ଖେଳ

ଭାବୁକ ହେଲେ ସଚିନ, କହିଲେ ଏଭଳି ଲୋକଙ୍କ ପାଇଁ ଦୁନିଆ…

ନୂଆଦିଲ୍ଲୀ,୧୮।୧୧: ଭାବୁକ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଦୁର୍ଘଟଣାରେ ଗୁରୁତର ହୋଇଥିବା ଘନିଷ୍ଠ ବନ୍ଧୁଙ୍କ ଜୀବନ ରକ୍ଷା କରିଥିବାରୁ ସେ ଜଣେ ଟ୍ରାଫିକ ପୋଲିସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ମାନବିକ ଦିଗକୁ ଆଗରେ ରଖି ଡ୍ୟୁଟି ବାହାରେ ଯାଇ ସହାୟତା…

ସର୍ବସାଧାରଣରେ ରେସଲରଙ୍କୁ ଚାପୁଡ଼ା ମାରିଲେ ଫେଡେରେଶନ ମୁଖ୍ୟ

ରାଞ୍ଚି,୧୭।୧୨: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରନ ସିଂ ସର୍ବସାଧାରଣରେ ଜଣେ ରେସଲରଙ୍କୁ ଚାପୁଡ଼ା ମାରିଛନ୍ତି। ସ୍ଥାନୀୟ ଶହୀଦ ଗନପତ ରାଇ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍‌ ଜାତୀୟ ରେସଲିଂ ଚାମ୍ପିୟନଶିପ୍‌ ବେଳେ ଘଟିଛି ଏଭଳି…

ଟୁଇଟରରେ ଟ୍ରେଣ୍ଡ କରୁଛି #ଓ୍ବାଲର୍‌ଡଷ୍ଟାଣ୍ଡ୍ସଓ୍ବିଥ୍‌କୋହଲି

ନୂଆଦିଲ୍ଲୀ,୧୭।୧୨: ଦିନିକିଆ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି। କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ି ଥିବାରୁ ଦିନିକିଆ ଦଳର ନେତୃତ୍ୱ…

ପୁଣି ଥରେ ବାଂଲାଦେଶ ଦଳକୁ କ୍ୱାରେଣ୍ଟିନ ପଠାଗଲା

ଅକ୍‌ଲାଣ୍ଡ,୧୭।୧୨: ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବାଂଲାଦେଶ ଦଳକୁ ପୁଣି ଥରେ କ୍ୱାରେଣ୍ଟିନରେ ରଖାଯାଇଛି। ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ୍‌ ରଙ୍ଗନା ହେରାଥଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିବା ପରେ ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି…

ଶ୍ରୀକାନ୍ତ ଆଣିଲେ ପ୍ରଥମ ପଦକ

ମାଡ୍ରିଡ୍‌,୧୭।୧୨: ପ୍ରଥମ ଭାରତୀୟ ଭାବେ କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ (୨୦୨୧) ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାର୍କ କାଲଜୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି।…

ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ,୧୭।୧୨: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୩-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ ଇଭେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ଟିମ୍‌ ଇଣ୍ଡିଆ।…

ସ୍ପାଇଡର୍‌ମ୍ୟାନ୍‌ କ୍ୟାଚ୍‌: ଦେଖନ୍ତୁ ଭିଡିଓ

ଆଡିଲେଡ,୧୭।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟା ର ପ୍ରଥମ ଦିନରେ ଜୋସ ବଟଲର ଏକ ଚମତ୍କାର କ୍ୟାଚ ନେଇଛନ୍ତି। ଏବେ ଏହି କ୍ୟାଚ୍‌ର ଭିଡିଓ ଭାଇରାଲ ହେବାରେ ଲାଗିଛି। ବଟଲର୍‌…

ଭାରତ ପକ୍ଷରୁ ଟେଷ୍ଟରେ ପ୍ରଥମ ଶତକ ମାରିଥିଲେ ଏହି କ୍ରିକେଟର୍‌

ଡିସେମ୍ବର ୧୭ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ୮୮ ବର୍ଷ ପୂର୍ବେ ଅର୍ଥାତ୍‌୧୯୩୩ ମସିହାରେ, ଭାରତ ପାଇଁ ପ୍ରଥମ ଟେଷ୍ଟ ଶତକ ମାରିଥିଲେ ମହାନ ଖେଳାଳି ଲାଲା ଅମରନାଥ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଏହି ମ୍ୟାଚ୍‌ରେ…

କୋହଲି, ଗେଲ୍‌ ଯାହା କରିପାରି ନ ଥିଲେ, ତାହା କରି ଦେଖାଇଲେ

କରାଚୀ,୧୬।୧୨: ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଗୋଟିଏ ବର୍ଷରେ ଟି୨୦ ଫର୍ମାଟରେ ଦୁଇ ହଜାରରୁ ଊଦ୍ଦର୍‌ବ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ପାକିସ୍ତାନର ମହମ୍ମଦ ରିଜଓ୍ବାନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌ରେ ୮୬ ରନ୍‌ର…

ରେକର୍ଡ ସହ ସିରିଜ୍‌ ପୋଛିଲା ପାକିସ୍ତାନ

କରାଚୀ,୧୬।୧୨: ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌କୁ ଜିତି ନେଇଛି ପାକିସ୍ତାନ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ପାକିସ୍ତାନ କଦାପି ଏତେ ବଡ଼ ସ୍କୋରର ପିଛା କରି…

ଅଳ୍ପକେ ଶତକରୁ ବଞ୍ଚିତ ହେବା ପରେ ପ୍ରଶଂସକଙ୍କ ମନ ଜିତିଲେ ଓ୍ବାର୍ନର

ଆଡିଲେଡ୍‌,୧୬।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର ପ୍ରଶଂସକଙ୍କ ମନ ଜିଣିଛନ୍ତି। ସହଜରେ ସାଥି ଓପନର ମାର୍କସ ହାରିସଙ୍କ ଉଇକେଟ ହରାଇବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ ଓ୍ବର୍ନର। ବାମହାତୀ ବ୍ୟାଟର ପୂର୍ବ…

ପତିକ୍ରିୟା ରଖିବାକୁ ମନା କଲେ ଗାଙ୍ଗୁଲି

କୋଲକାତା,୧୬।୧୨: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହେବାର ଗୋଟିଏ ଦିନ ପରେ ପତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆୟୋଜିତ ଖବରଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?