Posted inଖେଳ

ଖସିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବୋଲିଂରେ ୬ ପାହ୍ୟା ଉନ୍ନତି କରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହିତ ବିରାଟ କୋହଲି ଚାରିଟି ସ୍ଥାନ ହରାଇ ବ୍ୟାଟ୍ସମ୍ୟାନ ମାନ୍ୟତା ତାଲିକାର ନବମ ସ୍ଥାନକୁ ଖସି ଆସିଛନ୍ତି। ମୋହାଲିରେ ଟେଷ୍ଟରେ ୧୭୫ରନର ଐତିହାସିକ ଇନିଂସ ଖେଳିଥିବା ରବିନ୍ଦ୍ର ଜାଡେଜା ମଧ୍ୟ ଅଲରାଉଣ୍ଡର ମାନ୍ୟତାରେ ଦ୍ୱିତୀୟ ସ୍ଥାନକୁ ଖସିଆସିଛନ୍ତି। ବୁମରା ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ଏବଂ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ବ୍ୟତୀତ ପାକିସ୍ତାନର ଶାହିନ ଆଫ୍ରିଦି, ନ୍ୟୁଜିଲାଣ୍ଡର କାଇଲ ଜେମିସନ, ଟିମ ସାଉଥୀ ଏବଂ ନିଲ ୱାର୍ଗନଙ୍କୁ ପଛରେ ପକାଇ ଦେଇଛନ୍ତି। ବେଙ୍ଗାଲୁରୁ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ବୁମ୍‌ରା ୮ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର କୋଭିଡ୍‌ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ, ୩ା୬: ଭାରତ ଭ୍ରମଣରେ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ସମସ୍ତ ସଦସ୍ୟଙ୍କ କୋଭିଡ୍‌ ଟେଷ୍ଟ ନେଗେଟିଭ୍‌ ଆସିଛି। ଏହାପରେ ଦଳ ଅଭ୍ୟାସ ଆରମ୍ଭ...

ଅବସର ନେଇ ସ୍ପଷ୍ଟ କଲେ ସୋଏବ ମଲିକ

ଲଣ୍ଡନ,୭।୭(ଏଏଫ୍‌ପି)- ପାକିସ୍ତାନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ ମଲିକ୍‌ ଅବସର ନେଇ ସୂଚନା ଦେଇଛନ୍ତି। ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ...

ଜଣେ ଖେଳାଳିଙ୍କୁ ଆଉଟ୍‌ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…

ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍‌ ଏବଂ ୟର୍କଶାୟର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ୪୬ଟି ବଲ ଖେଳିବାକୁ ବାକି ଥିଲା...

ଟି୨୦ରେ ମହାନ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଓ୍ବାର୍ନର

ନୂଆଦିଲ୍ଲୀ,୨୮।୪ : ଅରୁଣ ଜେଟଲି ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୫୭ ରନ୍‌ର ଇନିଂସ ଅବସରରେ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି ଡେଭିଡ୍‌...

ଏହି କାର ଚଲାଇବାକୁ ଭଲ ପାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟରମାନେ କେବଳ ସେମାନଙ୍କ ଖେଳ ପାଇଁ ନୁହେଁ ବରଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ...

ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟ୍‌କା

ଚେନ୍ନାଇ, ୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଲାଗିଛି ବଡ଼ ଝଟ୍‌କା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଚଳିତ ଆଇପିଏଲର ଉଦ୍‌ଘାଟନୀ...

ଭାରତ ‘ଏ’ରୁ ରେଡ୍‌ ବଲ୍‌ରେ ସୁଯୋଗ ନ ପାଇବାର ଅବସୋସ

ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି...

ବଟଲରଙ୍କ ଶାର୍ଟ ନିଲାମରୁ ମିଳିଲା ୮୦ ହଜାର ଡଲାର

ଲଣ୍ଡନ,୯।୪(ପି.ଟି.)-କରୋନା ଭାଇରସ୍‌ ଲଢେଇ ପାଇଁ ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କ ବିଶ୍ୱକପ୍‌ ଫାଇନାଲ ଶାର୍ଟ ନିଲାମ ହୋଇଛି। ଏହି ନିଲାମରୁ ୬୫,୦୦୦ ପାଉଣ୍ଡ ବା ୮୦,୦୦୦...

Advertisement
Archives

Model This Week