ଖେଳ

‘ଦଳ ଘୋଷଣାର ଦେଢ଼ ଘଣ୍ଟା ପୂର୍ବରୁ ଜଣାଇଥିଲେ’

ମୁମ୍ବାଇ,୧୫।୧୨: ରୋହିତ ଶର୍ମାଙ୍କୁ ଟି୨୦ ଭଳି ଦିନିକିଆ ଦଳର ଅଧିନାୟକ ଭାର ଦିଆଯିବା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଦଳ ଘୋଷଣା କରାଯିବାର…

ଗାଙ୍ଗୁଲିଙ୍କ କଥାରେ ଏକମତ ନୁହଁନ୍ତି କୋହଲି

ମୁମ୍ବାଇ,୧୫।୧୨: “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଦଳ ଘୋଷଣା କରାଯିବାର ଦେଢ଼ ଘଣ୍ଟା ପୂର୍ବରୁ ମୋତେ ଚୟନକର୍ତ୍ତା ଜଣାଇଥିଲେ, ତୁମେ ଆଉ ଦିନିକିଆ ଦଳର ଅଧିନାୟକ ହେବ ନାହିଁ। ଏଥିପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ…

ଗାଙ୍ଗୁଲିଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ ପାଇଁ…

ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ ପାଇଁ…

‘କୋହଲି-ରୋହିତ ଏକାଠି ନ ଖେଳିଲେ ଭାରତ ପାଇଁ ହେବ ବଡ଼ କ୍ଷତି’

ନୂଆଦିଲ୍ଲୀ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ କ୍ରିକେଟ୍‌ ଦଳରେ ମତଭେଦ ଉପୁଜିଛି। ଆଘାତ ହେତୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଏହା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି…

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ପ୍ରେମୀ ତଥା କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୧୨ ବର୍ଷ ପୂର୍ବେ, ରାଜକୋଟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪୧୪ ରନ ସଂଗ୍ରହ କରିଥିଲା। ଏହାର…

ଖେଳ ଉପରେ କେହି ନୁହନ୍ତି, ଖେଳ ହିଁ ସର୍ବୋତ୍ତମ, କହିଲେ କ୍ରୀଡ଼ାମନ୍ତ୍ରୀ…

ନୂଆଦିଲ୍ଲୀ, ୧୫।୧୨: ଭାରତୀୟ କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏହାପୂର୍ବରୁ ଅଧିନାୟକତ୍ୱକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକତ୍ୱରୁ ହଟାଯିବା ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜରୁ ବାଦ ଦିଆଯିବା…

ମାତ୍ର ୩ ମ୍ୟାଚ୍‌ରେ ୨ ତ୍ରିଶତକ, ଗୋଟିଏ ଶତକ ମାରି ଇତିହାସ ରଚିଲେ ୧୪ ବର୍ଷୀୟ ବାଳକ

ରାୟପୁର,୧୫।୧୨:୧୪ ବର୍ଷୀୟ ୟଶ କୁମାର ୱାର୍ଦ୍ଧା ତାଙ୍କ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛତିଶଗଡ ରାଜ୍ୟ କ୍ରିକେଟ ଆସୋସିଏସନ (ସିଏସ୍‌ସିଏସ୍‌) ଦ୍ୱାରା ଆୟୋଜିତ ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ଲେଟ ଗ୍ରୁପ ଅଣ୍ଡର -୧୬ ଟୁର୍ନାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ…

ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଛକାରେ ରକ୍ତ ଜୁଡୁବୁଡୁ ହେଲେ ଦର୍ଶକ: ଦେଖନ୍ତୁ ଭିଡିଓ

ସିଡନୀ,୧୫।୧୧: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବେନ ମ୍ୟାକଡେରମୋଟଙ୍କ ଏକ ଛକାରେ ଜଣେ ପ୍ରଶଂସକ ରକ୍ତ ଜୁଡୁବୁଡୁ ହୋଇଛନ୍ତି। ପ୍ରଶଂସକ ଜଣଙ୍କ ବଲ୍‌ଟି ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ଧରିପାରି ନ ଥିଲେ। ବଲ ସିଧାସଳଖ ତାଙ୍କ କପାଳକୁ ଆଘାତ କରିଥିଲା। ତାଙ୍କ…

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ ଖେଳାଯିବ

ନୂଆଦିଲ୍ଲୀ,୧୫।୧୨: ପୁଣି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ଏଥର ପୁରୁଷ ନୁହେଁ,ମହିଳା କ୍ରିକେଟ ଦଳ ସାମ୍ନାସାମ୍ନି ହେବେ। ଆସନ୍ତା ବର୍ଷ ମାର୍ଚ୍ଚ ୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୨ ମ୍ୟାଚ…

ରୋହିତଙ୍କ ବିନା ସିରିଜ୍‌ ଜିତିବା କଷ୍ଟକର

ମୁମ୍ବାଇ,୧୫।୧୨: ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରୁ ଆହତ ହୋଇ ବାଦ୍‌ ପଡ଼ିଛନ୍ତି ରୋହିତ ଶର୍ମା। ଉପ ଅଧିନାୟକଙ୍କ ଅନୁପସ୍ଥିତି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଟେଷ୍ଟ ସିରିଜ୍‌ ଜିତିବାର…

ଛୁଟି ମାଗି ନାହାନ୍ତି କୋହଲି

ନୂଆଦିଲ୍ଲୀ, ୧୪ା୧୨- ଆସନ୍ତା ଦକ୍ଷିଣ ଆଫ୍ରିକା ଟୁର୍‌ ସମୟରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ନ ଖେଳି ଟେଷ୍ଟ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇପାରନ୍ତି। ଏଭଳି ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?