ଖେଳ

ରାଗିଛନ୍ତି କୋହଲି

ମୁମ୍ବାଇ,୧୩।୧୨: ଦକ୍ଷିଣ ଆଫ୍ରିକା ଗସ୍ତକୁ ଦୃଷ୍ଟିରେ ରଖି ଟିମ ଇଣ୍ଡିଆ ଆଜିକାଲି ମୁମ୍ବାଇରେ ଟ୍ରେନିଂ ନେଉଛି। ବିରାଟ କୋହଲିଙ୍କୁ ଛାଡି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳି ଜୋରଦାର ଅଭ୍ୟାସ କରୁଛନ୍ତି। ତେବେ ବିରାଟ କାହିଁକି ତାଲିମ…

ରୋହିତ ଶର୍ମାଙ୍କୁ ଚେତାବନୀ ଦେଇଥିଲେ ଯୁବରାଜ, ମୋ ଭଉଣୀଙ୍କୁ ଆଖି ପକାଇଲେ…

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଆଜି ଉଭୟ ବିବାହର ଷଷ୍ଠ ବାର୍ଷିକୀ ପାଳନ କରୁଛନ୍ତି। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି।…

ଅନୁଷ୍କା ନୁହେଁ, ଏହି ଅଭିନେତ୍ରୀଙ୍କ ସହ ନାଚିଥିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟର ରୋହିତ ଶର୍ମା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରିତିକା ସଜଦେହଙ୍କୁ ୧୩ ଡିସେମ୍ବର ୨୦୧୫ରେ ବିବାହ କରିଥିଲେ। ଆଜି ରୋହିତ ଏବଂ ରିତିକା ବିବାହର ୬ ବର୍ଷ ପୂରଣ କରିଛନ୍ତି। ସେମାନଙ୍କର ଏକ ଝିଅ ସମାୟରା ମଧ୍ୟ ଅଛନ୍ତି।…

ଆଜି ରୋହିତ ଶର୍ମାଙ୍କ ପାଇଁ ‘ଐତିହାସିକ’ ଦିନ

ନଭେମ୍ବର ୧୩ ଭାରତୀୟ ଓପନର୍‌ ରୋହିତ ଶର୍ମାଙ୍କ ପାଇଁ ଏହା ଅତ୍ୟନ୍ତ ସ୍ବତନ୍ତ୍ର। ରୋହିତ ୨୦୧୭ ମସିହାରେ କ୍ୟାରିୟରରେ ତୃତୀୟ ଥର ପାଇଁ ଏକ ଦ୍ୱିଶତକ ହାସଲ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋହିତ ଜଣେ ଅଧିନାୟକ ଭାବରେ ଏହି…

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ଟି -୨୦ ଏବଂ ଦିନିକିଆ ଦଳର ନିୟମିତ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ବିରାଟ କୋହଲିଙ୍କ ହାତରେ ଏବେ କେବଳ ଟେଷ୍ଟ ଦଳର ଅଧିନାୟକ ରହିଛି। ରୋହିତଙ୍କୁ ପ୍ରଥମେ ଟି -୨୦ ଏବଂ ପରେ ଦିନିକିଆ ଦଳର ଦାୟିତ୍ୱ…

ସିରିଜ୍‌ ଅଧାରୁ ଘରକୁ ଫେରିଲେ

ସିଡ୍‌ନୀ,୧୩ା୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆନ ପେସ ବୋଲର ଜୋଶ ହାଜେଲଉଡ୍‌ଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ପ୍ରଥମ ଟେଷ୍ଟରେ ମାଂସପେଶୀ ଟାଣି ହୋଇଯାଇଥିବାରୁ ସେ ଘରକୁ ଫେରି ଯାଇଥିବା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ରବିବାର କୁହାଯାଇଛି।…

ଋଜୁରାଜ, ଭେଙ୍କଟଶଙ୍କ ପାଇଁ ବଦଳିପାରେ ଭାରତୀୟ ଦିନିକିଆ ଦଳର କମ୍ବିନେଶନ

ନୂଆଦିଲ୍ଲୀ, ୧୨।୧୨: ଆସନ୍ତାବର୍ଷ ଜାନୁୟାରୀରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ଏଥିଲାଗି ଏବେଠାରୁ ଭାରତୀୟ ଦଳର କମ୍ବିନେଶନ କ’ଣ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅବଶ୍ୟ ଏବେ…

‘ଭାରତୀୟ କ୍ରିକେଟ ପାଇଁ ଭଲ ନିଷ୍ପତ୍ତି’

ମୁମ୍ବାଇ,୧୨ା୧୨: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଘୋଷଣା କରିବା ଅବସରରେ ରୋହିତ ଶର୍ମାଙ୍କୁ ଟି୨୦ ସହ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ବିସିସିଆଇର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି…

ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍‌ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ସେ ମିଥ୍ୟା ବୋଲି କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ହରଭଜନ…

ବିସ୍ଫୋରକ ଶତକ ପରେ ଏମିତି ସେଲିବ୍ରେଟ୍‌ କଲେ ଭେଙ୍କଟଶ

ମୁମ୍ବାଇ,୧୨ା୧୨: ନିକଟରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟର ଚଣ୍ଡିଗଡ଼ ବିପକ୍ଷ ବିଜୟ ହଜାରେ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ପାଳି। ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆୟର ୧୧୩ ବଲରେ ୧୫୧ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ…

୬ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍‌, ମାତ୍ର ୨୪ ଓଭରରେ ଦିନିକିଆ ମ୍ୟାଚ୍‌ ଶେଷ

ଅଗରତାଲା,୧୨।୧୨: ଯଦି ୫୦-୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍‌ ଯଦି ମାତ୍ର ୨୪ ଓଭରରେ ଶେଷ ହୁଏ, ତେବେ ଯେ କେହି କେହି ଆଶ୍ଚର୍ଯ୍ୟ ହେବେ। ରବିବାର ଜୟପୁରରେ ବିଜୟ ହଜାରେ ଟ୍ରଫିରେ ଏହିପରି ଗୋଟିଏ ମ୍ୟାଚ ଖେଳାଯାଇଥିଲା। ମ୍ୟାଚ୍‌ରେ ଉଭୟ…

ଅଷ୍ଟ୍ରେଲିଆ ଜିତିଲା, ଭାରତକୁ କ୍ଷତି

ବ୍ରିସବେନ୍‌,୧୨।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ୯ ଉଇକେଟରେ ଏକପାଖିଆ ବିଜୟ ହାସଲ କରି ଅଷ୍ଟ୍ରେଲିଆ ଏକ ଭଲ ଆରମ୍ଭ କରିଛି। ଏହା ସହ ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ନିଜର ଆକାଉଣ୍ଟ ଖୋଲିଛି। ପ୍ୟାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?