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୩।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳକୁ ଫେରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟରେ ଶୂନ ରେ ଆଉଟ୍‌ ହୋଇଥିଲେ। ତାଙ୍କୁ ଏଜାଜ ପଟେଲ ଆଉଟ୍‌ କରିଥିଲେ। ତାଙ୍କ ଆୁଟ୍‌କୁ ନେଇ ଏବେ ଅମ୍ପାୟାରଙ୍କ ଉପରେ ପ୍ରଶ୍ନ ଉଠିଛି।…

ଟସ୍‌ ଜିତିଲା ଭାରତ

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି ଭାରତର ଅଧିନାୟକତ୍ୱ କରୁଛନ୍ତି। ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୩।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ଏହା ହେଉଛି ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ମ୍ୟାଚ। ଏହି ମ୍ୟାଚ୍‌ ଯିଏ ଜିତିବ ସେହି ଦଳ ସିରିଜ୍‌ ହାତେଇବ।…

ଶାସ୍ତ୍ରୀୟ ନୃତ୍ୟଶିଳ୍ପୀରୁ ‘ଲେଡି ତେନ୍ଦୁଲକର’

ଦୁନିଆର ସର୍ବୋତ୍ତମ ମହିଳା କ୍ରିକେଟ କ୍ରିକେଟ ମଧ୍ୟରୁ ମିଥାଲି ରାଜ ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ତାଙ୍କ ବ୍ୟାଟର ଜ୍ୟୋତି ଏପର୍ଯ୍ୟନ୍ତ କ୍ଷୀଣ ହୋଇନାହିଁ। ଡିସେମ୍ବର ୩, ୧୯୮୨ ରେ ମିଥାଲି ରାଜସ୍ଥାନର ଯୋଧପୁର (ମିତାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?